Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବର୍ଷା ନେଇ ୬ ଜିଲ୍ଲାକୁ ସତର୍କତା ଜାରି
ଭୁବନେଶ୍ୱର: ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି ଲଘୁଚାପ । ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି । ଆଜି ବର୍ଷା ନେଇ ୬ ଜିଲ୍ଲାକୁ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।!-->…
Read More...
Read More...
୩୧ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟ ସଭା ସ୍ଥଗିତ
ନୂଆଦିଲ୍ଲୀ: ରାଜ୍ୟ ସଭାରେ ମଣିପୁର ଘଟଣାକୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ମଧ୍ୟରେ ସ୍ଲୋଗାନ ଓ ହଙ୍ଗାମା ପରେ ରାଜ୍ୟ ସଭାର କାର୍ଯ୍ୟକୁ ସୋମବାର ଅର୍ଥାତ୍ ୩୧ ଜୁଲାଇ ସକାଳ ୧୧ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।
Read More...
Read More...
ବଲାଙ୍ଗୀରରେ କୃଷି ରଥର ଶୁଭାରମ୍ଭ
ବଲାଙ୍ଗୀର: ଓଡ଼ିଶା ସରକାର କୃଷି କ୍ଷେତ୍ରରେ ଉନ୍ନତି ପାଇଁ ଅନେକ ଯୋଜନା କରୁଛନ୍ତି । ସରକାରଙ୍କ ଲୋକାଭିମୁଖୀ ଯୋଜନା ସଫଳ ହେବାସହ କୃଷି ଏବଂ କୃଷକ ମାନଙ୍କ ମଧ୍ୟ ଉନ୍ନତି ହେଉଥିବା ପରିଲକ୍ଷିତ ହୁଏ । କୃଷି ଏବଂ କୃଷକ ସଶକ୍ତିକରଣ ଦିଗରେ ଓଡ଼ିଶା ସରକାର ସଦା ତତ୍ପର । ରାଜ୍ୟ ସରକାରଙ୍କ!-->…
Read More...
Read More...
ଭିଜିଲାନ୍ସ ଜାଲରେ ଗଣିଆ ଅତିରିକ୍ତ ତହସିଲଦାର
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଗଣିଆ ତହସିଲ୍ରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ା ଲାଞ୍ଚନେବା ଅଭିଯୋଗରେ ଧରାପଡିଛନ୍ତି । ଆଜି ସକାଳ ୧୦ ଘଟିକା ସମୟରେ ଗଣିଆ ତହସିଲ୍ କଲୋନୀରୁ ଉଠାଇ ଆଣିଛି ଭିଜିଲାନ୍ସ । ଗୋଟିଏ ବାଲି ଗାଡ଼ିକୁ ଛାଡ଼ିବା ପାଇଁ ୧୩ ହଜାର ଟଙ୍କା ତୁଟିଥିଲା ।!-->…
Read More...
Read More...
ବନ୍ଦ ହେଲା ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍
ଭୁବନେଶ୍ୱର: ବନ୍ଦ ହେଲା ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍। ଜଳଭଣ୍ଡାରରେ ଜଳସ୍ତର ହ୍ରାସ ପାଉଥିବାରୁ ଆଉ ୬ଟି ଗେଟ୍ ଶୁକ୍ରବାର ବନ୍ଦ ହୋଇଛି। ବର୍ତ୍ତମାନ ୨ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ଚାଲିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୭.୪୧ ଫୁଟ୍ ରହିଛି।
ହୀରାକୁଦକୁ!-->!-->!-->…
Read More...
Read More...
ସହିଦ୍ ସପ୍ତାହ ପୂର୍ବରୁ କନ୍ଧମାଳରେ ମାଓ ବ୍ୟାନର
ଫୁଲବାଣୀ: ମାଓବାଦୀ ମାନଙ୍କ ସହୀଦ ସପ୍ତାହ ପୂର୍ବରୁ କନ୍ଧମାଳରେ ଲାଗିଲା ମାଓ ବ୍ୟାନର । ଆସନ୍ତାକାଲି ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଲାଲ୍ ବାହୀନି ସହିଦ୍ ସପ୍ତାହ ପାଳନ କରୁଛି । ଏହି ସମୟ ମଧ୍ୟରେ ମାଓବାଦୀ ମାନେ କିଛି ଅଘଟଣ ଘଟାନ୍ତି ।ଏହି ସପ୍ତାହ ପୋଲିସ ପାଇଁ ଏକ!-->…
Read More...
Read More...
ସଡକ ଦୁର୍ଘଟଣାରେ ୨ ଗୁରୁତର
ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ଜାତୀୟ ରାଜପଥ ୫୭ନଂ କୋରଡ ଗୋଡିସାହି ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ସୂଚନା ଥାଉକି ଦଶପଲ୍ଲାରୁ ନୟାଗଡ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି । ମହିତମା ଗ୍ରାମର ଖଗୁଲି ନାୟକ ଓ ଚନ୍ଦନ ନାୟକ ବାଇକ ଦ୍ୱାରା!-->…
Read More...
Read More...
ଶିଶୁ ଚୋରି ଅଭିଯୋଗ
ଚମ୍ପୁଆ: ଚମ୍ପୁଆ ଥାନା ଅନ୍ତର୍ଗତ ପାଂଚପୋଖରିଆଠାରେ ଗତ ବୁଧବାର ଦିନ ଏକ ୪ ବର୍ଷର କନ୍ୟା ଶିଶୁକୁ ଧରି ଜଣେ ଅଜଣା ବ୍ୟକ୍ତି ଫେରାର ହୋଇଯାଇଥିବା ଶିଶୁ କନ୍ୟାର ଜେଜେମା ଚମ୍ପୁଆ ଥାନାରେ ଅଭିଯୋଗ କରିଛନ୍ତି । ଘଟଣା ଅନୁସାରେ ପାଂଚପୋଖରିଆ ଗ୍ରାମ ନିକଟ ଶିରପୁରରେ କିଛି ଦିନ ହେବ ଆସି ରହୁଥିବା!-->…
Read More...
Read More...
ପୁଣି ପୁରୀରେ ବୋମାମାଡ
ପୁରୀ : ଅଶାନ୍ତ ହୋଇ ପଡ଼ିଚି ଶ୍ରୀକ୍ଷେତ୍ର । ଗତକାଲି ରାତିରେ ଗୁଳିମାଡ ଘଟଣାର ୨୪ ଘଂଟା ବିତି ନଥିବା ବେଳେ ପୁଣି ପୁରୀ ସହରରେ ହୋଇଚି ବୋମାମାଡ । ପୁରୀ ମୁକୁନ୍ଦମିଶ୍ର ନଗରର ବିଜୟ ଖୁଣ୍ଟିଆଙ୍କ ଘର ଉପରେ ହୋଇଚି ବୋମାମାଡ । ବୋମାମାଡରେ କାହାର କିଛି କ୍ଷତି ହୋଇ ନଥିଲେ ମଧ୍ୟ ବିଜୟ!-->…
Read More...
Read More...
ନୂଆଗାଁ ବ୍ଲକ୍ ସ୍ତରୀୟ ଜନ ଶୁଣାଣି
ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଭା ଗୃହରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ କେନ୍ଦ୍ରୀୟ ପଞ୍ଚଦଶ ଅର୍ଥ କମିଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏମ୍ଜିଏନ୍ଆର୍ଇଜିଏସ୍ରେ ୨୦୨୨-୨୩!-->…
Read More...
Read More...