Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଡ଼ିଓଙ୍କ ଦ୍ୱାରା ଭତ୍ତା ବଣ୍ଟନ
ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ ବିଭିନ୍ନ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ନିଜ ହାତରେ ହିତାଧିକାରୀ ମାନଙ୍କୁ ଭତ୍ତା ଟଙ୍କା ବଣ୍ଟନ କରିଛନ୍ତି । ନନ୍ଦାହାଣ୍ଡି ବ୍ଲକରେ ଦାୟିତ୍ୱ ଗ୍ରହଣ ପରଠୁ ଚର୍ଚ୍ଚିତ!-->…
Read More...
Read More...
ଗୋରୁ ଚାଲାଣ ବନ୍ଦ ପାଇଁ ଥାନାରେ ଅଭିଯୋଗ କଲା ଶ୍ରୀରାମ ସେନା
ହରଭଙ୍ଗା : ଅସହ୍ୟ ଗ୍ରୀଷ୍ମ ତାତି, ଲୋକେ ଦିନ ଆଠଟା ବାଜିଗଲେ ଘରୁ ବାହାରି ପାରୁନାହାନ୍ତି । ଏଭଳି ସ୍ଥିତିରେ ଗୋରୁ ବେପାରୀମାନେ ଶହ ଶହ ଗୋରୁଙ୍କୁ ଟାଣ ଖରାରେ ୫୭ ଜାତୀୟ ରାଜପଥ ଦେଇ ଚଳାଇ ଚଳାଇ ନେଉଥିବା ବେଳେ ପ୍ରଶାସନ ହେଉ କି ସ୍ଥାନୀୟ ପୋଲିସ ହେଉ ନୀରବ ଦ୍ରଷ୍ଟା ସାଜିଛନ୍ତି । ଏହାକୁ!-->…
Read More...
Read More...
ବିଧାୟକଙ୍କ ମହାନତା, ଅସହାୟଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି
ନନ୍ଦାହାଣ୍ଡି : ଜିଲ୍ଲା ନବରଙ୍ଗପୁର ବ୍ଲକ ନନ୍ଦାହାଣ୍ଡି ପଞ୍ଚାୟତ ଦହଣା ଗ୍ରାମ ଅଣ୍ଟାସରରେ ରହନ୍ତି ତିନି ବାପା ଛେଉଣ୍ଡ ଝିଅ ଓ ଜଣେ ପୁଅ । ଘରେ ରୋଜଗାର କହିଲେ ବିଧବା ମା କମଳା ହରିଜନ, କୁଲି ମଜୁରି କରି ଘର ଚଳାଉଛନ୍ତି । ବାପା ଭବାନୀ ହରିଜନ ଆର ପାରିରେ, ହେଲେ ବିଧବା ମା ଘର ଚଳେଇବେ ନା!-->…
Read More...
Read More...
ବାର ଦିନରେ ପହଞ୍ଚିଲା ଅମଲା ହରତାଳ : ଠପ ହୋଇ ପଡିଛି କଣ୍ଟାମାଳ କାର୍ଯ୍ୟାଳୟ
କଣ୍ଟାମାଳ: ରାଜ୍ୟ ଅମଲା ସଂଘର ଆହ୍ୱାନ କ୍ରମେ ଆରମ୍ଭ ହୋଇ ଥିବା ଅମଲା ହରତାଳ ଆଜି ଦୀର୍ଘ ବାର ଦିନରେ ପହଞ୍ଚି ଥିବା ବେଳେ ସମସ୍ତ ସରକାରୀ କାର୍ଯ୍ୟାଳୟ ଅମଲା ଶୂନ୍ୟ ହୋଇ ପଡିଛି, ଫଳରେ କାର୍ଯ୍ୟାଳୟ ଗୁଡିକର ଫାଇଲ ଆଲମିରାର ଚାରି କାନ୍ଥରୁ ବାହାରି ନପାରି କାର୍ଯ୍ୟାଳୟ ଗୁଡିକର!-->…
Read More...
Read More...
ପୁରୀ ଜିଲ୍ଲାସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ଆଇନ ସଚେତନତା ଶୋଭାଯାତ୍ରା
ପୁରୀ : ପୁରୀ ଜିଲ୍ଲା ସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ଆଇନ ସଚେତନତା ଶୋଭାଯାତ୍ରାକୁ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଉଦଘାଟନ କରିଥିଲେ । ଜିଲ୍ଲା ପ୍ରଶାସନ ଶ୍ରମ ବିଭାଗ ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରା ଶ୍ରୀଗୁଣ୍ଡିଚା ମନ୍ଦିରଠାରୁ ମାର୍କେଟ ଛକ!-->…
Read More...
Read More...
ଇଣ୍ଟିଗ୍ରେଟେଡ ବିଏଡ୍, ଏମ୍ଏଡ୍ ଡିଗ୍ରୀଧାରୀଙ୍କୁ ଆବେଦନ ଲାଗି ସୁଯୋଗ, ଜୁଲାଇ ପହିଲାକୁ ଘୁଞ୍ଚିଲା ଓଟିଇଟି
କଟକ ୧୨/୦୬: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)-୨୦୨୨ ପରୀକ୍ଷା ଲାଗି ଇଣ୍ଟିଗ୍ରେଟେଡ୍ ବିଏଡ୍ ଏବଂ ଏମ୍ଏଡ୍ ଡିଗ୍ରୀଧାରୀଙ୍କୁ ସୁଯୋଗ ଦିଆଯାଇଛି । ପୂର୍ବରୁ ଉକ୍ତ ଡିଗ୍ରୀଧାରୀମାନେ ଓଟିଇଟି ଆବେଦନରୁ ବଞ୍ଚିତ ହୋଇଆସୁଥିଲେ । ତେବେ ଏମାନଙ୍କୁ ଓଟିଇଟି ପରୀକ୍ଷା ଦେବା ପାଇଁ!-->…
Read More...
Read More...
ଡୁଙ୍ଗୁରିପାଲି ଥାନା ପରିସରରେ ମେଗା ରକ୍ତଦାନ ଶିବିର
ସୁବର୍ଣ୍ଣପୁର : ଆଜି ଜିଲ୍ଲାର ଡୁଙ୍ଗରିପାଲି ଥାନା ପରିସରରେ ମୋ-ସରକାର ଆନୁକୂଲ୍ୟରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ଅନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ମାନ୍ୟବର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉଦଘାଟନ କରିଥିବା!-->…
Read More...
Read More...
ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା ଉଦଘାଟିତ
ପୁରୀ : ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ନିଗମ ପକ୍ଷରୁ ପୁରୀ ନୀଳାଚଳ ଅର୍ବାନ ହାଟ ପରିସରରେ ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା ରଜ ଉତ୍ସବ ଆଜି ସଂଧ୍ୟାରେ ଉଦଘାଟିତ ହୋଇଯାଇଛି । ବୟନିକାର ପରିଚାଳନା ସଭାପତି ପ୍ରକାଶ ଚନ୍ଦ୍ର ମେହେର ଏହାକୁ ଉଦଘାଟନ କରିବା ସହ ଓଡ଼ିଶାର ଏକ ପ୍ରମୁଖ ଉତ୍ସବ ରଜ!-->…
Read More...
Read More...
ଜାତୀୟ ସୁନ୍ଦରୀ ପ୍ରତିଯୋଗୀତାରେ ଡାକ୍ତର ପୁରସ୍କୃତ
ପାରଳାଖେମୁଣ୍ଡି : ନାଗପୁରଠାରେ ଏକ ଭାରତୀୟ ଘରୋଇ କମ୍ପାନୀ ଦ୍ୱାରା ଡାକ୍ତରମାନଙ୍କୁ ନେଇ ଏକ ଜାତୀୟ କାର୍ଯ୍ୟକ୍ରମ ଆୟୋଜିତ କରିଥିଲା । ଏହି କାର୍ଯ୍ୟକ୍ରମର ନାମ ଥିଲା "ମେଡିକୋ ଡିଭା' । ଏଥିରେ ସୁନ୍ଦରୀ ପ୍ରତିଯୋଗିତାରେ ପାରଳାଖମୁଣ୍ଡିର ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର!-->…
Read More...
Read More...
ବଡଦାଣ୍ଡରେ ଉଡିବନି ଡ୍ରୋନ, କଟକଣା ଲଗାଇଲା ପ୍ରଶାସନ
ପୁରୀ : ଡ୍ରୋନ୍ ଉଡାଣ ଉପରେ କଟକଣା । ଶ୍ରୀଗୁଣ୍ଡିଚା ଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଡ୍ରୋନ୍ କ୍ୟାମେରା ଉଡ଼ାଇବା ଉପରେ କଟକଣା । ଭକ୍ତ ଓ ରଥଯାତ୍ରା ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି ଏହି ପଦକ୍ଷେପ ।କେବଳ ପୁରୀ ପୋଲିସ ପ୍ରଶାସନ!-->…
Read More...
Read More...