Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଯୁବତୀଙ୍କୁ ଅପହରଣ ଅଭିଯୋଗରେ ଦୁଇ ଅଟକ
ଆଠଗଡ଼ : ଆଠଗଡ଼ ଥାନା ଛତାବର ଛକ ନିକଟରୁ ଜଣେ ଯୁବତୀଙ୍କୁ ସୋମବାର ସନ୍ଧ୍ୟାରେ ଏକ କାର ଯୋଗେ ଅପହରଣ କରିନେଉଥୁଲେ ଯୁବକ । ସୂଚନା ପାଇ ମାଡ଼ି କାରର ପିଛାକରି ମାଡ଼ିବସିଲା ଆଠଗଡ ଥାନା ପୋଲିସ। ଯୁବତୀଙ୍କୁ କାରରୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛି ପୋଲିସ। ଏକ ତରଫା ପ୍ରେମ!-->…
Read More...
Read More...
ଉପଦ୍ରବ ଆରମ୍ଭ କଲେଣି ମାଙ୍କଡ, ଘର ଭିତରେ ପଶି କରୁଛନ୍ତି ଆକ୍ରମଣ
ଚମ୍ପୁଆ : ଚମ୍ପୁଆ ସଦର ମହକୁମାରେ ଦିନକୁ ଦିନ ମାଙ୍କଡଙ୍କ ଉପଦ୍ରବ ବଢିବାରେ ଲାଗିଲାଣି । ରଜିଆ ଜଙ୍ଗଲରେ କିଛି ଦିନ ହେବ ଏହି ମାଙ୍କଡଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନେକ ପନି ପରିବା ଚାଷ ଉଜୁଡିବାରେ ଲାଗିଲାଣି । ଏପରିକି ଏହି ମାଙ୍କଡ ମାନଙ୍କ ଉପଦ୍ରବ ଚମ୍ପୁଆ ସଦର ମହକୁମାରେ ମଧ୍ୟ!-->…
Read More...
Read More...
ସମିତି ମେମ୍ବରଙ୍କ ତରଫରୁ ୧୦ ଦଫା ଦାବିପତ୍ର ପ୍ରଦାନ
ନନ୍ଦାହାଣ୍ଡି : ଆଜି ନନ୍ଦାହାଣ୍ଡି ବ୍ଲକର ସମିତି ସଭ୍ୟସଭ୍ୟାମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ସମିତି ସଭ୍ୟ ମାନଙ୍କୁ ସରକାରୀ ବିକାଶମୂଳକ କାର୍ଯ୍ୟରେ ଅଣଦେଖା କରାଯାଉଛି ବୋଲି ତାର ସମାଧାନ ନିମନ୍ତେ!-->…
Read More...
Read More...
ସମାଜସେବା ପାଇଁ ଗଜପତି ଜିଲ୍ଲାର ଡଃ. ଆଲୋକ କୁମାର ବୋଷଙ୍କୁ ରାଷ୍ଟ୍ରୀୟ ପ୍ରେରଣା ଆୱାର୍ଡ଼
ଗଜପତି: ଜାତୀୟ ବିଶ୍ୱ ଗୁରୁ ଭାରତ ସମ୍ମିଳନି ଓ ବିଶ୍ୱ ବୁକ୍ ଅଫ୍ ଷ୍ଟାର ରେକର୍ଡ ଆନୁକୂଲ୍ୟରେ ଏକ ମିଳିତ ସଭାରେ ମଧ୍ୟପ୍ରଦେଶର ଇନ୍ଦୋର ସହରର ଦି ପାର୍କ ହୋଟେଲରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମାରୋହରେ ଅନେକ ରାଜ୍ୟରୁ ଆସିଥିବା ସମ୍ମାନିତ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ଉକ୍ତ!-->…
Read More...
Read More...
ଦିବ୍ୟାଙ୍ଗଙ୍କ ପାଇଁ ନାହିଁ ଆବାସ ଯୋଜନା
ଫୁଲବାଣୀ : ଦିବ୍ୟଙ୍ଗଙ୍କ ପାଇଁ ନାହିଁ ଆବାସ ଯୋଜନା । ଏହା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଠାରେ ରାଜ୍ୟ ରାଜପଥକୁ ଲାଗି ରହିଥିବା ଝାଡ଼ପଦର ରାସ୍ତାର ବନ୍ଧ ସାହିରେ ରହୁଥିବା ଦିବ୍ୟାଙ୍ଗ ରଞ୍ଜିତ ବେହେରା କ୍ଷେତ୍ରରେ । ସରକାରଙ୍କ ବିଜୁ ଆବାସ ଯୋଜନା,!-->…
Read More...
Read More...
ହୀରାକୁଦର ଆଉ ୪ଟି ଗେଟ ଖୋଲିଲା
ବୁର୍ଲା: ଉପରମୁଣ୍ଡରେ ଜଳସ୍ତର ବଢ଼ିବାରୁ ହୀରାକୁଦର ଆଉ ୪ଟି ଗେଟ ଖୋଲାଯାଇଛି | ଗତକାଲି ୩ଟି ଗେଟ ଖୋଲାଯାଇଥିବାବେଳେ ଆଜି ପୁଣି ଆଉ ୪ଟି ଗେଟ ଖୋଲାଯାଇଛି | ଏହାକୁ ମିଶାଇ ଏବେ ସମୁଦାୟ ୧୨ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି | ରବିବାର ୫ଟି, ଗତକାଲି ୪ଟି ଓ ଆଜି ୩ଟି ଗେଟ ଖୋଲାଯାଇଛି |!-->…
Read More...
Read More...
ସଇତାନ ସାଜିଲା ଜନ୍ମ କଲା ପୁଅ ; ବାପା,ମାଆଙ୍କ ସମେତ ୪ ଗୁରୁତର
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡିଆଳି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ନିଜ ଜନ୍ମ କଲା ପୁଅ ସାଜିଲା ସଇତାନ । ଶୋଇଥିବା ସମୟରେ ନିଜ ପରିବାରର ଚାରି ଜଣଙ୍କୁ କଲା ମରଣାନ୍ତକ ଆକ୍ରମଣ । ଆକ୍ରମଣର ଶିକାର ହୋଇଛନ୍ତି ଗୁଡିଆଳି ଗ୍ରାମର ବାପା ହେରେକୃଷ୍ଣ ରେଡ଼ୀ,ମା!-->…
Read More...
Read More...
ବୌଦ୍ଧରେ ନୂତନ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ
ବୌଦ୍ଧ,୨୪/୭: ବୌଦ୍ଧ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ଆଜି ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜ଼ିଲ୍ଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ରବି ନାରାୟଣ ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲାର ଉନ୍ନତି ପାଇଁ ନୂତନ ଜ଼ିଲ୍ଲା ମୁଖ୍ୟ!-->…
Read More...
Read More...
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର
ପାରଳାଖେମୁଣ୍ଡି, ୨୪/୭- ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗଡ଼ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଓ ଆରକ୍ଷୀ!-->…
Read More...
Read More...
ଭାରସାମ୍ୟ ହରାଇ ରାସ୍ତାତଳକୁ ଖସିଲା ବୋଲେରୋ, ଅଳ୍ପକେ ବର୍ତ୍ତିଲେ ୯ ତୀର୍ଥଯାତ୍ରୀ
ହରଭଙ୍ଗା,୨୪/୭- ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା -ବଲାଙ୍ଗୀର ୫୭ନମ୍ୱର ଜାତୀୟ ରାଜପଥ ପୁରୁଣାକଟକ ଥାନା କରୋଡାକୋଠା ନିକଟରେ ଏକ ତୀର୍ଥଯାତ୍ରୀ ବୋଲେରୋ ଭାରସାମ୍ୟ ହରାଇ ରାସ୍ତାତଳକୁ ଖସି ପଡ଼ିଥିବା ଜଣାପଡିଛି । ସୂଚନାମତେ ମୟୁରଭଞ୍ଜ ମାଣିକପୁର ଅଞ୍ଚଳରୁ ୯ଜଣ ଯାତ୍ରୀ ହରିଶଙ୍କରରୁ!-->…
Read More...
Read More...