Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମଳିକପଡା ମଣ୍ଡି କାର୍ଯ୍ୟକ୍ଷମ ନହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଚେତାବନୀ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଂକୁଳେଇ ସେବା ସମିତିର ମଲ୍ଲିକପଡା ମଣ୍ଡିରେ ନିର୍ଭର କରୁଥିବା ଚାଷୀ ଆଜି ପର୍ଯ୍ୟନ୍ତ ଚଳିତ ବର୍ଷର ନାମ ପଞ୍ଜିକରଣରୁ ବଞ୍ଚିତ ଥିବା ବେଳେ ବର୍ତ୍ତମାନ ପଞ୍ଜିକରଣକୁ ନେଇ ଚିନ୍ତାରେ ଚାଷୀ । ଏପରିକି ମଲ୍ଲିକପଡା ମଣ୍ଡି ସମସ୍ୟା ଉପରେ ଗତ ୧୮!-->…
Read More...
Read More...
ପୁଣି ଅଲୋଡା ହେଲା ଶିଶୁ କନ୍ୟା : ବୁଦାମୂଳରୁ ଉଦ୍ଧାର
ସୁବର୍ଣ୍ଣପୁର : ଆଜି ପାହାନ୍ତିଆର ପ୍ରାୟ ସାଢେ ପାଂଚଟା ସମୟରେ ନବଜନ୍ମିତ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ସହରର ଲଲୁ ପଡିଆ ନିକଟରେ ଏକ ବୁଦାମୂଳେ ଶିଶୁକନ୍ୟାଟି ପଡିଥିବା ବେଳେ ସ୍ଥାନୀୟ ଜଣେ ମହିଳା ଶିଶୁ କନ୍ୟାଟିକୁ ଉଦ୍ଧାର କରିଛନ୍ତି । ଶିଶୁ କନ୍ୟାକୁ ଜିଲ୍ଲା ଚିକିତ୍ସାଳୟର!-->…
Read More...
Read More...
ପୁଣି ମହାନଦୀ ପାଣି ଘେରରେ ୯ ବଳଦ
ହରଭଙ୍ଗା : ବର୍ଷା ପ୍ରଭାବରେ ମହାନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ହୀରାକୁଦର ଉପର ମୁଣ୍ଡରେ ଅତ୍ୟଧିକ ବୃଷ୍ଟି ପାତ ଯୋଗୁଁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି । ଏହି ଜଳଭଣ୍ଡାର ଜଳସ୍ତର ନିୟନ୍ତ୍ରଣ ପାଇଁ ବିଭାଗ ତରଫରୁ ଚଳିତ ବର୍ଷ ଜୁଲାଇ ୨୩ତାରିଖରେ ଡ୍ୟାମର ପ୍ରଥମ!-->…
Read More...
Read More...
ଫେବୃଆରୀ ୨୦ରୁ ମାଟ୍ରିକ ପରୀକ୍ଷା
ଭୁବନେଶ୍ୱର : ଆସନ୍ତା ଫେବୃଆରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଏନେଇ ବୋଡର଼୍ ପକ୍ଷରୁ ତାରିଖ ଘୋଷଣା କରାଯାଇଛି । ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିବ । ମାଟ୍ରିକ ପରୀକ୍ଷା ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ବି ହେବ । ସେହିପରି ମାର୍ଚ୍ଚ ୧୨ରୁ!-->…
Read More...
Read More...
କ୍ୟାନ୍ସର ପୀଡିତାଙ୍କୁ ସହଯୋଗର ହାତ ବଢ଼ାଇଲେ ବିଧାୟିକା ଲତିକା ପ୍ରଧାନ
ଗଞ୍ଜାମ: କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମାରିପାରି ଗ୍ରାମର ଭିକା ପଲେଇଙ୍କ ସାନ ଝିଅ କାଜଲ ପଲେଇ ବୟସ ମାତ୍ର ୧୬ ବର୍ଷ । ଯେଉଁ ବୟସରେ ପିଲା ପାଠ ପଢିବା କଥା ଆଜିକୁ ପ୍ରାୟ ଦୀର୍ଘ ୬ମାସ ହେବ ସେ କୁଆଡେ କ୍ୟାନ୍ସର ରୋଗରେ ପୀଡିତ ହୋଇ ଶାରୀରିକ ଓ ମାନସିକ!-->…
Read More...
Read More...
ସୁବର୍ଣ୍ଣପୁର ବନଖଣ୍ଡ ପକ୍ଷରୁ ବାର୍ଷିକ ସମୀକ୍ଷା ଅନୁଷ୍ଠିତ
ସୁବର୍ଣ୍ଣପୁର: ଜିଲ୍ଲା ବନବିଭାଗ ପକ୍ଷରୁ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ବାର୍ଷିକ ସମୀକ୍ଷା ୨୦୨୨-୨୩ ଜିଲ୍ଲା ବନଖଣ୍ଡ ଅଧିକାରୀ ମଦନଲାଳ ଶର୍ମାଙ୍କ ଅଧ୍ୟତାରର ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ!-->…
Read More...
Read More...
ବିବାଦୀୟ ଆନ୍ଧ୍ର ମନ୍ତ୍ରୀଙ୍କୁ ଗୋଷାଣୀ ବ୍ଲକ୍ ଅଧ୍ୟକ୍ଷଙ୍କ ସମ୍ବର୍ଦ୍ଧନା ପ୍ରସଂଗ, ତୀବ୍ର ନିନ୍ଦା କଲା ଜିଲ୍ଲା…
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।ବିବାଦୀୟ ଆନ୍ଧ୍ର ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯିବା ପ୍ରସଂଗରେ ପ୍ରତିବାଦ ଜଣାଇଛି କଂଗ୍ରେସ । ଆନ୍ଧ୍ର!-->…
Read More...
Read More...
ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ କ୍ୟାରିଅର କାଉନସିଲିଂ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରେ ଜିଲ୍ଲା ଏମ୍ପ୍ଲେଇ ଏକ୍ସଚେଞ୍ଜଙ୍କ ସହାୟତାରେ ୟାର ଫୋର୍ସ ଅଗ୍ନିବୀର ବାୟୁ ,ଅଗ୍ନିପଥ ସ୍କିମ ଉପରେ ଏକ କ୍ୟାରିଅର କାଉନସିଲିଂ ଅନୁଷ୍ଠିତ ହୋଇଯାଇଛି । ସ୍କାଡ୍ରେନ ଲିଡ଼ର ଏନଏଏସସି ,ଏଏଫ ଭୁବନେଶ୍ୱର ଶ୍ରୀ ରାଜେଶ ଓ!-->…
Read More...
Read More...
ଯୁବ ବିଜେଡ଼ି ନେତାଙ୍କୁ ଗୁଳିମାଡ !
ପୁରୀ : ଯୁବ ବିଜେଡ଼ି ନେତା ତଥା ବ୍ୟବସାୟୀ ସୋମନାଥ ସାହୁ ଓରଫ କପଙ୍କୁ ଗୁଳିମାଡ ହୋଇଥିବା ଜଣାପଡିଛି । ରେଡକ୍ରସ ରୋଡ ପାଣି ଗୋଦାମ ନିକଟରେ ଗୁଳିମାଡ ହୋଇଥିବା ଅଭିଯୋଗ । ତେବେ ଗୁଳିମାଡ ହୋଇଛି କି ଆକ୍ରମଣ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଆଜି ଅପରାହ୍ନରେ ୪ ଜଣ ସୋମନାଥଙ୍କ ଗୋଦାମ!-->…
Read More...
Read More...
ଅସହାୟଙ୍କୁ ମେଡିକାଲ ନେଲା ସ୍ୱେଚ୍ଛାସେବୀ ସଂଗଠନ
ହରଭଙ୍ଗା : ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ବୁଟୁପାଲି ବୌଦ୍ଧ ତରଫରୁ ଜଣେ ଅସହାୟ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ବୁଧବାର ଦିନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ହରଭଙ୍ଗା ବ୍ଲକ ହରେକୃଷ୍ଣପୁର ଗ୍ରାମର ପ୍ରଦୀପ କୁମାର ସାହୁ । ତାଙ୍କର ନାଭିରେ ଘା!-->…
Read More...
Read More...