Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ତୁର୍ଲାରେ ବନ ମହୋତ୍ସବ : ସଚେତନା ସଭା ସହ ବୃକ୍ଷରୋପଣ
ଖପ୍ରାଖୋଲ: ହରିଶଙ୍କର ବାନାଞ୍ଚଲ୍ ତୁର୍ଲା ଗାଁରେ ବନ ମହୋତ୍ସବ ଶନିବାର ପାଳିତ ହୋଇଯାଇଛି । ଏହି ଅବସରରେ ଗାଁ ଗୋଷ୍ଠୀ କେନ୍ଦ୍ର ସମ୍ମୁଖରେ ହରିଶଙ୍କର ବନପାଳ ସନ୍ଧ୍ୟାରାଣୀ ସେଠଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ହରିଶଙ୍କର!-->…
Read More...
Read More...
ପାତାଳି ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପ୍ରସିଦ୍ଧ ଶ୍ରୀ ପାତାଳି ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ମହାପ୍ରଭୁଙ୍କ ନିଳାଦ୍ରି ବିଜେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶ୍ରୀ ସୁଦର୍ଶନ ତାପରେ କ୍ରମନ୍ୱୟରେ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥଙ୍କୁ ଗୋଟି ପହଣ୍ଡି କରି!-->…
Read More...
Read More...
୭୪ତମ ବନ ମହୋତ୍ସବ ପାଳିତ
ହରଭଙ୍ଗା :ଓଡିଶା ବନ ବିଭାଗ ବୌଦ୍ଧ ଜିଲ୍ଲା ବନ ଖଣ୍ଡ ଆନୁକୂଲ୍ୟରେ ଆଜି ୭୪ତମ ବନ ମହୋତ୍ସବ ହରଭଙ୍ଗା ବ୍ଲକ ବୀରନରସିଂପୁର ସ୍ଥାୟୀ ନର୍ସରୀ ଠାରେ ପାଳିତ ହୋଇଯାଇଛି । ଉକ୍ତ ବନ ମହୋତ୍ସବ କାର୍ଯ୍ୟକ୍ରମରେ ଜଙ୍ଗଲ ସୁରକ୍ଷା ଓ ପରିବେଶ ରକ୍ଷା , ନୂତନ ଜଙ୍ଗଲ ସୃଷ୍ଟି, ଜଙ୍ଗଲ ବିନା ଜୀବଜଗତ!-->…
Read More...
Read More...
ସୋହମ୍ ଆନୁକୂଲ୍ୟରେ ପାଳିତ ହେଲା ବନ ମହୋତ୍ସବ
ଦଶପଲ୍ଲା : ନୟାଗଡ଼ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ "ସୋହମ୍' ଶରଧାପୁର ଗ୍ରାମ ପଞ୍ଚାୟତ ସ୍ଥିତ ବୈଷ୍ଣବ ଗିରି ପର୍ଯ୍ୟଟନ ସ୍ଥଳରେ ବନ ମହୋତ୍ସବ - ୨୦୨୩ ପାଳନ କରିଅଛି । ଏହାକୁ ଖେଡ଼ପଡ଼ା ବନପାଳ ଶ୍ରୀମତୀ ସୁମିତ୍ରା ମିଶ୍ର, ଶରଧାପୁରର ଯୁବ ସମାଜସେବୀ ସନ୍ତୋଷ କୁମାର ମୁଦୁଲି, ସଂଗଠନର!-->…
Read More...
Read More...
ରଥଯାତ୍ରାରେ ନିୟୋଜିତ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
ପୁରୀ : ରଥଯାତ୍ରା ଠାରୁ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ଶୃଙ୍ଖଳିତ କାର୍ଯ୍ୟ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଗତକାଲି ନିଳାଦ୍ରି ବିଜେ ପରେ ଅନ୍ୟ ଜିଲ୍ଲାରୁ ଓ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଅଧିକାରୀ ମାନଙ୍କୁ!-->…
Read More...
Read More...
ମହାରାଷ୍ଟ୍ର ରାଜନୀତିରେ ବଡ଼ ହଟଚମଟ, ଅଜିତ ପାୱାର ହେଲେ ଉପ-ମୁଖ୍ୟମନ୍ତ୍ରୀ
ମୁମ୍ବାଇ: ଏନସିପିରେ ପୁରୁଖା ରାଜନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାରଙ୍କ ପତିଆରା ପ୍ରାୟ ଜିରୋ ସ୍ଥିତିକୁ ଚାଳିଆସିଛି । ଦଦା-ପୁତୁରା ତିକ୍ତତା ଆହୁରି ତୀବ୍ର ହୋଇଛି । ପୁତୁରା ଅଜିତ ପାୱାର ଆଉ ଦାଦା ଶରଦଙ୍କ ନିୟନ୍ତ୍ରଣରେ ନାହାନ୍ତି । ଏନିସିପି ଏବେ ବସ୍ତୁତଃ ଦୁଇଫାଳ ହୋଇଛି!-->…
Read More...
Read More...
ଋଣ ଭାର ସହି ନପାରି ରଶି ଲଗାଇ ଝୁଲି ପଡିଲେ ଦମ୍ପତି
ପୁରୀ : ଋଣ ଭାର ସହି ନପାରି ଦମ୍ପତି କଲେ ଆତ୍ମହତ୍ୟା । । ଏଭଳି ଅଭାବନିୟ ଘଟଣା ଘଟିଛି ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ଅଁଳାଯୋଡି ଗ୍ରାମରେ । ଅଁଳାଯୋଡି ଗାଁର ବାନାମ୍ବର ବେହେରା ଏବଂ ବନିତା ବେହେରା ଆଜି ଭୋର ସମୟରେ ଘର ଭିତରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି!-->…
Read More...
Read More...
ପରିବାର ପ୍ରତିପୋଷଣ ପାଇଁ ବାଲିଗୁଡ଼ାରୁ ମୁମ୍ବାଇ ଗସ୍ତ, ପଙ୍ଗୁ ହୋଇ ଘରକୁ ଫେରିଲେ
ବାଲିଗୁଡ଼: ପରିବାର ପ୍ରତିପୋଷଣ ପାଇଁ ମୁମ୍ବାଇ ଗସ୍ତ, କିଛି ଦିନ ପରେ ପଙ୍ଗୁ ହୋଇ ଯୁବକ ଫେରିଲେ ଘରକୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ଅନ୍ତର୍ଗତ ଦୁଇ ନମ୍ବର ୱାର୍ଡର ଡହଲପଡ଼ି!-->…
Read More...
Read More...
୨ଜଣ ଶିଶୁ ଶ୍ରମିକ ଉଦ୍ଧାର : ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର
ସୁବର୍ଣ୍ଣପୁର : ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖାଙ୍କ ନେତୃତ୍ୱରେ ଜିଲ୍ଲାର ଶିଶୁ ଶ୍ରମିକ ଉଦ୍ଧାରକାରୀ ଦଳ ପକ୍ଷରୁ ଗତକାଲି ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଏସ୍ ପତ୍ରାପାଲି ଓ ମେଟାକାନୀ ଅଞ୍ଚଳର ଢାବାମାନଙ୍କରେ ଚଢ଼ାଉ କରି ବେଆଇନ ଭାବରେ କାମକରୁଥିବା ୨ଜଣ ଶିଶୁଶ୍ରମିକଙ୍କୁ ଉଦ୍ଧାର କରି!-->…
Read More...
Read More...
ରାୟଗଡାରେ ଜଳାପୋଡ଼ା ପରେ ନୂଆପଡାରୁ ଠାବ ହେଲା ମାଓକ୍ୟାମ୍ପ, ରାଜ୍ୟରେ ସକ୍ରିୟ ହେଉଛନ୍ତି ମାଓବାଦୀ
ସିନାପାଲି : ନୂଆପଡା ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ । ଦକ୍ଷିଣ ଓଡ଼ିଶାରେ ପୁଣି ସକ୍ରିୟ ହେଉଛନ୍ତି ମାଓବାଦୀ । ରାୟଗଡାରେ ଲାଲବାହିନୀର ତାଣ୍ଡବ ପରେ ନୂଆପଡାରେ ଠାବ ହୋଇଛି ମାଓ କ୍ୟାମ୍ପ । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଝୋଲାପଡା ଗାଁ ନିକଟ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ ହୋଇଛି ।!-->…
Read More...
Read More...