Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶ୍ରୀଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ଦର୍ଶନ କଲେ ଗଜପତି ମହାରାଜ
ପୁରୀ: ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ଦର୍ଶନ କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ପାଟ ମହାରାଣୀଙ୍କ ସହ ଆସି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରିଛନ୍ତି । ଦୀର୍ଘବର୍ଷ ପରେ ଗଜପତି ମହାରାଜା ପାଟ ମହାରାଣୀଙ୍କ ସହ ଶ୍ରୀଗୁଣ୍ଡିଚା ମନ୍ଦିର ଆସିଥିବାରୁ ସେବାୟତ ଓ!-->…
Read More...
Read More...
ଆଦର୍ଶ ବିଦ୍ୟାଳୟକୁ ନାହିଁ ରାସ୍ତା, କାଦୁଅ ରାସ୍ତାରେ ୨କିଲୋମିଟର ଚାଲିଲେ ଛାତ୍ରଛାତ୍ରୀ
ହରଭଙ୍ଗା,୨୭/୬:- ସରକାର ଗମନା ଗମନର ବିକାଶ ଦିଗରେ ବିଭିନ୍ନ ଯୋଜନା କ୍ଷେତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଆଜିପର୍ଯ୍ୟନ୍ତ ହରଭଙ୍ଗା ବ୍ଲକ ମଣିପୁର ଆଦର୍ଶ ବିଦ୍ୟାଳୟ ଭଳି ଶିକ୍ଷା ଅନୁଷ୍ଠାନକୁ ୭ବର୍ଷ ହେଲା ଭଲ ସ୍ଥାୟୀ ରାସ୍ତା ଖଣ୍ଡେ ନଥିବା ଦେଖିବାକୁ ମିଳିଛି । ଫଳରେ!-->…
Read More...
Read More...
ଉତ୍କର୍ଷ ଚରିତ୍ର ସମ୍ମାନରେ ସମ୍ମାନିତ ହେଲେ ବୌଦ୍ଧ ଜିଲ୍ଲାର ଯୁବ ସ୍ୱେଚ୍ଛାସେବୀ
ହରଭଙ୍ଗା :ଓଡ଼ିଶା ଧୋନି ଫ୍ୟାନ୍ ସଂଗଠନ ଏମଏସଡ଼ି଼ଆନ୍ସ ଆସୋସିଏସନ୍ ଅଫ୍ ଓଡ଼ିଶା ତରଫରୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳୀ ତଥା ବିଶ୍ୱ ବିଜୟୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ୪୨ତମ ଜନ୍ମ ଦିନ ଅବସରରେ ଭୁବନେଶ୍ୱର ଠାରେ ଆୟୋଜିତ ଐକ୍ୟମ୍ - ୨ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା!-->…
Read More...
Read More...
ଆଡପ ଦର୍ଶନ ହେଲା ଶେଷ ଦର୍ଶନ, ଚାଲିଗଲା ଜଣେ ଭକ୍ତଙ୍କ ଜୀବନ
ପୁରୀ : ଗୁଣ୍ଡିଚା ମନ୍ଦିରରେ ଅଘଟଣ । ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି । ଆଡପ ଦର୍ଶନ ହେଲା ଶେଷ ଦର୍ଶନ । ମହାପ୍ରଭୁଙ୍କୁ ଆଡପ ମଣ୍ଡପରେ ଦର୍ଶନ କରି ଫେରିବା ପରେ ଭକ୍ତଙ୍କ ମୃତ୍ୟୁ । ମୃତ ଭକ୍ତ ହେଉଛନ୍ତି କାକଟପୁର ଅଞ୍ଚଳର ଲକ୍ଷ୍ମୀଧର ଖୁଣ୍ଟିଆ । ଗୁଣ୍ଡିଚା ମନ୍ଦିରରେ!-->…
Read More...
Read More...
ଆସନ୍ତାକାଲି ବାହୁଡିବେ ମହାବାହୁ
ପୁରୀ : ସରିଲା ଶ୍ରୀଜୀଉଙ୍କ ଜନ୍ମବେଦୀ ଲୀଳାଖେଳା ।ଆସନ୍ତାକାଲି ବାହୁଡ଼ିବେ ମହାବାହୁ । ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନରେ ବିଶ୍ୱନିଅନ୍ତାଙ୍କୁ ଦର୍ଶନ କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଚଳିତ ଶ୍ରୀଗୁଣ୍ଡିଚାରେ ବାରମ୍ବାର ନୀତି ବିଭ୍ରାଟ ପରେ ଶେଷରେ ଚେତିଛି ପ୍ରଶାସନ । ଗତକାଲି ଠାରୁ!-->…
Read More...
Read More...
ସୁବର୍ଣ୍ଣପୁରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର କଳ୍କୀ ଅବତାର
ସୁବର୍ଣ୍ଣପୁର,୨୭/୬ - ଅଷ୍ଟବିଷ୍ଣୁଙ୍କ ପୀଠ ଦ୍ୱିତୀୟବାରଣାସୀ ସୁବର୍ଣ୍ଣପୁରର ଗୁଣ୍ଡିଚାମନ୍ଦିର ଆଡ଼ପମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ଆଜି କଳ୍କୀ ଅବତାରରେ ଦର୍ଶନ ଦେଉଛନ୍ତି । ଶ୍ରୀମଦ୍ ଭାଗବତ ଓ କଳ୍କୀ ପୁରାଣ ଅନୁଯାୟୀ ଭଗବାନ ବିଷ୍ଣୁ ଏହି ଅବତାର କଳିଯୁଗର ଅନ୍ତସମୟ ଓ ସତ୍ୟଯୁଗର!-->…
Read More...
Read More...
ଆଡପ ମଣ୍ଡପରେ ଶ୍ରୀଜିଉଙ୍କ କଳ୍କୀ ଅବତାର
ବୌଦ୍ଧ,୨୭/୬:- ମାଉସୀ ମା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବେଶର ଶେଷଦିନରେ ଆଜି କଳ୍କୀ ଅବତାରରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ପ୍ରଭୁ ଶ୍ରୀଜଗନ୍ନାଥ କଳାଘୋଡାରେ ଚଢି ଖଣ୍ଡା ଧରିଥିବାବେଳେ ଶ୍ରୀବଳଭଦ୍ର ଧଳାଘୋଡାରେ ଚଢିଥିବା ଦୃଶ୍ୟ ଭକ୍ତଙ୍କୁ ଭାବବିହ୍ୱଳ କରିଦେଇଛି । ଠାକୁରଙ୍କର ମୁଖ୍ୟ!-->…
Read More...
Read More...
ଖଡ଼ିଆଳ ନଗରପାଳିକା ପକ୍ଷରୁ ଶିଶୁ ଶ୍ରମିକ ଉଚ୍ଛେଦ ଏବଂ ନିରାକରଣ ନେଇ ସଚେତନ ସଭା
ଖଡିଆଳ: ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଶିଶୁ ଶ୍ରମିକ ଉଚ୍ଛେଦ ଏବଂ ନିରାକରଣ ନେଇ ସଚେତନ ସଭା ଅନୁଷ୍ଠିତ ହୋଇଯାଇଅଛି । ସଭାରେ ନଗର ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷ ଡ଼.!-->…
Read More...
Read More...
ଚାକିରିରୁ ବିଦା ହେଲେ କୋଟିପତି ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ
ଭୁବନେଶ୍ୱର: ମହଙ୍ଗା ପଡ଼ିଲା ସରକାର ବାବୁଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା। ଚାକିରିରୁ ବିଦା ହେଲେ କୋଟିପତି ଓଏଏସ୍ ଅଫିସର ତଥା ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ। ରାଜ୍ୟ ସରକାର ପ୍ରଶାନ୍ତଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଦୁଇ ତଳେ ଆୟ!-->…
Read More...
Read More...
ଆଜି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ମୌସୁମୀ ବର୍ଷା ସାଙ୍ଗକୁ ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ ଜନିତ ବର୍ଷା। ଏହା ପ୍ରଭାବରେ ଦୁଇ ତିନିଦିନ ଧରି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡିକରେ ବିସ୍ତୃତି ବର୍ଷା ସମ୍ଭାବନା ଥିବାବେଳେ ଦକ୍ଷିଣ ଓଡ଼ିଶାର!-->…
Read More...
Read More...