Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବେଲପା ନଦୀରେ ବ୍ରିଜ୍ ନିର୍ମାଣ ବିଳମ୍ୱ ନେଇ ୫୭ନଂ ଜାତୀୟ ରାଜପଥ ଅବରୋଧ କଲେ ମହିଳା ଓ ସ୍ଥାନୀୟ ଜନତା
ନୂଆଗାଁ,୨୪/୭ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସୋରଡ଼ା ଛକ ଠାରୁ ଜଗନ୍ନାଥ ପ୍ରସାଦ ଗ୍ରାମକୁ ଯାଇଥିବା ରାସ୍ତାର ବେଲପା ନଦୀର ଏକ ବ୍ରିଜ ନିର୍ମାଣ ବିଳମ୍ୱ ହେତୁ ସୋରଡ଼ା ପଞ୍ଚାୟତର ଲୋକମାନେ ଆଜି ୫୭ ନଂ ଜାତୀୟ ରାଜପଥ ସୋରଡ଼ା ଛକ ଠାରେ ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ!-->…
Read More...
Read More...
ବଜ୍ରାଘାତରେ ୧ ମୃତ ୧ ଆହତ
ଚମ୍ପୁଆ,୨୪/୭: ଚମ୍ପୁଆ ବ୍ଲକ ଭୂଇଁପୁର ଗ୍ରାମର ଶଶୀଭୂଷଣ ନାଏକ (୬୧) ଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି ।ଅନ୍ୟ ଜଣେ ରାଜେଶ କୁମାର ମହାନ୍ତ(୨୬) ବଜ୍ରାଘାତର ପ୍ରଭାବରେ ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ସେମାନେ ଆଜି ପ୍ରାୟ ଦିନ ଦି ପ୍ରହର ବେଳା ଏକ ପାୱାର ଟ୍ରିଲର ଯୋଗେ ବିଲରେ ହଳ!-->…
Read More...
Read More...
ବୌଦ୍ଧ: ଖମନମୁଣ୍ଡା ଜନଶୁଣାଣି ଶିବିରରେ ୭୨ଟି ଅଭିଯୋଗର ତୁରନ୍ତ ସମାଧାନ ଓ ୧୬ ଜଣ ହିତାଧିକାରୀଙ୍କୁ ସହାୟତା ପ୍ରଦାନ
ବୌଦ୍ଧ,୨୪/୭: ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଳକ ଖମନମୁଣ୍ଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ଅନୁଷ୍ଠିତ ଜନଶୁଣାଣି ଶିବିରରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ୭୨ ଟି ଅଭିଯୋଗର ତତକାଳ ସମାଧାନ କରିଛନ୍ତି । ଏଥିସହ ୧୬ ଜଣ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ଏହି ଶିବିରରେ!-->…
Read More...
Read More...
ବିଜେଡିରେ ମିଶିଲେ ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେପି ନେତା ଜଗଦୀଶ ବିଶ୍ୱାଳ
ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେପି ନେତା ଓ ଶ୍ରମିକ ସଂଗଠକ ଜଗଦୀଶ ବିଶ୍ୱାଳ ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ତଥା ବିଜେଡିର ସାଧାରଣ ସଂପାଦକ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି ।ଏହି!-->…
Read More...
Read More...
କୋଟଗଡ଼ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା କୋଟଗଡ଼ରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । କୋଟଗଡ଼ ବ୍ଲକରେ ଏହି ଯୁଗ୍ମ ଅଭିଯୋଗ ଶୁଣାଣି ପ୍ରତି ତିନି ମାସରେ ଥରେ ଅନୁଷ୍ଠିତ ହୋଇଥାଏ । ଚଳିତ ଅଭିଯୋଗ ଶୁଣାଣିରେ ମୋଟ ୧୫୩ ଟି ଅଭିଯୋଗ ଆସିଥିବା ଜଣାପଡ଼ିଛି । ସେଥି ମଧ୍ୟରେ!-->…
Read More...
Read More...
ଚମ୍ପୁଆ ଏନ୍ଏସିରେ ବଢୁଛି ମଶାଙ୍କ ପାଦୁର୍ଭାବ, ଡେଙ୍ଗୁକୁ କରାଯାଉଛି ନିମନ୍ତ୍ରଣ
ଚମ୍ପୁଆ : ଚମ୍ପୁଆ ଏନ୍.ଏ.ସି ବାସୀଙ୍କୁ ଘାରିଲାଣି ଡେଙ୍ଗୁ ଜ୍ୱରର ଚିନ୍ତା । ଦିନକୁ ଦିନ ମଶାଙ୍କ ପାଦୁର୍ଭାବ ବୃଦ୍ଧି ପାଉଥିବା ବେଳେ ଜନ ସାଧାରଣଙ୍କୁ ଅତିଷ୍ଠ କରିପକାଇଲାଣି । ଏକ ପକ୍ଷରେ ଲଘୁଚାପ ଜନିତ ଲଗାଣ ବର୍ଷା ମଶା ବଂଶ ବୃଦ୍ଧି କରିବାର ପ୍ରମୁଖ ସହାୟତା କରୁଛନ୍ତି । ଅନ୍ୟ ପକ୍ଷରେ!-->…
Read More...
Read More...
ଅଳ୍ପକେ ବର୍ତ୍ତିଲେ ଗୋରୁପୋଲ
ହରଭଙ୍ଗା : ଚଳିତ ବର୍ଷ ହୀରାକୁଦ ଡ୍ୟାମ ତାର ପ୍ରଥମ ବନ୍ୟା ଜଳ ନିଷ୍କାସନ କରିଛି । ଏନେଇ ପୂର୍ବରୁ ନଦୀ କୁଳିଆ ଅଞ୍ଚଳ ବାସୀଙ୍କୁ ସତର୍କ ସୂଚନା ଦେବାସହ ସ୍ଥନୀୟ ପ୍ରଶାସନକୁ ତତ୍ପର ରହିବାକୁ କୁହାଯାଇଛି । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବନ୍ୟା ପ୍ରାକୃତିକ!-->…
Read More...
Read More...
ସ୍କୁଲ ପରିସରରେ ଭାଲୁ, ଭୟରେ ସ୍କୁଲ ଛାତ୍ରଛାତ୍ରୀ
ନନ୍ଦାହାଣ୍ଡି : ସ୍କୁଲ ପରିସରରେ ଭାଲୁ । ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ହାଇସ୍କୁଲ ପରିସରରେ ଚାରି ଗୋଟି ଭାଲୁ । ମା ସହିତ ଦୁଇଟି ଛୁଆ ରହିଛନ୍ତି । ସ୍କୁଲର ଦୁଇ ପାଇଖାନା ମଝିରେ ଏହି ଭାଲୁ ଗୁଡିକ ରହିଥିଲେ । ଭାଲୁ ଗୁଡିକ ଦେଖି ଭୟଭୀତ ଥିଲେ ସ୍କୁଲ!-->…
Read More...
Read More...
ପୁରୀ ଚକ୍ରତୀର୍ଥ ରୋଡରେ ଦବିଲା ରାସ୍ତା
ପୁରୀ: ପୁରୀ ଚକ୍ରତୀର୍ଥ ରୋଡରେ ଦବିଲା ରାସ୍ତା । ନିମ୍ନମାନର କାମ ହୋଇଥିବାରୁ ପ୍ରାୟ ୫ ଫୁଟ ରାସ୍ତା ଦବି ଯାଇ ବିରାଟ ଖାଲ ସୃଷ୍ଟି ହୋଇଛି । ଯାହାଫଳରେ ଗମନାଗମନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଚକ୍ରତୀର୍ଥ ରୋଡ୍ ଏକ ସମ୍ବେଦନଶୀଳ ଜନଗହଳିପୂର୍ଣ୍ଣ ରାସ୍ତା ହୋଇଥିବା ବେଳେ ଅନେକ!-->…
Read More...
Read More...
ନିର୍ମାଣଧୀନ ପୋଲ ; ବର୍ଷେ ନ ପୂରୁଣୁ ଉଠିଲାନି କଂକ୍ରିଟ୍
ହରଭଙ୍ଗା :ସର୍ବ ପୁରାତନ ଜଗନ୍ନାଥ ସଡକ ନୂତନ ଓ ପ୍ରଶସ୍ତି କରଣ ପାଇଁ ଆଜକୁ ପ୍ରାୟ ୧୦ବର୍ଷରୁ କାର୍ଯ୍ୟ ଚାଲୁ ରହିଛି । କିନ୍ତୁ ଏହା କେତେ ଅଟକଳ ବ୍ୟୟରେ କାର୍ଯ୍ୟ ହେଉଛି ସୂଚନା ଫଳକ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଉଛି । ପୁଣି ଉକ୍ତ ରାସ୍ତାଟି ବୌଦ୍ଧ ଜିଲ୍ଲା ମହାନଦୀ କୂଳେ କୂଳେ!-->…
Read More...
Read More...