Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଫୁଲବାଣୀ ଅବକାରୀ ବିଭାଗ ଜବତ କଲା ଚାରି କ୍ୱିଣ୍ଟାଲ ଗଞ୍ଜେଇ
ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା । ଫିରିଙ୍ଗିଆ ଥାନା ଅନ୍ତର୍ଗତ କୁଟୁଣି ପଦର ଗ୍ରାମ ନିକଟ ଜଙ୍ଗଲରୁ ଜବତ କଲା ଚାରି କ୍ୱିଣ୍ଟାଲ ଗଞ୍ଜେଇ । ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗ କୌଣସି ସୁତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ!-->…
Read More...
Read More...
ପରିତ୍ୟକ୍ତ କୂଅ ଭିତରୁ ଭାଲୁ ଉଦ୍ଧାର
ହରଭଙ୍ଗା :ପରିତ୍ୟକ୍ତ କୂଅ ଭିତରୁ ଏକ ଭାଲୁକୁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ସାହାଯ୍ୟ କରି ଭାଲୁକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ । ବନ ବିଭାଗ ସୁରକ୍ଷିତ ଅବସ୍ଥାରେ ଜଙ୍ଗଲରେ ଭାଲୁକୁ ଛାଡିଥିବା ଦେଖିବାକୁ ମିଳିଥିଲା । ସୂଚନା ମତେ ଆଜି!-->…
Read More...
Read More...
ବରଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ୍, ୫ ମୃତ
କେନ୍ଦୁଝର : ରବିବାର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟସ୍ଥ ମୌଳାଭଞ୍ଜାର ମର୍ମନ୍ତୁଦ ଦୁର୍ଘଟଣା ସ୍ମୃତିରେ ସତେଜ ଥିବାବେଳେ ୪୮ ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ଜୁଡିଆ ଘାଟି ଷଠୀଘର ନିକଟରେ ଆଉ ଏକ ଦୁର୍ଘଟଣା ସ୍ତବ୍ଧ କରିଦେଇଛି । ମଙ୍ଗଳବାର ରାତି ୨ଟା ।!-->…
Read More...
Read More...
ଚିକେନ ଦୋକାନ ଭିତରେ ପଶିଗଲା କାର
ଫୁଲବାଣୀ : ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗୁମାଗଡଠାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି । ଟିକାବାଲି ପଟୁ ଆସୁଥିବା ଏକ ନାଲି ରଙ୍ଗର କାର ଭାରସାମ୍ୟ ହରାଇ ଏକ ଚିକେନ ଦୋକାନ ଭିତରେ ପଶି ଯାଇଛି । ଉକ୍ତ ଦୁର୍ଘଟଣାରେ କାହାର ବିଶେଷ କିଛି କ୍ଷତି ହୋଇନଥିବା ଜଣାପଡିଛି । କାରରେ!-->…
Read More...
Read More...
ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଯଶୋଦା ବେନ ମୋଦି
ପୁରୀ : ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଯଶୋଦା ବେନ ମୋଦି । ଭାରତର ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧର୍ମପତ୍ନୀ ଯଶୋଦା ବେନ ଆଜି ସପରିବାର ପୁରୀ ଆସି ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରିଛନ୍ତି । ଯଶୋଦା ବେନଙ୍କ ସହ ତାଙ୍କ!-->…
Read More...
Read More...
ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସଚେତନତା ବୈଠକ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ସକାଳେ ବିଭାଗ ତରଫରୁ ଅନୁଷ୍ଠିତ ଶିଶୁ ଶ୍ରମିକ!-->…
Read More...
Read More...
୩୩ ପିଇଓଙ୍କ ଜିଲ୍ଲାରେ ଅଦଳ ବଦଳ, ଜାଣନ୍ତୁ କିଏ କେଉଁଠି କି ଗଲେ
ହରଭଙ୍ଗା,୨୭/୦୬:- ବୌଦ୍ଧଜିଲ୍ଲା ଗ୍ରାମପଞ୍ଚାୟତ ସ୍ତରରେ ସରକାରୀ କାର୍ଯ୍ୟକ୍ଷେତ୍ରରେ ସ୍ୱଚ୍ଛତା ଆଣିବା ନେଇ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶମତେ ପତ୍ର ସଂଖ୍ୟା ୪୭୭ଅନୁଯାୟୀ ୨୩/୦୬/୨୦୨୩ରେ ଜିଲ୍ଲାର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କ ଏକ ଅଦଳ ବଦଳ ହୋଇଥିବା!-->…
Read More...
Read More...
ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ନିଯୁକ୍ତି
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ରାଜ୍ୟ ସରକାରଙ୍କ ପତ୍ର ସଂଖ୍ୟା ୧୧୨୫୨ ଅନୁସାରେ ନିଯୁକ୍ତି ପତ୍ର ପାଇବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ,!-->…
Read More...
Read More...
ଶ୍ରୀଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ଦର୍ଶନ କଲେ ଗଜପତି ମହାରାଜ
ପୁରୀ: ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ଦର୍ଶନ କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ପାଟ ମହାରାଣୀଙ୍କ ସହ ଆସି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରିଛନ୍ତି । ଦୀର୍ଘବର୍ଷ ପରେ ଗଜପତି ମହାରାଜା ପାଟ ମହାରାଣୀଙ୍କ ସହ ଶ୍ରୀଗୁଣ୍ଡିଚା ମନ୍ଦିର ଆସିଥିବାରୁ ସେବାୟତ ଓ!-->…
Read More...
Read More...
ଆଦର୍ଶ ବିଦ୍ୟାଳୟକୁ ନାହିଁ ରାସ୍ତା, କାଦୁଅ ରାସ୍ତାରେ ୨କିଲୋମିଟର ଚାଲିଲେ ଛାତ୍ରଛାତ୍ରୀ
ହରଭଙ୍ଗା,୨୭/୬:- ସରକାର ଗମନା ଗମନର ବିକାଶ ଦିଗରେ ବିଭିନ୍ନ ଯୋଜନା କ୍ଷେତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଆଜିପର୍ଯ୍ୟନ୍ତ ହରଭଙ୍ଗା ବ୍ଲକ ମଣିପୁର ଆଦର୍ଶ ବିଦ୍ୟାଳୟ ଭଳି ଶିକ୍ଷା ଅନୁଷ୍ଠାନକୁ ୭ବର୍ଷ ହେଲା ଭଲ ସ୍ଥାୟୀ ରାସ୍ତା ଖଣ୍ଡେ ନଥିବା ଦେଖିବାକୁ ମିଳିଛି । ଫଳରେ!-->…
Read More...
Read More...