Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୧୧ ବାଘ ଶିକାରୀ ଗିରଫ ; ବାଘ ଛାଲ,ନଖ ଓ ମାଂସ ଜବତ
ବାଲିଗୁଡ଼ା: ଜଙ୍ଗଲରେ କଲରାପତରିଆ ବାଘ ଶୀକାର କରି ଛାଲ,ନଖ ବାହାରକରି ମାଂସ ଭାଗ ବାଣ୍ଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ବନାଞ୍ଚଳର ବାରବା ସେକ୍ସନର ବାଦଗଡ଼ ଜଙ୍ଗଲରେ । ବାଘ ଛାଲ,ନଖ ଓ କିଛି ମାଂସ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୧୧!-->…
Read More...
Read More...
ଛାତ୍ରଛାତ୍ରୀଙ୍କ ସାହାଯ୍ୟ ନିମନ୍ତେ ବିଜୁ ଛାତ୍ର ଜନତା ଦଳର “ହେଲ୍ପ ଡେସ୍କ”
ଭୁବନେଶ୍ୱର : ଆରମ୍ଭ ହୋଇଛି ଏକକ ପିଜି ପ୍ରବେଶିକା ପରୀକ୍ଷା | ପରୀକ୍ଷା ଦେବାକୁ ସାରା ରାଜ୍ୟରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଛୁଟି ଆସୁଛନ୍ତି ସାରା ରାଜ୍ୟର ଛାତ୍ରଛାତ୍ରୀ | ୪୦୦ ଏକର ବିଶିଷ୍ଟ ବିଶ୍ୱବିଦ୍ୟାଳୟ ପରିସରରେ ୫୦ରୁ ଉର୍ଦ୍ଧ ବିଭାଗ ଥିବା ବେଳେ ନିଜ ସେଣ୍ଟର ଖୋଜି ପରୀକ୍ଷା ଦେବାକୁ!-->…
Read More...
Read More...
ପୋଲିସ ଡିଆଇଜିଙ୍କ ଦିନିକିଆ ନୂଆପଡ଼ା ଗସ୍ତ, ପୋଲିସ ଉଦ୍ୟାନ ଉଦଘାଟିତ
ନୂଆପଡ଼ା : ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଦକ୍ଷିଣପଶ୍ଚିମାଞ୍ଚଳ ପୋଲିସ ଡିଆଇଜି ଚରଣ ସିଂ ମୀନା ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି । ସେଥିମଧ୍ୟରୁ ନୂଆପଡ଼ା ପୋଲିସ ଥାନା ପରିସର ମଧ୍ୟରେ ଆରମ୍ଭ ହୋଇଥିବା ପୋଲିସ ଉଦ୍ୟାନକୁ ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ!-->…
Read More...
Read More...
ଟେଷ୍ଟ ର୍ୟାଙ୍କିଙ୍ଗ୍ରେ ଅଲଟପାଲଟ, କେନ୍ ନମ୍ବରୱାନ ବ୍ୟାଟ୍ସମ୍ୟାନ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ବୁଧବାର ଟପ-୧୦ ଟେଷ୍ଟ ବ୍ୟାଟିଂ ର଼୍ୟାଙ୍କିଂ ପ୍ରକାଶ ପାଇଛି। ଏହି ତାଲିକାରେ କେନ ୱିଲିୟମସନ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି। ଆଇପିଏଲର ୧୦ତମ ସିଜନରେ ଆହତ ହେବା ପରଠାରୁ ନ୍ୟୁଜିଲାଣ୍ଡ ଦଳର ପୂର୍ବତନ ଅଧିନାୟକ ୱିଲିୟମସନ!-->…
Read More...
Read More...
କୁଖ୍ୟାତ ଚୋର ପୋଲିସ ପଞ୍ଝାରେ, ଚୋରି ସାମଗ୍ରୀ ଜବତ
ରାଉରକେଲା : ସେକ୍ଟର-୧୫ ଥାନା ଅଞ୍ଚଳରେ ହେଉଥିବା କ୍ରମାଗତ ଚୋରିର ପର୍ଦ୍ଦାଫାସ କରିଛି ପୋଲିସ । ସେକ୍ଟର-୧୫ ଅଞ୍ଚଳରେ ହେଉଥିବା ଚୋରି ହେଉଥିଲା । ଗୋଟିଏ ପରେ ଗୋଟିଏ ମାମଲା ରୁଜୁ ହେଲା ପରେ ମଧ୍ୟ ପୋଲିସ ହାତ ଖାଲି ଥିଲା । ବାରମ୍ବାର ଚୋରିକୁ ନେଇ ସାଧାରଣରେ ଅସନ୍ତୋଷ ମଧ୍ୟ ବୃଦ୍ଧି!-->…
Read More...
Read More...
ପାଣି ପାଇଁ ହଟହଟା, ରାସ୍ତା ଉପରେ ବସିଲେ ଗ୍ରାମବାସୀ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ନୂଆପଦର ପଞ୍ଚାୟତର ଝରିସାହି ଓ ହରିଜନ ସାହିରେ ୧୫୦ରୁ ଉର୍ଦ୍ଧ୍ୱ ପରିବାର ବସବାସ କରୁଥିବା ବେଳେ ପିଇବା ପାଣିପାଇଁ କୌଣସି ସୁବିଧା ନାହିଁ । ଦୀର୍ଘଦିନ ହେଲା ଗାଁକୁ ପାଇପ ବିଛା ଯାଇଛି, ଅଥଚ ପାଣିର ଦେଖା ନାହିଁ । ଏପଟେ ବର୍ଷା ଅଭାବରୁ କୂଅ!-->…
Read More...
Read More...
ମର୍ମନ୍ତୁଦ ସଡକ ଦୁର୍ଘଟଣା,୩ ଆହତ
ଦଶପଲ୍ଲା : ଆଜି ଦିବା ୨ ଘଟିକା ସମୟରେ ଦଶପଲ୍ଲା ଗଣିଆ ରାସ୍ତାର ଯୋଗୀବଂଧ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୩ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ଅପରାହ୍ନ ୨ଟା ୧୫ ମିନିଟ ସମୟରେ ଦଶପଲ୍ଲା -ଗଣିଆ ରାସ୍ତାର ଯୋଗୀବଂଧ ନିକଟରେ ଏକ ହାଇୱା ଓ ଏକ ବଲେରୋ ମଧ୍ୟରେ!-->…
Read More...
Read More...
ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜସ୍ବ ନିରୀକ୍ଷକ
ମାଲକାନଗିରି: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜସ୍ବ ନିରୀକ୍ଷକ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲାରେ। ସଦର ବ୍ଲକ ଅନ୍ତର୍ଗତ ସିଂଧରିମାଳ ସର୍କଲର ରାଜସ୍ବ ନିରକ୍ଷକ ସୀମାଞ୍ଚଳ ସାହୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ,!-->!-->!-->…
Read More...
Read More...
ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ୱାରା ଛତୁଚାଷ ତାଲିମ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ୱାରା ଛତୁଚାଷ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏହି ଛତୁଚାଷ ତାଲିମ କାର୍ଯ୍ୟକ୍ରମ ୧୦ ଦିନ ଯାଏ ଚାଲିବ । ଜିଲ୍ଲାର ନୂଆଗଡ ବ୍ଲକର ବିଭିନ୍ନ ଗ୍ରାମରୁ ମୋଟ ୩୫!-->…
Read More...
Read More...
ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ଶ୍ରେଷ୍ଠ ଲେଖକ ପୁରସ୍କାର
ଫୁଲବାଣୀ : କନ୍ଧମାଳର ଜଣାଶୁଣା ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ର ଚଳିତ ବର୍ଷ ପାଇଁ ନିଖିଳ ଓଡିଶା ପ୍ରଗତିଶୀଳ ଲେଖକ ମହା ସଙ୍ଘ ତରଫରୁ ଶ୍ରେଷ୍ଠ ଲେଖକ ବିବେଚିତ ହୋଇଛନ୍ତି । ଭୁବନେଶ୍ୱରର ଜୟଦେବ ଭବନ ପରିସରରେ ସଂଘର ତେଇଶି ତମ ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ!-->…
Read More...
Read More...