Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆରମ୍ଭ ହେଲା ମଳ ମାସ, ପୂଜା ପାଇବେ ମଳ ନାରାୟଣ
ପୁରୀ : ଆଜିଠାରୁ ଆରମ୍ଭ ହୋଇଛି ମଳମାସ । ଏହା ଏକମାସ ଧରି ଚାଲୁରହିବ । ପ୍ରତି ୩୨ ମାସ ପରେ ମଳମାସ ପଡିଥାଏ । ଶ୍ରୀମନ୍ଦିର ଭିତରେ ମଳ ମାସରେ ପୂଜା ପାଆନ୍ତି ମଳ ନାରାୟଣ । ଅନ୍ୟ ସମସ୍ତ ଦିନ ଏହି ମନ୍ଦିର ତାଲା ପଡୁଥିବା ବେଳେ କେବଳ ମଳ ମାସରେ ଏହି ମନ୍ଦିର ତାଲା ଖୋଲିଥାଏ ।ଆଜି ଠାରୁ!-->…
Read More...
Read More...
ଆରଟିଓଙ୍କ ଅଚାନକ ଚଢ଼ାଉ,ବସ୍କୁ ଜରିମାନା
ପୁରୀ : ଅତ୍ୟଧିକ ବସ୍ ଭଡ଼ା ନେବା ଅଭିଯୋଗରେ ଜରିମାନା । ପୁରୀ-କୋଣାର୍କ ରାସ୍ତାରେ ଓଡି ୦୫ପି୦୦୫୪ ନମ୍ୱର୍ ଷୋଳପୁଅ ମା ଗାଡ଼ିର ଜରିମାନା କାଟିଲେ ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ । ଦୀର୍ଘ ଦିନ ଧରି ଏ ସମ୍ପର୍କରେ ଅଭିଯୋଗ ହୋଇ ଆସୁଥିଲା । ମଙ୍ଗଳବାର ପରିବହନ ଅଧିକାରୀ ଶ୍ରୀ!-->…
Read More...
Read More...
କର୍ମଚାରୀଙ୍କ ବହିଷ୍କାର ନିଷ୍ପତ୍ତି ପ୍ରତ୍ୟାହାର ଦାବି, ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ଧାରଣା
ବୌଦ୍ଧ : ବୌଦ୍ଧ ଟିପିଏସଓଡିଏଲ ପକ୍ଷରୁ ବିନା ନୋଟିସରେ ଜୁନ ୩୦ତାରିଖ ଦିନ ୩ଜଣ କର୍ମଚାରୀଙ୍କୁ ବହିଷ୍କାର ଓ କାର୍ଯ୍ୟରତ ଶ୍ରମିକଙ୍କୁ ସୁରକ୍ଷା ଉପକରଣ ପ୍ରଦାନରେ ଅବହେଳା, ଓଭର ଟାଇମ କାର୍ଯ୍ୟକରୁଥିବା କର୍ମଚାରୀଙ୍କୁ ପ୍ରାପ୍ୟ ପ୍ରଦାନରେ ଟାଳ ଟୁଳୁ ନୀତି ଅବଲମ୍ବନ ପ୍ରତିବାଦରେ ଏଆଇଟିୟୁସି!-->…
Read More...
Read More...
ବୌଦ୍ଧ ଜିଲ୍ଲାକୁ ମିଳିଲା ସମ୍ମାନଜନକ ଭୂମି ସମ୍ମାନ, ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ କଲେ ଉପ ଜିଲାପାଳ
ବୌଦ୍ଧ : ବୌଦ୍ଧ ଜିଲ୍ଲାକୁ ମିଳିଲା ସମ୍ମାନଜନକ ଭୂମି ସମ୍ମାନ । ରାଷ୍ଟ୍ରପତିଙ୍କଠାରୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି ଏହି ସମ୍ମାନ ଗ୍ରହଣ କରିଛନ୍ତି ବୌଦ୍ଧ ଉପଜିଲାପାଳ । ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୨୦୨୩ ମସିହା ପାଇଁ ଏହି ସମ୍ମାନ!-->…
Read More...
Read More...
ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଦୁଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ବିଷୟରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୮୭୧୭!-->…
Read More...
Read More...
ତିଲେଶ୍ୱର-ରାମଗଡ ଆରଡି ରାସ୍ତା ଦବିଗଲା,ମରାମତି ଦାବି
ହରଭଙ୍ଗା : ତିଲେଶ୍ୱର -ରାମଗଡ ଆରଡି ରାସ୍ତାଟି ଦବିଯାଇଛି । ଏଣୁ ଏହାକୁ ଶୀଘ୍ର ମରାମତି କରିବାକୁ ଅଂଚଳବାସୀ ଦାବି କରିଛନ୍ତି । ଉକ୍ତ ରାସ୍ତାରେ ତିନୋଟି ଯାତ୍ରୀବାହୀ ବସ ନିତିଦିନିଆ ଯାତାୟତ କରିବା ସହ ଭାରୀଯାନ ଗାଡି ଚଳାଚଳ କରୁଛି । ଏହି ରାସ୍ତା ଉପରେ ତିଲେଶ୍ୱର, ରାମଗଡ ଓ ସାମ୍ପୋଚ!-->…
Read More...
Read More...
ଓଡ଼ିଶାକୁ ଭୂସ୍ଖଳନ ଆଶଙ୍କା, ୫ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ
ଭୁବନେଶ୍ୱର : ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା । ଏନେଇ ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ । ବିଶେଷକରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାର ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କାଦେଖାଦେଇଛି । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ!-->…
Read More...
Read More...
ବିଦ୍ୟୁତ୍ ବିଭ୍ରାଟ ବିରୁଦ୍ଧରେ ସିପିଏମର ବିକ୍ଷୋଭ
ଦଶପଲ୍ଲା: ଆଜି ପ୍ରବଳ ବର୍ଷା ସତ୍ବେ ସିପିଆଇ(ଏମ) ଦଶପଲ୍ଲା ଲୋକାଲ କମିଟିର କର୍ମୀ ମାନେ ଟାଟା କମ୍ପାନୀର ବିଦ୍ୟୁତ୍ ଅଫିସ ସମ୍ମୁଖରେ ବିଦ୍ୟୁତ୍ ଅବ୍ୟବସ୍ଥା ବିରୁଦ୍ଧରେ ନାରାବାଜି କରିବା ସହିତ ବିଭାଗୀୟ କର୍ମଚାରୀଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ଗୁଡ଼ିକ ଭିତରେ ଘନ!-->…
Read More...
Read More...
ସାଂସଦଙ୍କ ଦ୍ୱାରା ଜଗନ୍ନାଥପୁର ମା’ ଭଣ୍ଡାରଘରଣୀ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ
ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ସଦର ପଞ୍ଚାୟତ ଗ୍ରାମଠାରେ ମାଁ ଭଣ୍ଡାର ଘରଣୀଙ୍କ ନୂତନ ମନ୍ଦିର ନିର୍ମାଣ ଓ ଦହଣା ପଞ୍ଚାୟତରେ ଗ୍ରାମ୍ୟ ଉଦ୍ୟାନ ନିମନ୍ତେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ!-->…
Read More...
Read More...
ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ, ସରକାରୀ ଅଧ୍ୟାଦେଶକୁ ମାନୁନାହାନ୍ତି ୫-ଟି ଉଚ୍ଚ…
ନୂଆପଡ଼ା : ରାଜ୍ୟ ସରକାର ଜାରି କରିଥିବା ଅଧ୍ୟାଦେଶକୁ ଖୋଦ ସରକାରଙ୍କ ଅଧୀନସ୍ଥ କର୍ମଚାରୀ ବେଖାତିର କରୁଥିବା ଅଭିଯୋଗ ହୋଇଛି । ଏହି ପରି ଅଭିଯୋଗ ଆଣି ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ନୂଆପଡା ଜିଲ୍ଲା କୋମନା ବ୍ଲକ ରଜନା ଗ୍ରାମର ମାଁ ଠାକୁରାଣୀ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀର!-->…
Read More...
Read More...