Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ ହେଲେ ସାଂସଦ ସୁଲତା ଦେଓ
ଭୁବନେଶ୍ବର: ବିଜେଡି ସାଂସଦ ସୁଲତା ଦେଓଙ୍କୁ ମିଳିଲା ନୂଆ ଦାୟିତ୍ବ । ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ ହେଲେ ସୁଲତା ଦେଓ । ବିଜେଡିର ରାଜ୍ୟସଭା ସାଂସଦ ଅଛନ୍ତି ସୁଲତା ଦେଓ । ରାଜ୍ୟସଭା ଅଧ୍ୟକ୍ଷଙ୍କ ଦ୍ବାରା ସୁଲତା ନିଯୁକ୍ତ ହୋଇଛନ୍ତି ।
Read More...
Read More...
ଅଗ୍ନିଶମ ସେବା ବିଭାଗରେ ୨୬ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ୱର: ଓଡ଼ିଶା ଅଗ୍ନିଶମ ସେବା ବିଭାଗରେ ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥି ମଧ୍ୟରେ ତିନୋଟି ଷ୍ଟେଶନ ଅଫିସର ପଦବୀ ଥିବା ବେଳେ ୩ଟି ଲିଡିଂ ଫାୟାର ମ୍ୟାନ୍ ଓ ୨୦ଟି ଫାୟାର ମ୍ୟାନ୍ ପଦବୀ ରହିଛି। ଏହି ନୂତନ ପଦବୀ!-->…
Read More...
Read More...
ପୁଣି ବାଘ ଆତଙ୍କ, ଗୁହାଳରୁ ବାଛୁରୀକୁ ଟାଣିନେଲା
ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ଗତ କିଛି ଦିନର ନିରବତା ପରେ ପୁଣି ନୂଆପଡ଼ା ରେଞ୍ଜ ଆମାନାରା ବିଟ ଅଧିନ ତରିଆମହୁଆଭଟା ଗାଁରେ ପୁଣି ବାଘ ଆତଙ୍କ ଦେଖାଦେଇଛି । ଗାଁର ଗୋବିନ୍ଦ ନାଏକଙ୍କ ବାଛୁରୀକୁ ଗୁହାଳରୁ ଟାଣି ନେଇ ଖାଇଯାଇଛି । ଗତକାଲି ସନ୍ଧ୍ୟାରେ ତରିଆମହୁଆଭଟା ଗାଁର ଗୋବିନ୍ଦ ନିଜ!-->…
Read More...
Read More...
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ,ଏହି ସବୁ ଜିଲ୍ଲାରେ ଛେଚିବ
ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି | ଉତ୍ତର ପଶ୍ଚିମ ପାଶ୍ୱବର୍ତ୍ତୀ ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାବେଳେ ଏହା ଆଗାମୀ ଦୁଇ ଦିନ ମଧ୍ୟରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଯାତ୍ରା କରିବ | ଏହାର ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା!-->…
Read More...
Read More...
ପ୍ରସ୍ତାବିତ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ବଦଳରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ବିରୋଧ, ୧୨ ଘଣ୍ଟିଆ…
ପାଟଣାଗଡ଼ : ପାଟଣାଗଡ ବ୍ଲକ ଛକ ଠାରେ ପ୍ରସ୍ତାବିତ ଥିବା ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ବଦଳରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ବିରୋଧ କରି ଆଜି ପାଟଣାଗଡ଼ ହିନ୍ଦୁ ସମାଜ ପକ୍ଷରୁ ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ ଡାକରା ଦିଆଯାଇଛି । ସ୍ଥାନୀୟ ବିଧାୟକ ଏହି ପ୍ରତିମୂର୍ତ୍ତି ସ୍ଥାପନ!-->…
Read More...
Read More...
କେବେ ନିର୍ମାଣ ହେବ ତିଲିଚାପଦର ମେହେର ସାହିକୁ ସ୍ଥାୟୀ ରାସ୍ତା
ହରଭଙ୍ଗା : ଗାଁର ବିକାଶ ହେଲେ ଦେଶର ବିକାଶ ବୋଲି କେନ୍ଦ୍ର ଓ ରାଜ୍ୟ ସରକାର ନାରା ଦେଉଛନ୍ତି । ଏନେଇ ବିଭିନ୍ନ ଯୋଜନାରେ ସରକାରୀ ଅର୍ଥ ଯୋଗାଇ ଦିଆଯାଉଛି । କିନ୍ତୁ ତୃଣମୂଳ ସ୍ତରରେ ଲୋକ ପ୍ରତିନିଧି ହେଉ ବା ବିଭାଗୀୟ ସରକାରୀ କର୍ମଚାରୀଙ୍କ ଅବହେଳା ଯୋଗୁ ଆଜି ପର୍ଯ୍ୟନ୍ତ ବହୁ ଗ୍ରାମକୁ ଭଲ!-->…
Read More...
Read More...
ଭାସିଗଲା କେରାଣ୍ଡି-ଡାଲିମ୍ବପୁର ଅସ୍ଥାୟୀ ପୋଲ, ବାହ୍ୟ ଜଗତରୁ ତିନୋଟି ଗ୍ରାମ ବିଚ୍ଛିନ୍ନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ କେରାଣ୍ଡି ପଞ୍ଚାୟତର କେରାଣ୍ଡି-ଡାଲିମ୍ବପୁର ରାସ୍ତାରେ ଥିବା ଅସ୍ଥାୟୀ ରାସ୍ତା ପୋଲଟି ଲଗାଣ ବର୍ଷା ଯୋଗୁଁ ଭାସି ଯାଇଛି । ଯାହା ଫଳରେ ତିନୋଟି ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବାର ଦେଖିବାକୁ ମିଳିଛି । ଏହି ରାସ୍ତା ଦେଇ ସହରକୁ!-->…
Read More...
Read More...
ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ, ବନ୍ଦ ରହିଲା ମହାପ୍ରଭୁଙ୍କ ବନକଲାଗି ନୀତି
ପୁରୀ : ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ଭିତରେ ବିବାଦ ଯୋଗୁଁ ମହାପ୍ରଭୁଙ୍କ ବନକଲାଗି ନୀତି ନେଇ ଦେଖାଯାଇଛି ଅନିଶ୍ଚିତତା । ଗତକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ବୁଧବାର ଅର୍ଥାତ ଆଜି ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ!-->…
Read More...
Read More...
ସାମ୍ୱାଦିକଙ୍କ ସ୍ୱାସ୍ଥବୀମା ରାଶି ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଲା ବ୍ରହ୍ମପୁର ପ୍ରେସ କ୍ଲବ
ବ୍ରହ୍ମପୁର: ରାଜ୍ୟରେ କାର୍ଯ୍ୟରତ ସାମ୍ୱାଦିକଙ୍କ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ରହିଥିବା ଗୋପବନ୍ଧୁ ସ୍ୱାସ୍ଥ ବୀମା ଯୋଜନାର ରାଶି କୁ ଦୁଇ ଲକ୍ଷ ରୁ ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏହାକୁ ନେଇ ବ୍ରହ୍ମପୁର ପ୍ରେସ କ୍ଲବ ପକ୍ଷରୁ!-->…
Read More...
Read More...
ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ସହାୟତା ବଣ୍ଟନ ଶିବିର
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ କଲ୍ୟାଣ ମଣ୍ଡପ -୨ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଯୋଗ ଦେଇ ସରକାରଙ୍କ ନିର୍ମାଣ!-->…
Read More...
Read More...