Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆନ୍ତର୍ଜାତୀୟ ନିଶା ଦ୍ରବ୍ୟର ବ୍ୟବହାର ଓ ବେଆଇନ ଚୋରା କାରବାର ନିଷିଦ୍ଧ ଦିବସ ପାଳିତ
ସୁବର୍ଣ୍ଣପୁର:ଆଜି ଜିଲ୍ଲା ପ୍ରଶାସନ (ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଅବକାରୀ ବିଭାଗ) ସୁବର୍ଣ୍ଣପୁର ତରଫରୁ ଆନ୍ତର୍ଜାତିକ ନିଶା ଦ୍ରବ୍ୟର ବ୍ୟବହାର ଓ ବେଆଇନ ଚୋରା କାରବାର ନିଷିଦ୍ଧ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ସକାଳେ ଏନ.ସି.ସି. କେଡଟ ଓ ବିଭିନ୍ନ!-->…
Read More...
Read More...
ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ,ତିନି ଗୋଟି ଗ୍ରାମର ଲୋକ ପାଇବେ ସୁବିଧା
ହରଭଙ୍ଗା :ଶ୍ରୀ ସତ୍ୟସାଇ ସେବା ସଂଗଠନ ବୌଦ୍ଧ ତରଫରୁ ଲୋକ ମାନଙ୍କୁ ଫ୍ଲୋରାଇଡ୍ ମୁକ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟ ନେଇ ଜିଲ୍ଲାରେ ଥିବା ବିଭିନ୍ନ ଫ୍ଲୋରାଇଡ ଆଧିକ୍ୟ ଅଞ୍ଚଳ ମଧ୍ୟରୁ ସଂପୋଚ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରଝୁଲି ଗ୍ରାମରେ ଶ୍ରୀ ସତ୍ୟସାଇ ନିର୍ମଳଝର ନାମରେ ଏକ!-->…
Read More...
Read More...
ନୂତନ ବିଇଓଙ୍କୁ ସିନାପାଲି ଶିକ୍ଷକ ସଂଘର ସ୍ୱାଗତ
ସିନାପାଲି:ନୂଆପଡା ଜିଲ୍ଲା ସିନାପାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଆଜି ବିଇଓ ଭାବରେ ଯତୀନ୍ଦ୍ର କୁମାର ସେଠ୍ ଯୋଗ ଦେଇଥିବା ବେଳେ ତାଙ୍କୁ ସ୍ଥାନୀୟ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସ୍ୱାଗତ କରାଯାଇଛି । ଦୀର୍ଘ ଦିନ ଧରି ଖାଲି ପଡିଥିବା ବିଇଓ ପଦବୀ ଆଜି ପୂରଣ ହୋଇଥିବାରୁ ଶିକ୍ଷକ ସଂଘ!-->…
Read More...
Read More...
ବଡ ଶଣ୍ଢି ସମାଜ ଫୁଲବାଣୀର ଦ୍ୱିବାର୍ଷିକ ମହୋତ୍ସବ
ଫୁଲବାଣୀ: ଦୁଇ ଦିନ ଧରି ଘୋଡାଗାଡୁ ଠାରେ ବଡ ଶୁଣ୍ଢି ସମାଜ ଫୁଲବାଣୀର ଦ୍ୱିବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ରବିବାର ଦିନ ସକାଳୁ ମହିଳା ମାନଙ୍କ ଦ୍ୱାରା କଳସ ଯାତ୍ରା ସରିବା ପରେ ହୋମ ଯଜ୍ଞର ଆୟୋଜନ କରାଯାଇଥିଲା । ଏଥି ସହିତ ଉକ୍ତ ମହୋତ୍ସବରେ ସମାଜର ପତାକା ଉତ୍ତୋଳନ କରାଯାଇ!-->…
Read More...
Read More...
ଦୁଇ ନବଜାତ ଶିଶୁ ଉଦ୍ଧାର
ବାଲିଗୁଡ଼ା: ପୁଣି ଅଲୋଡା ହେଲେ କନ୍ୟା ରତ୍ନ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ଏକଲବ୍ୟ ବିଦ୍ୟାଳୟ ନିକଟରୁ ଦୁଇ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛନ୍ତି । ଚାଇଲ୍ଡ ଲାଇନ୍ ପକ୍ଷରୁ ସୂଚନା ପାଇ କ.ନୁଆଗାଁ ସିଡିପିଓ ଦ୍ରୌପଦୀ କହଁର ଦୁଇ ନବଜାତ ଶିଶୁଙ୍କୁ ଉଦ୍ଧାର!-->…
Read More...
Read More...
ଜିଲ୍ଲାପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ରବିବାର ସନ୍ଧ୍ୟା ସମୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ବର୍ତ୍ତମାନ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀଯୁକ୍ତ ପଣ୍ଡା!-->…
Read More...
Read More...
ନବରଙ୍ଗପୁର ଜିଲ୍ଲା ଆଥଲେଟିକ ଦଳକୁ ଭବ୍ୟ ସଫଳତା
ନବରଙ୍ଗପୁର : ଭୁବନେଶ୍ୱର କିଟଠାରେ ଅନୁଷ୍ଠିତ ହୋଇଥିବା ୬୯ତମ ରାଜ୍ୟ ଆଥଲେଟିକ ମିଟରେ ନବରଙ୍ଗପୁର ଜିଲ୍ଲା ଦଳ ଦୁଇଟି ସ୍ୱର୍ଣ୍ଣ, ସାତଟି ରୌପ୍ୟ ଓ ପାଞ୍ଚଟି ବ୍ରୋଞ୍ଜ ସହ ସର୍ବମୋଟ ଚଉଦ ଗୋଟି ମେଡାଲ ହାସଲ କରି ଜିଲ୍ଲାକୁ ଗୌରବନ୍ୱିତ କରିଛନ୍ତି । ଏଥି ମଧ୍ୟରୁ ସୁରେନ୍ଦ୍ର ସାନ୍ତା ୪୦୦ମିଟର!-->…
Read More...
Read More...
ଦିଗପହଣ୍ଡି ଦୁର୍ଘଟଣା: ମୃତାହତଙ୍କ ଲାଗି ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ମୃତାହତଙ୍କ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହାୟତା ଘୋଷଣା କରିଛନ୍ତି। ସେ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ଘୋଷଣା କରିଛନ୍ତି। ଏହାଛଡ଼ା ଆହତଙ୍କ ପାଇଁ!-->…
Read More...
Read More...
ନାକଚଣା ଦୁଆରେ ତିନି ରଥ
ପୁରୀ : ସରିଲା ରଥର ଦକ୍ଷିଣମୋଡ । ଆଉ ଏବେ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ଶରଧାବାଲିରେ ଦେବିଦଳନ, ନନ୍ଦିଘୋଷ ଓ ତାଳଧ୍ୱଜ ରଥ ଦଣ୍ଡାୟମାନ । ତେବେ ଗତକାଲି ଦୁଇ ରଥର ଦକ୍ଷିଣ ମୋଡ଼ ସରିଥିବା ବେଳେ ଆଜି ହୋଇଥିଲା ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ । ସେପଟେ ଗତକାଲି ବର୍ଷା ଯୋଗୁଁ ଅଧାରୁ!-->…
Read More...
Read More...
ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ ଜିଲ୍ଲା ସ୍ତରୀୟ ବୈଠକ ଗଜପତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର କୁମାର ଦାସ, ରାଜେନ୍ଦ୍ର ମିଞ୍ଜ,!-->…
Read More...
Read More...