Browsing Category

ରାଜ୍ୟ

ବଢ଼ିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଘରଭଡ଼ା

ନୂଆଦିଲ୍ଲୀ,୧୧।୭ : ଜିପିଆରଏ ଅଧୀନରେ ଥିବା ସରକାରୀ ଘର ପାଇଁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ଅଧିକ ଘରଭଡ଼ା ଦେବାକୁ ପଡ଼ିବ। ମୁଦ୍ରାସ୍ଫୀତିର ସମୟରେ କେନ୍ଦ୍ର ସରକାର ମଧ୍ୟ ଏହାର ଘରଭଡ଼ା ହାରକୁ ସଂଶୋଧନ କରିଛନ୍ତି । ଜୁଲାଇ ୧ ରୁ ନୂତନ ହାର ଲାଗୁ କରାଯାଇଛି।
Read More...

ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସୁବର୍ଣ୍ଣପୁର : ଆଜି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ଏକ କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ପାଇଁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ପ୍ରଦାନ କରାଯାଇଛି । ଏଥିରେ
Read More...

ନୟାଗଡ଼ର ନୂଆ ଏସ୍‌ପି ରାହୁଲ ଜୈନ

ଦଶପଲ୍ଲା :ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହି ଅବସର ଗ୍ରହଣ କରିବା ପରେ ଖୋର୍ଦ୍ଧା ଏସ୍‌ପି ନୟାଗଡ଼ ଦାୟିତ୍ୱରେ ରହିଥିଲେ । ରାଜ୍ୟ ସରକାରଙ୍କ ଗୃହ ବିଭାଗ ୨୦୧୫ ବ୍ୟାଚ ଆପିସଏସ ରାହୁଲ ଜୈନଙ୍କୁ ନୟାଗଡ଼ ଏସପି ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି । ସେ ପୂର୍ବରୁ ଝାରସୁଗୁଡା, ନୂଆପଡ଼ା ଓ ବରଗଡ଼
Read More...

ଲକ୍ଷାଧିକ ଟଙ୍କାର କାଠ ଜବତ

ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସିଙ୍ଗାରପଲ୍ଲୀ ହରିଜନ ସାହି ନିକଟରୁ ଲକ୍ଷାଧିକ ଟଙ୍କାର କାଠ ଜବତ କରିଛି ବନବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ବାହାଡାଝୋଲା ଫରେଷ୍ଟର ସନାତନ ସ୍ୱାଇଁ ସିଙ୍ଗରପଲ୍ଲୀ ହରିଜନ ସାହି ନିକଟରେ ପହଂଚି ଚାରି ଶାଳ ଓ ଚାରି ଶାଗୁଆନ ଗଛ ଗଣ୍ଡି ଜବତ କରିବା
Read More...

ଆବାସ ଅପେକ୍ଷାରେ ଦିନ ମଜୁରିଆ କାର୍ଜୀ ଦିଗାଲ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତର ସେନାପଡ଼ି ଗ୍ରାମର କାର୍ଜୀ ଦିଗାଲ ଭଲ ଘରଟିଏ ନଥିବାରୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପରିବାର ସହିତ ରହି ଆସୁଛନ୍ତି । ମାଟି ଘର ସହିତ ଭଙ୍ଗା ଟିଣ ଛପର କରି ରହୁଛନ୍ତି । ପରିବାର କହିଲେ ପାଞ୍ଚ ପ୍ରାଣୀ
Read More...

ଟ୍ରେନ୍ ଧକ୍କାରେ ଦୁଇ ହାତୀଙ୍କ ମୃତ୍ୟୁ

କେନ୍ଦୁଝର: ଟ୍ରେନ୍ ଧକ୍କାରେ ଦୁଇଟି ହାତୀଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ଦୈତାରୀ ରେଞ୍ଜ ଆମ୍ବଧରା ନିକଟରେ ଘଟିଛି ଏ ଦୁର୍ଘଟଣା। ଗତକାଲି ବିଳମ୍ବିତ ଏକ ମାଲବାହୀ ଟ୍ରେନ୍ ଧକ୍କାରେ ଏହି ଦୁଇ ହାତୀଙ୍କ ମୃତ୍ୟୁ ଘଟିଛି। ଏକ ହାତୀପଲ ଟ୍ରେନ୍ ଲାଇନ୍ ପାର୍ ହେଉଥିବା ବେଳେ ମାଲବାହୀ
Read More...

ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲେ ମରଣାନ୍ତକ ଆକ୍ରମଣ ଅଭିଯୁକ୍ତ

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଫୁଲବାଣୀ ଜିଲ୍ଲା ଦୌରାଜଜ୍‌ ବିଚାରପତି ସତ୍ୟପୀର ମିଶ୍ର ତା ୦୨/୦୩ /୨୦୧୬ ମସିହା ସନ୍ଧ୍ୟାରେ କନ୍ଧମାଳ ଜିଲାର ଗୋଛାପଡା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଥିବା ମାମଲାର ବିଚାରଣା କରି ଘଟଣାର ସମସ୍ତ୍‌ ସାକ୍ଷୀ ପ୍ରମାଣ
Read More...

ସୋନପୁର ବନାଞ୍ଚଳ କାର୍ଯ୍ୟାଳୟରେ ନୂତନ ରେଞ୍ଜରଙ୍କ ଯୋଗଦାନ

ସୋନପୁର : ସୋନପୁର ରେଞ୍ଜରେ ନୂତନ ଭାବେ ଯୋଗଦାନ ଦେଇଛନ୍ତି ରେଞ୍ଜର ଭାରତ ବନ୍ଧୁ ଶବର । ସୋନପୁର ରେଞ୍ଜରେ ବର୍ତ୍ତମାନ ବିଭିନ୍ନ ପ୍ରକାରର ଚାରା ରୋପଣ ସହ ବୃକ୍ଷ ରୋପଣ ପାଇଁ ଜନସଚେତନତା ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଲେ ଶ୍ରୀଯୁକ୍ତ ଶବର । ଏହି ଅବସରରେ ଆଜିଠାରୁ ୧ ଟଙ୍କାରେ ଚାରା
Read More...

ନୂତନ ଜିଲ୍ଲାପାଳଙ୍କ ପ୍ରଥମ ଅଭିଯୋଗ ଓ ଜନ ଶୁଣାଣି

ହରଭଙ୍ଗା :ବୌଦ୍ଧର ପୂର୍ବତନ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଗତ ମାସରେ ଅବସର ନେଲାପରେ ନୂତନ ଜିଲ୍ଲାପାଳ ଭାବେ ବୌଦ୍ଧ ଜିଲ୍ଲାରେ ନୃସିଂହ ଚରଣ ସ୍ୱାଇଁ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଆଜି ଶ୍ରୀ ସ୍ୱାଇଁ ବୌଦ୍ଧ ଜିଲ୍ଲାରେ ପ୍ରଥମ ଅଭିଯୋଗ ଓ ସମାଧାନ ଶିବିର କରିଛନ୍ତି । ଉକ୍ତ
Read More...

ଆରମ୍ଭ ହେଲା ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା, ରାଜ୍ୟ କ୍ୟାବିନେଟର ଅନୁମୋଦନ

ଭୁବନେଶ୍ବର: ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ସହିତ ଗାଁ ଗାଁରେ ଥିବା ପୂଜାସ୍ଥଳ ଓ ଐତିହାସିକ ଗୁରୁତ୍ବ ବହନ କରୁଥିବା ସ୍ଥାନ ଗୁଡିକର ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଦେଇଛନ୍ତି । ଓଡିଶାର ଗାଁ ଗୁଡିକରେ ଥିବା ପୂଜାସ୍ଥଳ ତଥା ଅନ୍ୟାନ୍ୟ ଐତିହାସିକ ଗୁରୁତ୍ବ
Read More...