Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବନକଲାଗି ନୀତି ବିବାଦ: ନୀତି ସବକମିଟି ବୈଠକରୁ ବାହାରିଲାନି ନିଷ୍କର୍ସ, ପରବର୍ତ୍ତୀ ଆଲୋଚନାରେ ହୋଇପାରେ ସମାଧାନ
ପୁରୀ: ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଆଜି ଅନୁଷ୍ଠିତ ଜରୁରୀ କାଳୀନ ନୀତି ସବକମିଟି ବୈଠକ ହୋଇଥିବା ବେଳେ ଚୂଡାନ୍ତ ନିଷ୍ପତି ଆଗାମୀ ପରିଚାଳନା କମିଟି ବୈଠକରେ ହେବା ନେଇ ସୂଚନା ମିଳିଛି । ଫଳରେ ଆସନ୍ତା ବୁଧବାର ବି ବନକଲାଗି ହେବା ନେଇ ଅନିଶ୍ଚିତତା ରହିଥିବା ସତ୍ତେ୍ୱ ବନକଲାଗି ନୀତି!-->…
Read More...
Read More...
ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ,ଡେଙ୍ଗୁ ଓ ଡାଇରିଆ ସଚେତନତା କାର୍ଯ୍ୟକ୍ରମ ଚାଲୁ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର କାର୍ଯ୍ୟକାରିଣୀ ବୈଠକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରିଣୀ ବୈଠକ, ଜାତୀୟ କୃମି ନାଶକ ଦିବସର ଟାସ୍କ ଫୋର୍ସ!-->…
Read More...
Read More...
ସ୍ୱାସ୍ଥ୍ୟ ସଚେତନତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଡଙ୍ଗର ଭେଜା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବ୍ଲକ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଯୁବ ଗୋଷ୍ଠୀ ଠାରୁ ତମ୍ବାଖୁ ମୁକ୍ତ ,!-->…
Read More...
Read More...
ମଣିପୁର ଘଟଣାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ନୂଆପଡ଼ା : ନୂଆପଡା ଜିଲ୍ଲା କୋମନା ନୂଆପଡା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କୋମନା ରାଜ ଗୌଡ଼ ସଂସ୍କୃତିକ ସମାଜର କର୍ମକର୍ତ୍ତା ତଥା ଗୋଣ୍ଡୱାନା ଛାତ୍ର ଛାତ୍ରୀ ସଙ୍ଘ କୋମନା ଓ ନୂଆପଡା ବ୍ଲକର ସଦସ୍ୟ ମାନେ ଏକତ୍ରିତ ହୋଇକି ନୂଆପଡା ଜିଲ୍ଲାପାଳକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଗତ!-->…
Read More...
Read More...
କେରାଣ୍ଡି ଓ ଡାଲିମ୍ବପୁର ଗ୍ରାମକୁ ସଂଯୋଗୀ କରଣ ସକାଶେ ଜାରି ରହିଛି ଅସ୍ଥାୟୀ ରାସ୍ତା କାମ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ କେରାଣ୍ଡି ପଞ୍ଚାୟତର କେରାଣ୍ଡି ଓ ଡାଲିମ୍ବ ପୁରଗ୍ରାମକୁ ସଂଯୋଗି କରଣ ସକାଶେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅସ୍ଥାୟୀ ରାସ୍ତାଟି କାମ ଚାଲିଥିବାର ଦେଖିବାକୁ ମିଳିଛି । ଯାହା ଫଳରେ ଏହି ରାସ୍ତାଟି ତିନୋଟି ଗ୍ରାମ ରାଟେଣି, ଅମରା,ଡାଲିମ୍ବ!-->…
Read More...
Read More...
୭୭ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି : ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ ଗଜପତି ଷ୍ଟାଡିୟମ୍ ଠାରେ ମହା ସମାରୋହରେ ପାଳିତ ହେବ । ଚଳିତ ବର୍ଷର ସ୍ୱାଧୀନତା ଦିବସଟିକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ନେଇ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ!-->…
Read More...
Read More...
କାରରେ ଛେଳି ଚୋରି, ଆସାମୀକୁ ଧରି ପୋଲିସର ଜିମା ଦେଲେ ଲୋକ
ଚମ୍ପୁଆ: ଚମ୍ପୁଆ ବଜାର ମଧ୍ୟରୁ ଘର ଆଗରେ ବନ୍ଧା ହୋଇଥିବା ଏକ ଛେଳିକୁ ଚୋରି କରି ଲୋକଙ୍କ ହାତରେ ଧରାପଡିଥିବା ଦୁଇ ଅଭିଯୁକ୍ତଙ୍କୁ ଚମ୍ପୁଆ ପୋଲିସରେ ଜିମା ଦେବା ସହିତ ପୋଲିସ କେଶ ନଂ୧୧୧/୨୦୨୩ ରଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି । ଘଟଣା ଅନୁସାରେ ଗତ ଗୁରୁବାର ସକାଳ ୯!-->…
Read More...
Read More...
ଦାନ ବାକ୍ସ ଲୁଟ୍ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ
ପୁରୀ : ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ । ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ଗୁମୁଟରେ ଥିବା ଦାନ ବାକ୍ସ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଭୀମଙ୍କ ପ୍ରତିମୂର୍ତ୍ତି ତଳେ ଥିବା ଦାନ ବାକ୍ସକୁ ତଡାଯାଇ ଦାନ ବାକ୍ସରେ ଥିବା ଟଂକାକୁ ଲୁଟ କରାଯାଇଛି । ତେବେ ଆଜି ସକାଳେ!-->…
Read More...
Read More...
ବାଇକ ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ
ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ କେଗାଁ ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ବାଇକ ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ସାନଚେରଗାଁ ଗ୍ରାମର ମଦନା ମାଝି (୬୫) । ସେ କୌଣସି କାମରେ କେଗାଁ ଆସୁଥିବା ବେଳେ କେଗାଁ ବନାଞ୍ଚଳ କାର୍ଯ୍ୟାଳୟ!-->…
Read More...
Read More...
ପୋଖରୀରେ ବୁଡି ଦୁଇ ବାଳକଙ୍କ ମୃତ୍ୟୁ
ନୂଆଗାଁ: ନୟାଗଡ ଜିଲ୍ଲା ସୋରଡା ଭୋଇସାହି ଗ୍ରାମର ଦୁଇଜଣ ନାବାଳକ ପୋଖରୀରେରେ ବୁଡି ମୃତ୍ୟୁକରଣ କରିଛନ୍ତି । ଗାଁ ମୁଣ୍ଡରେ ଥିବା ପୋଖରୀରେ ବୁଡି ଦୁଇବାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ସୋରଡା ଭୋଇ ସାହିର ମହେଶ ନାୟକକଙ୍କ ପୁଅ ରିତେଶ ନାୟକ (୬ ବର୍ଷ) ଓ ବାବୁ ନାୟକଙ୍କ ପୁଅ ରାକେଶ!-->…
Read More...
Read More...