Browsing Category

ରାଜ୍ୟ

ସ୍କୁଲ ପରିସରରେ ଭାଲୁ, ଭୟରେ ସ୍କୁଲ ଛାତ୍ରଛାତ୍ରୀ

ନନ୍ଦାହାଣ୍ଡି : ସ୍କୁଲ ପରିସରରେ ଭାଲୁ । ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ହାଇସ୍କୁଲ ପରିସରରେ ଚାରି ଗୋଟି ଭାଲୁ । ମା ସହିତ ଦୁଇଟି ଛୁଆ ରହିଛନ୍ତି । ସ୍କୁଲର ଦୁଇ ପାଇଖାନା ମଝିରେ ଏହି ଭାଲୁ ଗୁଡିକ ରହିଥିଲେ । ଭାଲୁ ଗୁଡିକ ଦେଖି ଭୟଭୀତ ଥିଲେ ସ୍କୁଲ…
Read More...

ପୁରୀ ଚକ୍ରତୀର୍ଥ ରୋଡରେ ଦବିଲା ରାସ୍ତା

ପୁରୀ: ପୁରୀ ଚକ୍ରତୀର୍ଥ ରୋଡରେ ଦବିଲା ରାସ୍ତା । ନିମ୍ନମାନର କାମ ହୋଇଥିବାରୁ ପ୍ରାୟ ୫ ଫୁଟ ରାସ୍ତା ଦବି ଯାଇ ବିରାଟ ଖାଲ ସୃଷ୍ଟି ହୋଇଛି । ଯାହାଫଳରେ ଗମନାଗମନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଚକ୍ରତୀର୍ଥ ରୋଡ୍‌ ଏକ ସମ୍ବେଦନଶୀଳ ଜନଗହଳିପୂର୍ଣ୍ଣ ରାସ୍ତା ହୋଇଥିବା ବେଳେ ଅନେକ…
Read More...

ନିର୍ମାଣଧୀନ ପୋଲ ; ବର୍ଷେ ନ ପୂରୁଣୁ ଉଠିଲାନି କଂକ୍ରିଟ୍‌

ହରଭଙ୍ଗା :ସର୍ବ ପୁରାତନ ଜଗନ୍ନାଥ ସଡକ ନୂତନ ଓ ପ୍ରଶସ୍ତି କରଣ ପାଇଁ ଆଜକୁ ପ୍ରାୟ ୧୦ବର୍ଷରୁ କାର୍ଯ୍ୟ ଚାଲୁ ରହିଛି । କିନ୍ତୁ ଏହା କେତେ ଅଟକଳ ବ୍ୟୟରେ କାର୍ଯ୍ୟ ହେଉଛି ସୂଚନା ଫଳକ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଉଛି । ପୁଣି ଉକ୍ତ ରାସ୍ତାଟି ବୌଦ୍ଧ ଜିଲ୍ଲା ମହାନଦୀ କୂଳେ କୂଳେ…
Read More...

ଜୁଆ ଆଡ୍ଡାରେ ନିମଖଣ୍ଡି ପୋଲିସର ଅତର୍କିତ ଚଢ଼ଉ ;୧୦ ମହିଳା ଗିରଫ, ଲକ୍ଷାଧିକ ଟଙ୍କା ଜବତ

ବ୍ରହ୍ମପୁର: ନିମଖଣ୍ଡି ଥାନା ପୋଲିସ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିବା ସୂଚନା ମିଳିଛି । ସୂଚନା ପ୍ରକାରେ, ରବିବାର ରାତିରେ ଭାବିନିପୁର ସ୍ଥିତ ବଜରଙ୍ଗୀ ନଗର ଅଞ୍ଚଳରେ ଏକ ଘର ଭିତରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଚାଲିଥିବା ବିଶେଷ ସୂତ୍ରରୁ ଖବର ମିଳିଥିଲା । ସଦର ଏସ୍‌ଡିପିଓ…
Read More...

ଗଜପତି ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ବାର୍ଷିକ ସମ୍ମିଳନୀ

ପାରଳାଖେମୁଣ୍ଡି: ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ,ଗଜପତି ଜିଲ୍ଲାର ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଏସ୍ କେ ଲଡ୍ଜ ସମ୍ମିଳନୀ କକ୍ଷରେ ସଭାପତି ଶ୍ରୀ ରାଜେନ୍ଦ୍ର କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ବାହାଦୂର, ଉପ ସଭାପତି…
Read More...

ରାଜ୍ୟ ସୁଟିଂ ଚାମ୍ପିଅନସିପ୍‌ରେ ରାଜ ନାରାୟଣଙ୍କୁ ସ୍ୱର୍ଣ୍ଣ

ପୁରୀ : ରାଜ ନାରାୟଣଙ୍କୁ ସ୍ୱର୍ଣ୍ଣ ସଫଳତା । ଦ୍ୱାଦଶ ରାଜ୍ୟ ସୁଟିଂ ଚାମ୍ପିଅନସିପ୍‌ରେ ରାଜ ନାରାୟଣ ଖୁଣ୍ଟିଆ ଏହି ସଫଳତା ହାତେଇଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ଚାମ୍ପିଅନସିପର ୨୫ମିଟର, ୨୨ଷ୍ଟାଣ୍ଡାର୍ଡ ପିସ୍ତଲ ସିନିୟର୍‌ ପୁରୁଷ ବିଭାଗରେ ରାଜ ନାରାୟଣ ଏହି ସ୍ୱର୍ଣ୍ଣ ପଦକ…
Read More...

ଖଲିକୋଟ ରାଣୀମାଙ୍କ ଜନ୍ମଦିବସ ଉପଲକ୍ଷେ ରକ୍ତଦାନ ଶିବିର

ଗଞ୍ଜାମ:ଗଞ୍ଜାମ ଜିଲ୍ଲା କୋଦଳା ସ୍ୱର୍ଣ୍ଣମଇ ହାଇସ୍କୁଲ ଠାରେ ଆଜି କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ତଥା ଖଲିକୋଟ ରାଣୀସହେବା ଭି ସୁଜ୍ଞାନ କୁମାରୀ ଦେଓଙ୍କ ଜନ୍ମଦିନ ଉପଲକ୍ଷେ ଆଜି କୋଦଳା ସ୍ୱର୍ଣ୍ଣମୟୀ ହାଇସ୍କୁଲ ଠାରେ ଓଡିଶା ମୋ ପରିବାର ଓ ଜୀବନବିନ୍ଦୁ ପକ୍ଷରୁ ରକ୍ତଦାନ ଶିବିର…
Read More...

ମାଆ ଓ ପୁଅକୁ ହତ୍ୟା କଲା ବାପା

ଭଦ୍ରକ : ମାଆ ଓ ପୁଅକୁ ହତ୍ୟା କଲା ବାପା । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ କୁଶଗଡିଆ ଗାଁରେ ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଖବର ଅନୁଯାୟୀ, କୁଶଗଡ଼ିଆରେ ଏକ ଭଡ଼ା ଘରେ ମାଆ ଓ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି । ପାରିବାରିକ କଳହରୁ ମାଆ…
Read More...

ରାଜ୍ୟରେ ୨୫ରୁ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ

ଭୁବନେଶ୍ବର : ଆଜି(ସୋମବାର) ପଶ୍ଚିମ କେନ୍ଦ୍ରୀୟ ତଥା ତତ୍‌ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଅର୍ଥାତ୍‌ ୨୫ ତାରିଖ ଆଡ଼କୁ ସେହି ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର…
Read More...

ଫୁଲବାଣୀ ହାଟପଦାଠାରେ ଭାରତୀୟ ମଜଦୁର ସଂଘର ୬୯ତମ ପ୍ରତିଷ୍ଠା ଦିବସ

ଫୁଲବାଣୀ :ଭାରତୀୟ ମଜଦୁର ସଂଘ (ବିଏମ ଏସ)୬୯ତମ ପ୍ରତିଷ୍ଠା ଦିବସ ହାଟପଦା ମାଆ ନାରାୟଣୀଙ୍କ ସଭଗୃହରେ ଜିଲ୍ଲା ସଭାପତି ଅଶୋକ ପରିଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ୧୯୫୫ ମସିହାରେ ଦନ୍ତପନ୍ତ ଠେଙ୍ଗଡଙ୍କ ପୌରୋହିତ୍ୟରେ ଭୋପାଳ ଠାରେ ବିଏମଏସର ପ୍ରତିଷ୍ଠା ହୋଇଥିଲା । ଲୋକମାନ୍ୟ…
Read More...