Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲାପାଳଙ୍କ ନନ୍ଦାହାଣ୍ଡି ବ୍ଲକ୍ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ନନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଆଜି ଅନୁଷ୍ଠିତ ହୋଇଯାଇଛି । ଆଜି ନନ୍ଦାହାଣ୍ଡି ବ୍ଲକ ଡଙ୍ଗର ଭେଜା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନବରଙ୍ଗପୁର!-->…
Read More...
Read More...
ସୁବର୍ଣ୍ଣପୁର ସହରରେ ବୋଲବମ ଭକ୍ତଙ୍କ ପ୍ରବଳ ଭିଡ଼
ସୁବର୍ଣ୍ଣପୁର : ଆଜି ଶ୍ରାବଣ ଦ୍ୱିତୀୟ ସୋମବାର ଉପଲକ୍ଷେ ସୁବର୍ଣ୍ଣପୁର ସହରର ତ୍ରିବେଣୀ ସଙ୍ଗମ ଶ୍ରୀରାମେଶ୍ୱର ଶୈବ ପୀଠ, ଇଷ୍ଟଦେବ ଶ୍ରୀ ସୁବର୍ଣ୍ଣମେରୁ ପୀଠ, ଓଁ କାର ନାଥ, ଶ୍ରୀ ପଶ୍ଚିମ ସୋମନାଥ, ଶ୍ରୀ ଗୋକର୍ଣଶ୍ୱର, ଶ୍ରୀ ଲୋକନାଥ, ଶ୍ରୀ ପଞ୍ଚରଥ ମନ୍ଦିର ତଥା ଅଷ୍ଟ ଶମ୍ଭୁ ଓ ଜିଲ୍ଲାର!-->…
Read More...
Read More...
ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା, ଜଣେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ନୂଆପଡ଼ା : ନୂଆପଡା ଜିଲ୍ଲା ସିନାପାଲି ଥାନା ହଲଦିମୁଣ୍ଡା ଗ୍ରାମରେ ଜଣେ ଯୁବକଙ୍କୁ ଠେଙ୍ଗା ପଥରରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗରେ ହରିଆଲୁ ବାଗ (୩୮) ନାମକ ଯୁବକକୁ ସିନାପାଲି ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ହଲଦିମୁଣ୍ଡା ଗ୍ରାମର ଗଗନେ ମାଝି ନାମକ ଯୁବକକୁ ହତ୍ୟା!-->…
Read More...
Read More...
ସଡକ ସୁରକ୍ଷା ପାଳନ ନିମନ୍ତେ ଟିଏନଟି ଅନୁଷ୍ଠାନର ନିଆରା ପ୍ରୟାସ
ଗଞ୍ଜାମ: "ସଡକ ସୁରକ୍ଷା ଜୀବନ ରକ୍ଷା’,ଏହାକୁ କେବଳ ପାଠ ବହି ମଧ୍ୟରେ ସୀମିତ ନ ରଖି ବାସ୍ତବ ଜୀବନରେ ଫଳପ୍ରଦ କରିବା ନିମନ୍ତେ ଅଗ୍ରଣୀ ଅନୁଷ୍ଠାନ ଟି.ଏନ.ଟିର ୬୪ କଳା ବିକାଶ କାର୍ଯ୍ୟକ୍ରମ ମଧ୍ୟରେ ଅଧ୍ୟୟନରତ ଥିବା ସ୍ପୋକେନ ଇଂରାଜୀର ଛାତ୍ରଛାତ୍ରୀମାନେ ଭିନ୍ନ ମାଧ୍ୟମରେ ଲୋକମାନଙ୍କୁ!-->…
Read More...
Read More...
ଆଜି ଶ୍ରୀମନ୍ଦିରରେ ଚିତାଲାଗି ନୀତି, ଦିନ ୨ଟାରୁ ୬ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀ : ଆଜି ଶ୍ରାବଣ-କୃଷ୍ଣ ଅମାବାସ୍ୟା ତିଥି । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଦିନ୨.୦୦ ଟା ଠାରୁ ସନ୍ଧ୍ୟା .୬.୦୦ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହା ଏକ ଗୁପ୍ତ!-->…
Read More...
Read More...
ହରଭଙ୍ଗାରେ ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଭାବେ ଯୋଗଦେଲେ ଡା. ବିଭୁତି ପଣ୍ଡା
ହରଭଙ୍ଗା : ହରଭଙ୍ଗା ପ୍ରାଣୀ ଚିକିତ୍ସାଳୟରେ ଦୀର୍ଘ କୋଡିଏରୁ ଉର୍ଦ୍ଧ୍ୱ ବର୍ଷ ଧରି ଖାଲି ପଡ଼ିଥିବା ଅତିରିକ୍ତ ପ୍ରାଣୀ ଚିକିତ୍ସକ ପଦବୀ ପୂରଣ ହୋଇଛି । ନିକଟ ଅତୀତରେ ରାଜ୍ୟ ସରକାରଙ୍କ ଦ୍ୱାରା ନବ ନିଯୁକ୍ତ ଡା. ବିଭୂତି ପଣ୍ଡା ଅତିରିକ୍ତ ପ୍ରାଣୀ ଚିକିତ୍ସକ ଭାବରେ ହରଭଙ୍ଗାରେ ଯୋଗ!-->…
Read More...
Read More...
ବାଲି ପାଇଁ ଅଧପନ୍ତରିଆ ଆବାସ ଯୋଜନା
ଚମ୍ପୁଆ : କଚ୍ଚା ଘରକୁ ପକ୍କା ଘର କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବହୁ ଯୋଜନା ମାନ ପ୍ରଣୟନ କରିବା ସହିତ ସହରାଂଚଳ ଓ ଗ୍ରାମାଂଚଳର ହିତାଧିକାରୀମାନଙ୍କୁ ଚିହ୍ନଟ କରି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ୪ ମାସ ମଧ୍ୟରେ ଗୃହ ନିର୍ମାଣ ସାରିଲେ ହିତାଧିକାରୀ ମାନଙ୍କୁ!-->…
Read More...
Read More...
ଫୁଲବାଣୀ ମେଡିକାଲ କଲେଜ ପରିସରରେ ୫ଫୁଟର ଅଜଗର ସାପ ଉଦ୍ଧାର
ଫୁଲବାଣୀ :ଆଜି ମଧ୍ୟାହ୍ନ ସମୟରେ ଫୁଲବାଣୀ ମେଡିକାଲ କଲେଜ ପରିସରରେ ଏକ ୫ଫୁଟର ଅଜଗର ସାପ ପଶିଯାଇଥିବା ନେଇ କଲେଜ କାର୍ଯ୍ୟ ନିର୍ମାଣ କରୁଥିବା ସଂସ୍ଥାରୁ ଟିମ୍ ହ୍ୟୁମାନିଟି କନ୍ଧମାଳର ଆବାହକଙ୍କୁ ଯୋଗାଯୋଗ କରାଯାଇଥିଲା । ତୁରନ୍ତ ଟିମର ସ୍ନେକ ହେଲ୍ପଲାଇନ ସଦସ୍ୟ ଭି. ଜଗନ୍ନାଥ ରାଜୁ,!-->…
Read More...
Read More...
ସାପ କାମୁଡାରେ ଦଣ୍ଡ ନୃତ୍ୟ କଳାକାରଙ୍କ ମୃତ୍ୟୁ
ପାଟଣାଗଡ଼ : ପାଟଣାଗଡ଼ ଥାନା କେରବେଡା ପଞ୍ଚାୟତ ପୁଟିସ ବାହାଲ ଗ୍ରାମର ସୁନାମଧନ୍ୟ ଦଣ୍ଡ ନୃତ୍ୟ କଳାକାର ନକୁଲ ବରିହା(୫୦) ଙ୍କ କେଲତ ସାପ କାମୁଡାରେ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ନକୁଲ ଘରେ ଥିବା ସମୟରେ କେଲତ ସାପଟି କାମୁଡି ଦେଇଥିଲା । ପରିବାର!-->…
Read More...
Read More...
ଟ୍ରକ ଓ ଆଇଚର ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର
ହରଭଙ୍ଗା:ଟ୍ରକ ଓ ଆଇଚର ମଧ୍ୟରେ ମୁହାଁମୁହିଁ ଧକ୍କା, ଆଇଚର ଡ୍ରାଇଭର ଗୁରୁତର । ସୂଚନା ମତେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ଚାରିଛକ ଶିବମନ୍ଦିର ପାଖରେ ଏକ ଟ୍ରକ ଓ ଆଇଚର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଆଇଚର ଡ୍ରାଇଭରକୁ ଗୁରୁତର!-->…
Read More...
Read More...