Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମୃତ ରଥ ସେବକ ନକୁଳଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ପ୍ରଦାନ
ପୁରୀ : ଚଳିତ ବାହୁଡାଯାତ୍ରା ରେ ତାଳଧ୍ୱଜ ରଥର ଦଉଡି ହାତରୁ ଖସି ଯିବାରୁ ଗୁରୁତର ଆହତ ହୋଇଥିଲେ ରଥ ସେବକ ନକୁଳ ଭୋଇ । ସଙ୍ଗେ ସଙ୍ଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା । ଅବସ୍ଥାରେ ସୁଧାର ନ ଆସିବାରୁ ପରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ!-->…
Read More...
Read More...
କଙ୍ଗାରୁକୋର୍ଟ ନ୍ୟାୟ ପାଇବାରେ ଜିଲ୍ଲାର ଦୁଇ ବ୍ଲକର ୬ ପରିବାର: ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ଆଣିଲେ ଉଭୟ ବାସନ୍ଦ…
ହରଭଙ୍ଗା,୧୩/୭- କଙ୍ଗାରୁ କୋର୍ଟର କରୁଣ ପରିଣତି । ୨ ଟି ସୁନାହାର ଓ ୨୦ ହଜାର ଟଙ୍କା ଚୋରି ପାଇଁ ଗୁଣିଆକୁ ୨ ଲକ୍ଷ ଦେଲେ ଗ୍ରାମବସୀ । ଖଟ ଦେବତା ପୂଜା କରାଇ ଗ୍ରାମର ୩ ପରିବାରଙ୍କୁ ଚୋର ସଜାଇ ୧ ଲକ୍ଷ ଜୋରିମାନା ସହ ନିଆଁପାଣି ବାସନ୍ଦ କଲେ ଗ୍ରାମବସୀ । ଏଭଳି ଏକ ଅଭାବନୀୟ ଘଟଣା!-->…
Read More...
Read More...
ମତ୍ସ୍ୟଜୀବୀଙ୍କ ନାମରେ ଇଞ୍ଜିନ, ଜାଲ ଓ ଡଙ୍ଗା କିଣିବା ନାଁରେ ଜାଲିଆତି ଅଭିଯୋଗ
ପୁରୀ: ମତ୍ସଜୀବୀଙ୍କ ନାଁରେ ଇଞ୍ଜିନ, ଜାଲ ଓ ଡଙ୍ଗା କିଣି ଜାଲିଆତି ଅଭିଯୋଗ । ପୁରୀ ଜିଲ୍ଲା ମତ୍ସ୍ୟ ବିଭାଗର କିଛି କର୍ମଚାରୀ, ବ୍ୟାଙ୍କ କର୍ମଚାରୀ ଏବଂ କେପି କଂଷ୍ଟ୍ରକ୍ସନ ଓ ସାରିନ ଏଣ୍ଟର ପ୍ରାଇଜର୍ସ ନାମକ ଦୁଇ ଘରୋଇ ସଂସ୍ଥା ବିରୋଧରେ ଏଭଳି ଅଭିଯୋଗ ଆଣିଛି ସାଗରପୁତ୍ର ମତ୍ସଜୀବୀ!-->…
Read More...
Read More...
ଆଭାବୀ ବର୍ଷାରେ ଚାଷୀ ହତାଶ, ବ୍ଲକର ୮୦ % ଜମି ପଡିଆ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ମୌସୁମୀ ଆରମ୍ଭରୁ ଧୋକା ଦେବାରୁ ଜୁନ୍ରେ ବର୍ଷା ପରିମାଣ କମିଛି । ଜୁଲାଇ ବେଳକୁ ସ୍ଥିତିରେ ପରିବର୍ତ୍ତନ ହେବ ବୋଲି ଆଶା ରହିଥିଲା କିନ୍ତୁ ମାସର ପ୍ରଥମ ୧୦ ଦିନ ବି ବର୍ଷା ଉଭାନ ହୋଇଯାଇଛି । ପାଣିପାଗ ପରିବର୍ତ୍ତନର ସାଂଘାତିକ ପ୍ରଭାବ ଏମିତି ଯେ,!-->…
Read More...
Read More...
ବିଜେପି ପକ୍ଷରୁ ମହା ଜନ ସମ୍ପର୍କ ଅଭିଯାନ
ଚମ୍ପୁଆ : ଭାରତୀୟ ଜନତା ଦଳ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୯ ବର୍ଷ ସେବା ସୁଶାସନ ଓ ଗରୀବ କଲ୍ୟାଣ ଯୋଜନାକୁ ନେଇ ମହା ସମ୍ପର୍କ ଅଭିଯାନ ଚମ୍ପୁଆ ନଗର ମଣ୍ଡଳ ଅନ୍ତର୍ଗତ ଶିରପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଚମ୍ପୁଆ ନଗର ମଣ୍ଡଳ ସଭାପତି ରାଜେଶ ଆଚାର୍ଯ୍ୟଙ୍କ ସଭାପତିରେ!-->…
Read More...
Read More...
ଦାଦନ ଶ୍ରମିକଙ୍କ ହାତ କଟା ଘଟଣା, ଶ୍ରମ ସଚିବ ଓ କର୍ମଚାରୀ ନିଓଜନ ବିଭାଗର ତଦନ୍ତ ଆରମ୍ଭ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଡହଲପଡ଼ି ସାହିର ଦାଦନ ଶ୍ରମିକଙ୍କ ହାତ କଟା ଘଟଣାର ତଦନ୍ତ ଆରମ୍ଭ ହୋଇଛି ।ଶ୍ରମ ସଚିବଙ୍କ ନିର୍ଦ୍ଦେଶକ୍ରମେ ଉପ ଶ୍ରମ ସଚିବ ଓ କର୍ମଚାରୀ ନିୟୋଜନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି । ଗତ ମାସରେ ବାଲିଗୁଡା ଏନ୍ଏସିର ଦୁଇ!-->…
Read More...
Read More...
ଫାଇଭ୍-ଟି ସଚିବଙ୍କ ଗସ୍ତ ପାଇଁ ଚଳଚଞ୍ଚଳ ଜିଲ୍ଲା ପ୍ରଶାସନ
ଦଶପଲ୍ଲା :ଆସନ୍ତା ୨୦ ତାରିଖ ଦିନ ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନଙ୍କ ନୟାଗଡ଼ ଜିଲ୍ଲା ଗସ୍ତ ଅବସରରେ ଦଶପଲ୍ଲା ଆସିବାର କାର୍ଯ୍ୟକ୍ରମ ରହିଛି । ତାଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ଚଳଚଂଚଳ ହୋଇପଡିଛି । ଏଥିପାଇଁ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଏବଂ ନୟାଗଡ଼ ଏସ୍ପି ରାହୁଲ ଜୈନ ଆସି!-->…
Read More...
Read More...
ବ୍ରାଉନ୍ ସୁଗାର୍ ଜବତ୍ , ୫ ଗିରଫ
ଦଶପଲ୍ଲା : ନୟାଗଡ଼ ଅବକାରୀ ବିଭାଗ ଦ୍ୱାରା ୭୨ ଗ୍ରାମ ବ୍ରାଉନସୁଗାର ସହ ସ୍କେ।।ର୍ପିଓ ଗାଡି ଜବତ ହେବା ସହ ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏହାସହ ଅଭିଯୁକ୍ତ ମାନଙ୍କ ଠାରୁ ୨୦ ହଜାର ଟଙ୍କା ଓ ୮ଟି ମୋବାଇଲକୁ ମଧ୍ୟ ଜବତ କରିଛି ଅବକାରୀ ବିଭାଗ । ଗିରଫ ମାନେ ହେଲେ ଡ୍ରାଇଭର ଇକବାଲ ଖାଁ,!-->…
Read More...
Read More...
ଫସଲ ବୀମା ସହାୟତା ରାଶି ଓ ମରୁଡ଼ିର ସ୍ଥାୟୀ ପ୍ରତିକାର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ପଲସିପାଣି ପଞ୍ଚାୟତ ଅଞ୍ଚଳର ଚାଷୀଙ୍କୁ ଫସଲ ବୀମା ସହାୟତା ମିଳିନଥିବା ଅଭିଯୋଗ ହୋଇଛି । ଆଜି ଗରିବ ସେନା ସଂଗଠନ ଜିଲ୍ଲା ସଭାପତି ରବି ମଙ୍ଗରାଜଙ୍କ ନେତୃତ୍ୱରେ ଅଞ୍ଚଳର ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟି ଫସଲ ବୀମା ସହାୟତା ରାଶି ପାଇଁ ଗୁହାରୀ!-->…
Read More...
Read More...
କାଳିଆପଡା ଘାଟିରେ ଟିପ୍ପର ଦୁର୍ଘଟଣାଗ୍ରସ୍ତ; ଜଣେ ମୃତ,ଦୁଇ ଆହତ
ରାୟଗଡା: ରାୟଗଡା ଜିଲ୍ଳା କାଶିପୁର ବ୍ଳକ ଟିକିରି ଥାନା ଅନ୍ତର୍ଗତ କାଳିଆପଡା ଘାଟିରେ ଗତକାଲି ବିଳମ୍ବିତ ରାତ୍ରରେ ଏକ ପ୍ଳାଂଏ ଆସ୍ ବୋଝେଇ ଟିପ୍ପରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଟିପ୍ପର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଡି ଭିତରେ ବସିଥିବା ଅନ୍ୟ ଦୁଇଜଣ ବ୍ୟକ୍ତି ଗୁରୁତର!-->…
Read More...
Read More...