Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୭୦୦ ଲିଟର ମହୁଲ ପୋଚ ଓ ୨୨ଲିଟର ଦେଶୀ ମଦ ଜବତ
ହରଭଙ୍ଗା :ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଝାଡ଼ରାଜିଙ୍ଗ ଗ୍ରାମର ଜଙ୍ଗଲ ମଧ୍ୟରୁ ବୁଧବାର ଦିନ ହରଭଙ୍ଗା ଅବକାରୀ ଚଢ଼ାଉ କରି ମହୁଲ ପୋଚ ଓ ଦେଶୀ ମଦ ଜବତ କରିଥିବା ବିଭାଗ ପକ୍ଷରୁ ଜଣାପଡିଛି । ମିଳିଥିବା ସୂଚନା ମତେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ହରଭଙ୍ଗା ଅବକାରୀ ଇନ୍ସପେକ୍ଟର ଅଞ୍ଜନ!-->…
Read More...
Read More...
ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଚାଲିଛି ବାଘ ଗଣନା
ଦଶପଲ୍ଲା: ପ୍ରତିବର୍ଷ ଭଳି ଚଳିତବର୍ଷ ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ସମସ୍ତ ବନାଞ୍ଚଳ ଅଧୀନସ୍ଥ ଅଭୟାରଣ୍ୟର ଆରମ୍ଭ ହୋଇଛି ବାଘ ଗଣନା କାର୍ଯ୍ୟ । ବନଖଣ୍ଡର ୪ ଗୋଟି ରେଞ୍ଜର ୩୬ଟି ବିଟ୍ ହାଉସ୍ରେ ଏହି ଗଣନା କାର୍ଯ୍ୟ ଚାଲୁ ରହିଛି । ଯଉଁଥିରେ ବାଣିଗୋଛା (ପୂର୍ବ) ବନାଞ୍ଚଳର ୩ଟି!-->…
Read More...
Read More...
ସନ୍ଦେହ ଘେରରେ ଖମ୍ବାରିଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରତିନିଧିଙ୍କ ମୃତ୍ୟୁ
ଗଞ୍ଜାମ :କେ. ନୂଆ ଥାନା ଅନ୍ତର୍ଗତ ଦିଗପହଣ୍ଡି ବ୍ଲକ ଅଧିନ ଖମ୍ବାରିଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରତିନିଧି ଲଳିତ ମୋହନ ମହାପାତ୍ରଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି । ତେବେ ଏହା ଦୁର୍ଘଟଣା ନା ତାଙ୍କୁ ଷଡଯନ୍ତ୍ର କରି ଗାଡ଼ି ଧକ୍କା ମାରି ହତ୍ୟା କରାଯାଇଛି ତାହାକୁ!-->…
Read More...
Read More...
ପାରଳାଖେମୁଣ୍ଡିରେ ରଥଯାତ୍ରା ମହାସମହରରେ ପାଳିତ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଚତୁର୍ଦ୍ଧା ମୂର୍ତ୍ତି ତଥା ଶ୍ରୀଜୀଉଙ୍କ ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି । ଏହି ଅବସରରେ ମଙ୍ଗଳବାର ପୂର୍ବାହ୍ନରେ ତିନି ଠାକୁରଙ୍କ ତିନି ରଥ ଯଥା ତାଳଧ୍ୱଜ, ଦର୍ପଦଳନ, ଓ!-->…
Read More...
Read More...
ଦୁଇ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ
ଭୁବନେଶ୍ବର: ଆଗାମୀ ଦୁଇ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ। ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ସେ କହିଛନ୍ତି, ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ ଦିଗରୁ ବାୟୁ ପ୍ରବାହିତ ହେଉଛି। ଆଗାମୀ ଦୁଇ ଦିନ ଭିତରେ ରାଜ୍ୟର ତାପମାତ୍ରା ଆହୁରି କମିବ।!-->…
Read More...
Read More...
ବିଶ୍ୱ ଯୋଗ ଦିବସ ପାଳିତ
ପାରଳାଖେମୁଣ୍ଡି : ବୁଧବାର ଦିନ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ତଥା ଆଚାର୍ଯ୍ୟ, ଆଚାର୍ଯ୍ୟା ଓ ଅଭିଭାବକ ତତ୍ ସହିତ ଗଜପତି ଜିଲ୍ଲା ପତଞ୍ଜଳି ଯୋଗ ସମିତି,!-->…
Read More...
Read More...
ଫୁଲବାଣୀରେ ମହାସମାରୋହରେ ରଥଯାତ୍ରା ପାଳିତ
ଫୁଲବାଣୀ:ହିନ୍ଦୁ ଧର୍ମରେ ଜଗନ୍ନାଥ ରଥ ଯାତ୍ରାର ମହତ୍ୱ ରହିଛି । ଏହି ଉତ୍ସବ ବଡ଼ ଭାଇ ବଳଭଦ୍ର ଏବଂ ସାନ ଭଉଣୀ ସୁଭଦ୍ରାଙ୍କ ସହିତ ଭଗବାନ କୃଷ୍ଣଙ୍କୁ ପୂଜା କରିବା ପାଇଁ ଉତ୍ସର୍ଗୀକୃତ । ଉତ୍ସବ ସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିଲା । ସେହି ପରମ୍ପରାକୁ ବଜାୟ ରଖି ଫୁଲବାଣୀ ସ୍ଥିତ!-->…
Read More...
Read More...
କଳହଂସ ଗୋପାଳକୃଷ୍ଣଙ୍କ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି : ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଭକ୍ତି ସଙ୍ଗୀତ ସଂସଦର ମିଳିତ ସହଯୋଗରେ କବି କଳହଂସ ଗୋପାଳକୃଷ୍ଣଙ୍କ ଜୟନ୍ତୀ ପାରଳା ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଦେବୀ ମଠର ମହନ୍ତ ଶ୍ରୀ ରାମାନନ୍ଦ ଦାସଜୀ ଉଦଘାଟନ କରିଥିଲେ । ଭକ୍ତି ସଙ୍ଗୀତ ସଂସଦର!-->…
Read More...
Read More...
ପାତାଳି ଶ୍ରୀକ୍ଷେତ୍ରରେ ରଥଯାତ୍ରା
ସୁବର୍ଣ୍ଣପୁର : ନୀତି ନିର୍ଘଣ୍ଟ ଅନୁଯାୟୀ ଗତକାଲି ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଜିଲ୍ଲାର କୋଟସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଧାଡି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଛଳିଆ ପାହାଡରୁ ଆଣି ରଥାରୂଢ କରିବାପରେ ଛେରା ପହରା କରିଥିଲେ!-->…
Read More...
Read More...
ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ଘୋଷଯାତ୍ରା ପାଳିତ
ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଚାରିଛକ ଠିଡ଼ିକା ଜୋର ଠାରେ ରୀତି ନୀତି ଅନୁଯାୟୀ ମଙ୍ଗଳ ଆଳତି, ସାହାଣମେଳା ଦର୍ଶନ, ପହଣ୍ଡି ବିଜେ ହରଭଙ୍ଗା ଅତିରିକ୍ତ ତହସିଲଦାର ବିଶ୍ୱଜିତ ପ୍ରଧାନ ଠାକୁରଙ୍କୁ ଛେରାପହରା!-->…
Read More...
Read More...