Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶେଷ ସମନ୍ୱୟ କମିଟି ବୈଠକ,ଶୃଙ୍ଖଳିତ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ପୁରୀ: ମହାପ୍ରଭୂ ଓଡ଼ିଆ ଜାତିର ଶ୍ରେଷ୍ଠ ପରିଚୟ । ମହାପ୍ରଭୁଙ୍କ ରଥଯାତ୍ରାକୁ ସମଗ୍ର ବିଶ୍ୱ ଚାହିଁ ରହିଥାଏ । ରଥଯାତ୍ରାକୁ ସୁରୁଖୁରୁରେ ଶେଷ କରିବା ଆମ ସମସ୍ତଙ୍କ ଦାୟିତ୍ୱ । ଠିକ୍ ସମୟରେ ନୀତି ସଂପାଦନ, ଭକ୍ତଙ୍କ ସୁରକ୍ଷା, ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା ।!-->…
Read More...
Read More...
ବଢିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା
ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଚାରି ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇଲା । ଏହା ଜାନୁୟାରୀ ପହିଲା ୨୦୨୩ରୁ ପିଚ୍ଛିଲା!-->…
Read More...
Read More...
ଯୌତୁକରେ ମୋଟରସାଇକେଲ ମାଗିବାରୁ ମଙ୍ଗଳସୂତ୍ର ସହ ଶଙ୍ଖାଚୁଡ଼ି ଖୋଲିଦେଇ ବାପ ଘରକୁ ଚାଲିଗଲେ କନ୍ୟା
ବାଲିଗୁଡ଼ା:ନବ ବିବାହିତାଙ୍କ ଯୌତୁକକୁ ବିରୋଧ ଘଟଣା ଏବେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଯୌତୁକରେ ବର ମୋଟରସାଇକେଲ ମାଗିବାରୁ ସମସ୍ତଙ୍କ ସାମ୍ନାରେ ମଙ୍ଗଳ ସୂତ୍ର ଓ ଶଙ୍ଖା,ଚୁଡି ଖୋଲି ଦେଇ ବାପା ଘରକୁ ଫେରି ଯାଇଛନ୍ତି ଜଣେ ନବ ବିବାହିତା କନ୍ୟା!-->…
Read More...
Read More...
ଆଜି ଅଣସର ଦଶମୀ ତିଥି, ଶ୍ରୀଜିଉଙ୍କଠାରେ ଲାଗି ହେବ ଦଶମୂଳ ମୋଦକ
ପୁରୀ : ଆଜି ଅଣସର ଦଶମୀ ତିଥି । ଶ୍ରୀ ମନ୍ଦିରରେ ଶ୍ରୀଜିଉମାନଙ୍କୁ ଦଶମୂଳ ମୋଦକ ଲାଗି ହୋଇ ସାରିବା ପରେ ଚକା ବିଜେ ହେବେ ମହାପ୍ରଭୁ । ଆୟୁର୍ବେଦିକ ପଦ୍ଧତି ଓ ଶାସ୍ତ୍ର ଅନୁସାରେ ଶ୍ରୀଜୀଉଙ୍କ ନିମନ୍ତେ ଦଶମୂଳ ମୋଦକ ପ୍ରସ୍ତୁତ ହୋଇଥାଏ । ଏହା ଏକାଦଶୀ ଦିନ ଶ୍ରୀଜୀଉଙ୍କ ପାଖେ ସମର୍ପଣ!-->…
Read More...
Read More...
ମୂଲ୍ୟବାନ କାଠ ସହ କରତ ଜବତ
ନୟାଗଡ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ପରାଢିପି ପଂଚାୟତ ଅଧିନସ୍ଥ କରଡାପଲ୍ଲୀ ନିକଟରୁ ବନବିଭାଗ ପକ୍ଷରୁ ମୂଲ୍ୟବାନ କାଠ ସହ ଏକ କରତ ଜବତ କରାଯାଇଛି । ସୂଚନା ମୁତାବକ ମହିପୁର ବନଖଣ୍ଡ ଅଧିନସ୍ଥ ବନପାଳ ସୂର୍ଯ୍ୟକାନ୍ତ ମହାରଣା ବିଶେଷ ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ ।!-->…
Read More...
Read More...
ଇଲେକ୍ଟ୍ରି ପୋଲକୁ ଧକ୍କା ଦେଲା କାର, ୨ ଗୁରୁତର
ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ଜାତୀୟ ରାଜପଥ ୫୭ ପଞ୍ଚୁପାଣ୍ଡବ ନିକଟରେ ଘଟିଛି ଦୁର୍ଘଟଣା । ସୂଚନା ମୁତାବକ ଗତକାଲି ରାତି ୨ଟା ସମୟରେ ବରଗଡରୁ ଭୁବନନେଶ୍ୱର ଅଭିମୁଖେ ଯାଉଥିବା ଏକ କାର ରାସ୍ତାର ଡାହାଣ ପାର୍ଶ୍ୱରେ ଥିବା ଇଲେକ୍ଟ୍ରି ପୋଲରେ ଶକ୍ତ ଧକ୍କା ଦେଇଥିଲା । କାର ଚାଳକ ସହିତ ୩!-->…
Read More...
Read More...
ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ସାମୁହିକ ଅଭ୍ୟାସ ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଆଜି ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଓସ୍ୱାନ କେନ୍ଦ୍ରରୁ ଆଭାସୀ ଜରିଆରେ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚଳିତ ମାସ ୧୮ରେ (!-->…
Read More...
Read More...
ଜାତୀୟ ରାଜପଥ ପାର ହେଲେ ୭ଟିକିଆ ହାତୀ ପଲ, ଭିଡିଓ ଭାଇରାଲ
ହରଭଙ୍ଗା : .ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ଖୋର୍ଦ୍ଧା -ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ମାଧପୁର ବାଣିଗୋଚ୍ଛା ରାସ୍ତାର ମଧ୍ୟ ଭାଗରେ ଏକ ହାତୀପଲ ଉକ୍ତ ଜାତୀୟ ରାଜପଥ ଅତିକ୍ରମ କରୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସୂଚନା ଥାଉକି ଦୁଇ ଦିନ ତଳେ ଏଇ ରାସ୍ତା ଅତିକ୍ରମ କରୁଥିଲେ!-->…
Read More...
Read More...
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ:୨୭୧କୋଟି ୭ଲକ୍ଷ ଟଙ୍କାର ବଜେଟ୍ ପାରିତ
ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ୭ ଦିନ ବାକିଥିବା ବେଳେ ଆଜି ନୀଳାଦ୍ରୀ ଭକ୍ତ ନିବାସରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ବସିଥିବା ପରିଚାଳନା କମିଟି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣକାଳୀନ!-->…
Read More...
Read More...
ପଶ୍ଚିମବଙ୍ଗ ଚାଲାଣ ବେଳେ ତାଳ ପଟା ଜବତ
ହରଭଙ୍ଗା: କିଛି ଦିନ ତଳେ ବୌଦ୍ଧ ଜିଲ୍ଲା ପାଳ ସତ୍ୟ ରଞ୍ଜନ ସାହୁଙ୍କ ଉତ୍ତମ ପ୍ରୟାସ ଦେଖିବାକୁ ମିଳିଥିଲା । ଏପରିକି ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିଭିନ୍ନ ସମୟରେ ପ୍ରୋତ୍ସାହନ ଯୋଗାଇବା ପାଇଁ ତାଳ ଖଜୁରୀରୁ ସଂଗ୍ରହ କରି କିପରି ଗୁଡ଼ ପ୍ରସ୍ତୁତ ହୋଇପାରିବ ନେଇ ଉଦ୍ୟମ ଜାରି!-->…
Read More...
Read More...