Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅନ୍ତର୍ଜାତୀୟ ଟାଏକୋଣ୍ଡୋ ମାଷ୍ଟରଙ୍କୁ ସମ୍ବର୍ଦ୍ଧନା
ପୁରୀ : ମନମୋହନ ଭଞ୍ଜ ପୁରୀ ଜିଲ୍ଲାର ଜଣେ ଉଦୟମାନ ଟାଏକୋଣ୍ଡୋ କ୍ରୀଡାବିତ । ସେ ଓଡିଶା ତଥା ପୁରୀ ଜିଲ୍ଲାରୁ ଏକ ମାତ୍ର ଟାଏକୋଣ୍ଡୋ ଖେଳାଳି ଭାବେ ବିଶ୍ୱ ଟାଏକୋଣ୍ଡୋ ମୁଖ୍ୟାଳୟ ଦକ୍ଷିଣ କୋରିଆ ସିଓଲ ସ୍ଥିତ କୁକିୟନ ଠାରେ ଚଳିତ ଜୁଲାଇ ମାସ ୬ ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ!-->…
Read More...
Read More...
ଗଜପତି ଜିଲ୍ଲାକୁ ଭାରତ ସରକାରଙ୍କ ଦ୍ୱାରା ଶ୍ରେଷ୍ଠ “ଭୂମି ସମ୍ମାନ’ ପ୍ରଦାନ
ପାରଳାଖେମୁଣ୍ଡି : ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଗଜପତି ଜିଲ୍ଲାକୁ ଶ୍ରେଷ୍ଠ ପାରଦର୍ଶିତା ପାଇଁ ଭୂମି ସମ୍ମାନ ପ୍ଲାଟିନାମ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଭୂମି!-->…
Read More...
Read More...
ଭୂମି ସମ୍ମାନ ପ୍ଲାଟିନମ ପୁରସ୍କାରରେ ସମ୍ମାନୀତ ହେଲା ନବରଙ୍ଗପୁର ଜିଲ୍ଲା
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ଜମିଜମା ରେକର୍ଡ ଓ ନକ୍ସାର କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ କରିଥିବା ଯୋଗୁଁ ଭାରତର ମହାମହିମ ରାଷ୍ଟ୍ରପତିଙ୍କ "ଭୂମି ସମ୍ମାନ ପ୍ଲାଟିନମ୍ ପୁରସ୍କାର’ ପାଇବା ପାଇଁ ସର୍ବଭାରତୀୟ ସ୍ତରରେ ଯୋଗ୍ୟ ବିବେଚିତ ହୋଇ ପୁରସ୍କୃତ ହୋଇଛି ।!-->…
Read More...
Read More...
ଦୁର୍ବୃତ୍ତଙ୍କ ଆକ୍ରମଣରେ ଖଜୁରୀପଡ଼ା ଯନ୍ତ୍ରୀ ଗୁରୁତର
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକର ଯନ୍ତ୍ରୀ ରବୀନାରାୟଣ ଲେଙ୍କା ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି । ଇଞ୍ଜିନିୟର ଲେଙ୍କା ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ସମୟରେ ସେହି ଅଞ୍ଚଳର ରଞ୍ଜିତ ସାସମଲଙ୍କ ନାମକ ଜଣେ ଯୁବକ ଅତର୍କିତ ଭାବେ ପଥର ମାଡ କରିବାରୁ!-->…
Read More...
Read More...
ନୀଳଗିରି ରୋଡ଼ରେ ମେମୁ ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିବା ଘଟଣା: ଷ୍ଟେସନମାଷ୍ଟର ଓ ପଏଣ୍ଟମ୍ୟାନ ନିଲମ୍ବିତ
ବାଲେଶ୍ୱର: ନୀଳଗିରି ରୋଡ଼ରେ ମେମୁ ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିବା ଘଟଣା | ଷ୍ଟେସନମାଷ୍ଟର ଓ ପଏଣ୍ଟମ୍ୟାନଙ୍କୁ ନିଲମ୍ବନ କଲା ଖଡ଼ଗପୁର ରେଳ ଡିଭିଜନ | କାର୍ଯ୍ୟରେ ଅବହେଳା ପାଇଁ ୨ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ଖଡ଼ଗପୁର ରେଳ ଡିଭିଜନର ସିନିୟର ଡିସିଏମ ଏନେଇ ସୂଚନା!-->…
Read More...
Read More...
ଗୃହରକ୍ଷୀ ମହାସଂଘର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ
ଫୁଲବାଣୀ,୧୮/୭:- କନ୍ଧମାଳ ଜିଲ୍ଲା ପଞ୍ଜିକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ମଞ୍ଜୁଳା ନାୟକଙ୍କ ସୁପ୍ରିମକୋର୍ଟ କେସ୍ ଜଜ୍ମେଣ୍ଟ ଅଡର ଉପରେ ରାଜ୍ୟ ସରକାର ଅବମାନନା କରିଥିବାରୁ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଏବଂ କନ୍ଧମାଳ ଜିଲ୍ଲା ପଞ୍ଜିକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ସମେତ!-->…
Read More...
Read More...
କେବେ ସଂପୂର୍ଣ୍ଣ ହେବ ନିର୍ମାଣଧୀନ ଏଏନଏମ କୋଠା, ବିପଦସଙ୍କୁଳ କେନ୍ଦ୍ରରେ ଚାଲିଛି ପ୍ରସୂତିଙ୍କ ଚିକିତ୍ସା
ହରଭଙ୍ଗା:- ସରକାର ସ୍ୱାସ୍ଥ୍ୟ ଉନ୍ନତି ସେବା କ୍ଷେତ୍ରରେ ବିଭିନ୍ନ ଯୋଜନାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଶେଷକରି ଜନନୀ ସୁରକ୍ଷା ପାଇଁ ମାତୃଗର୍ଭଠୁ ଆରମ୍ଭକରି ଜନ୍ମପର୍ଯ୍ୟନ୍ତ ବିଭିନ୍ନ ଯୋଜନା ତିଆରି କରିଛନ୍ତି । ଏପରିକି ପ୍ରତ୍ୟେକ ମାସରେ ପ୍ରସୂତି ମା ଙ୍କୁ ଚିକିତ୍ସା!-->…
Read More...
Read More...
ଜଗନ୍ନାଥପୁର ପଞ୍ଚାୟତ ଦୁଇ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ
ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବିଜ୍ଞାପନ ପ୍ରକାରେ ୱାର୍ଡ ସଭ୍ୟ/ସଭ୍ୟା ପାଇଁ ଆବେଦନ ଲୋଡା ଯାଇଥିଲା । ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନମ୍ବର ୦୧ ଓ ୦୯ ୱାର୍ଡ ପାଇଁ ଗତ ୧୦ /୦୭/୨୩ ରିଖରେ ବିଜ୍ଞପ୍ତି ଜାରି କରାଯାଇଥିଲା । ଚଳିତ!-->…
Read More...
Read More...
ଭାଗବତ ପାଣ୍ଡେଙ୍କ ଘରେ ଫୁଟିଲା ୪ଟି ବ୍ରହ୍ମ କମଳ ଫୁଲ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୁଆସାହି ଗାୟତ୍ରୀ ନଗର ବାସିନ୍ଦା ଭାଗବତ ପାଣ୍ଡେଙ୍କ ଘର ବାଡ଼ିରେ ଆଜି ୪ଟି ଦୁର୍ଲଭ ବ୍ରହ୍ମ କମଳ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି । ବାଡ଼ିରୁ ଫୁଲ ତୋଳି ବାଲିଗୁଡ଼ା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ବ୍ରହ୍ମ କମଳ ଫୁଲ!-->…
Read More...
Read More...
ବ୍ୟାପୁଛି ଆଖିଧରା ରୋଗ
ସୋନପୁର : ସୋନପୁର ବ୍ଲକ ବିଭିନ୍ନ ଗ୍ରାମରେ ବର୍ତ୍ତମାନ ସମୟରେ ଆଖିଧରା ରୋଗ ବ୍ୟାପୁଥିବା ଦେଖିବାକୁ ମିଳିଛି । ହଠାତ୍ ଆଖି ଲାଲ ହୋଇ ଯାଉଥିବା ବେଳେ କ୍ରମଶଃ ଏହା ଯନ୍ତ୍ରଣା ଆରମ୍ଭ ହେଉଛି । ଏହି ରୋଗ ସୋନପୁର ବ୍ଲକ ର ବିଭିନ୍ନ ଅଞ୍ଚଳରେ ବ୍ୟାପୁଥିବାରୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ!-->…
Read More...
Read More...