Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୧୩ରେ ବସିବ ତୃତୀୟ ରଥଯାତ୍ରା ସମନ୍ୱୟ କମିଟି ବୈଠକ
ପୁରୀ : ଆସନ୍ତା ୨୦ ତାରିଖରେ ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା । ତେବେ ଏହାକୁ କିଭଳି ସୁରୁଖୁରରେ ଆୟୋଜନ କରିହେବ ସେଥି ପାଇଁ ଆସନ୍ତା ୧୩ ତାରିଖରେ ତୃତୀୟ ରଥଯାତ୍ରା ସମନ୍ୱୟ କମିଟି ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂରେ ଏହି ବୈଠକର ଅଧ୍ୟକ୍ଷତା!-->…
Read More...
Read More...
ନୂଆପଡା ଜିଲ୍ଲା ପ୍ରେସ କ୍ଳବର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ
ଖଡ଼ିଆଳ: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବାଦୀ ଗ୍ରାମ ସ୍ଥିତ ବଗିଚାରେ ନୂଆପଡା ଜିଲ୍ଲା ପ୍ରେସ କ୍ଳବର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ରାଜ୍ୟ ଏବଂ ଦେଶର ଅତି ଦୁଃଖଦ ମାହାନଗା ରେଳ ଦୁର୍ଘଟଣା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ରେଳ ଦୁର୍ଘଟଣାରେ ୨୮୮ ଜଣ ଯାତ୍ରୀଙ୍କ!-->…
Read More...
Read More...
ନୃଶଂସ : ଉଲଗ୍ନ ଦେହରେ ପଥର ରଖି ହତ୍ୟା
ହରଭଙ୍ଗା :ନୃଶଂସ ହତ୍ୟା କାଣ୍ଡ, ହତ୍ୟା ପରେ ମର ଶରୀର ଉପରେ ପଥର ଲଦା ହୋଇଛି ଜୈନିକ ମହିଳାଙ୍କୁ । ଖରଭୂଇଁ କ୍ରସର ନିକଟବର୍ତ୍ତୀ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଠାବ କରାଯାଇଛି । ସୂଚନା ମତେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଛତ୍ରଙ୍ଗ ପଂଚାୟତର ଖରଭୁଇଁ କ୍ରସର ନିକଟ ଜଙ୍ଗଲରେ!-->…
Read More...
Read More...
ବାପା ମାଁ ଛେଉଣ୍ଡ ଝିଅକୁ ସାହାଯ୍ୟ କଲେ ହରଭଙ୍ଗା ବିଡ଼ିଓ
ହରଭଙ୍ଗା: ଦିନ ଥିଲା ବାପା, ମାଁ, ଭାଇ ଭଉଣୀଙ୍କୁ ନେଇ ସୁଖଦୁଃଖରେ ପରିବାରଟି ଚାଲୁଥିଲା । କିନ୍ତୁ ଭାଗ୍ୟର ବିଡମ୍ବନା କେତେବେଳେ ଯେ କାହାର କଣ ଘଟିବ କେହି ଜାଣଁନ୍ତି ନାହିଁ । ଚାହୁଁ ଚାହୁଁ ପ୍ରଥମେ ମାଁ ସ୍ୱର୍ଗବାସି, ପୁଣି ବର୍ଷେ ତଳେ ଘରର ବଡ଼ ପୁଅଙ୍କ ହଠାତ ଅକାଳ ବିୟୋଗ । ଏସବୁ!-->…
Read More...
Read More...
ରଥଯାତ୍ରା ପାଇଁ ପୁରୀ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
ପୁରୀ :ଆଉ ମାତ୍ର ୮ ଦିନ ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ଜାରି ରହିଛି ଘନଘନ ସମୀକ୍ଷା ଓ ପ୍ରସ୍ତୁତି ପର୍ବ । ତେବେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରାପିଡ଼ ଆକ୍ସନ ଫୋର୍ସଙ୍କୁ ମନ୍ତ୍ରଣା ଦେଇଛନ୍ତି ପୁରୀ ଏସପି ଡ. କନୱର ବିଶାଳ ସିଂ ।!-->…
Read More...
Read More...
ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ରେଳଷ୍ଟେସନରେ ରେଳ ପୂଜା
ପୁରୀ : ବାହାନଗା ଠାରେ ରେଳ ଦୁର୍ଘଟଣା ପରେ ପୁରୀ ରେଳଷ୍ଟେସନରେ ରେଳ ପୂଜା । ଶ୍ରୀଜଗନ୍ନାଥ ସେନା ପକ୍ଷରୁ କରାଯାଇଛି ରେଳ ପୂଜା । ପୁରୀ ରେଳଷ୍ଟେସନ ୭ ନଂ ପ୍ଲାଟଫର୍ମରେ ଥିବା ପୁରୀ-ଆନନ୍ଦ ଟର୍ମିନାଲ ନନ୍ଦନକାନନ ଏକ୍ସପ୍ରେସ ଟ୍ରେନକୁ ଶ୍ରୀଫଳ, ଫୁଲ, ଫଳ, ଧୂପ ଓ ଦୀପ ଅର୍ପଣ କରାଯାଇ!-->…
Read More...
Read More...
ଜୟ ନାରାୟଣ ପଟ୍ଟନାୟକ ଜିଲ୍ଲା କଂଗ୍ରେସ ସଭାପତି
ପୁରୀ:ଜୟ ନାରାୟଣ ପଟ୍ଟନାୟକ ପୁରୀ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ଭାବେ ମନୋନୀତ ହୋଇଛନ୍ତି।ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡ୍ ଗେ ଶ୍ରୀ ପଟ୍ଟନାୟକଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଏଥିପାଇଁ!-->…
Read More...
Read More...
ପିଛା ଛାଡୁନି ଦୁର୍ଘଟଣା : ଦୁର୍ଗ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସରେ ନିଆଁ
ନୂଆପଡ଼ା : ନୂଆପଡା ଜିଲ୍ଲା ଓଡିଶା ପିଛା ଛାଡୁନି ଦୁର୍ଘଟଣା । ପୁଣି ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ପୁରୀ-ଦୁର୍ଗ ଏକ୍ସପ୍ରେସରେ ଲାଗିଲା ନିଆଁ । ସୁଚନାଯୋଗ୍ୟ ଯେ ନୂଆପଡା ଖରିଆର ରୋଡ୍ ଷ୍ଟେସନ୍ ନିକଟରେ ଗତକାଲି ରାତି ୧୦ ଟା ସମୟରେ ଏଭଳି ଅଘଟଣ ଘଟିଥିଲା । ସୂଚନା ପାଇ ଅଗ୍ନିଶମ ବାହିନୀ!-->…
Read More...
Read More...
ଦିନିକିଆ ଗସ୍ତରେ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ
ଫୁଲବାଣୀ:କନ୍ଧମାଳ ଜିଲ୍ଲା ଦିନିକିଆ ଗସ୍ତରେ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ । ରାଜ୍ୟ ଜଙ୍ଗଲ ପରିବେଶ ଓ ପଂଚାୟତରାଜ, ପାନୀୟ ଜଳ ଓ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଗ୍ରାମ୍ୟ ଉନ୍ନୟନଓ ପ୍ରଯୁକ୍ତି ବିଦ୍ୟା ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତି ରଂଜନ ଘଡ଼ାଇ!-->…
Read More...
Read More...
ଭବାନୀପାଟଣାଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ
ଭବାନୀପାଟଣା: ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, କଳାହାଣ୍ଡି ତରଫରୁ ଏକ ଶିଶୁ ଶ୍ରମିକ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ସଚେତନତା ରଥ ଜିଲ୍ଲାର ବିଭିନ୍ନ ବ୍ଲକ,!-->…
Read More...
Read More...