Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବସ୍ ଓ ବାଇକ ମଧ୍ୟରେ ଦୁର୍ଘଟଣା, ୩ ମୃତ
ପୁରୀ :ବସ୍ ଓ ବାଇକ୍ ମଧ୍ୟରେ ଦୁର୍ଘଟଣା । ଓଁକାରେସ୍ୱର ମନ୍ଦିର ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୩ବାଇକ୍ ଆରହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।ସେମାନଙ୍କ ମଧ୍ୟରେ ଜଣେ ୧୯ବର୍ଷର ଯୁବକ ଓ ଏକ ଦମ୍ପତି ଅନ୍ତର୍ଭୁକ୍ତ । ମୃତକ ମାନେ ହେଲେ ଗଞ୍ଜାମ ଛତ୍ରପୁରର!-->…
Read More...
Read More...
ଦୋକାନରୁ ଚୋରି ନେଇ ଥାନାରେ ଅଭିଯୋଗ
ରାୟଗଡା : ରାୟଗଡାରେ ଦିନକୁ ଦିନ ଚୋରି, ରହାଜାନୀ, ଡକାୟତି, ମନ୍ଦିରରେ ଚୋରି, ତାଲା ବନ୍ଦ ଥିବା ଘରେ ଚୋରି, ବଡ ବଡ ଦୋକାନରେ ଚୋରି ଭଳି ଅପରାଧିକ ମାମଲା ବୃଦ୍ଧି ପାଉଛି । ସେହିପରି ରାୟଗଡା ମୁଖ୍ୟ ବଜାରରେ ଥିବା ମାର୍କେଟ କମ୍ପେ୍ଲକ୍ସର ଏକ ଦୋକାନର ସଟରକୁ ତାଡି ଦୁର୍ବୁତମାନେ ଦୋକାନରେ!-->…
Read More...
Read More...
ଭାରତୀୟ ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହରେକୃଷ୍ଣ ମେହେରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ସିନାପାଲି: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ହାତିବନ୍ଧା ନିବାସୀ ହରେକୃଷ୍ଣ ମେହେରଙ୍କ ଭାରତୀୟ ପ୍ରଶାସନିକ ସେବାରେ ସଫଳତାକୁ ନେଇ ଜନ୍ମମାଟି ହାତିବନ୍ଧାରେ ସ୍ଥାନୀୟ ସମଲେଶ୍ୱରୀ ଯୁବକ ସଂଘ ଆନୁକୂଲ୍ୟରେ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଶ୍ରୀମେହେର ଗାଁକୁ!-->…
Read More...
Read More...
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ
ନବରଙ୍ଗପୁର:ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁର ତରଫରୁ ନୂତନ ଜିଲ୍ଲା କୋର୍ଟ ପରିସର ଠାରେ ବିଶ୍ୱ ପରିବେଶ ଦିବସ, ୨୦୨୩ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ନୂତନ ଜିଲ୍ଲା କୋର୍ଟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ,!-->…
Read More...
Read More...
ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ସିଆରପିଏଫ୍ ୧୨୭ ବାଟାଲିୟନ୍ ପକ୍ଷରୁ ସଚେତନତା ଶୋଭାଯାତ୍ରା
ବାଲିଗୁଡ଼ା: ଆଜି ବିଶ୍ୱ ପରିବେଶ ଦିବସ । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାଠାରେ ଅବସ୍ଥାପିତ ସିଆରପିଏଫ୍ ୧୨୭ ବାଟାଲିୟନ୍ ପକ୍ଷରୁ ଏକ ସଚେତନତା ସାଇକେଲ ଓ ମୋଟରସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ କମାଣ୍ଡାଣ୍ଟ୍ ଅଧିକାରୀ ସୁବ୍ରତ ନାୟକ, ଉପ କମାଣ୍ଡାଣ୍ଟ୍!-->…
Read More...
Read More...
ରାସ୍ତାରେ ପରିସ୍ରା କରିବାକୁ କାରରୁ ଓହ୍ଲାଇଥିଲେ ଫିରିଙ୍ଗିଆ ପଞ୍ଚାୟତ ସମିତି ଉପାଧ୍ୟକ୍ଷା, ଏବେ ମିଳୁନି ପତ୍ତା
ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ ସମିତିର ଉପାଧକ୍ଷ ଅଜିତ କୁମାର ସାହୁ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ଶନିବାର ରାତି ପ୍ରାୟ ୯ ଟା ସମୟରେ ଫିରିଙ୍ଗିଆ ବ୍ଲକ ଜେଜେସ ପାଙ୍ଗା ଗାଁ ଠାରେ ଚାଲିଥିବା ଏକ ଯାତ୍ରାରେ ଅତିଥି ଭାବରେ ଯୋଗ ଦେବା ପାଇଁ ଯାଇଥିବା ସମୟରେ!-->…
Read More...
Read More...
ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ
ପୁରୀ : ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି । ପରମ୍ପରା ଅନୁସାରେ ରାତି ୪ ଟାରେ ମହାପ୍ରଭୁଙ୍କ ଦ୍ୱାର ଖୋଲାଯାଇ ମଙ୍ଗଳ ଆରତୀ, ତଡପଲାଗି, ଅବକାଶ ବେଶ ଓ ଗୋପାଳ ବଲ୍ଲଭ ନୀତି ସରିବା ପରେ ସର୍ବସାଧାରଣ ଦର୍ଶନ ସକାଳ ୬ ଟାରୁ ଆରମ୍ଭ ହୋଇଛି । ଭକ୍ତ ମାନେ ଲମ୍ବା ଧାଡ଼ିରେ ଠିଆ!-->…
Read More...
Read More...
ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଗଜାନନ ବେଶ
ସୁବର୍ଣ୍ଣପୁର : ଜିଲ୍ଲାର କୋଟସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ର ଠାରେ ଆଜି ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀଜିଉଙ୍କ ସ୍ନାନନୀତି ଅନୁଷ୍ଠିତ ହୋଇଯାଇଛି । ସେଥିପାଇଁ ଆଜି ଭୋରରୁ ନୂତନ ଭାବରେ ଖୋଳାଯାଇଥିବା କୂଅରୁ ଭାରୁଆ ମାନେ ସ୍ନାନଜଳ ନେଇ ଛଳିଆ ପାହାଡ଼ ଉପରିସ୍ଥ ସ୍ନାନ ମଣ୍ଡପରେ!-->…
Read More...
Read More...
ଗଣିଆରେ ପୁଣି ନାବାଳିକା ଛାତ୍ରୀଙ୍କୁ ଗୁରୁଙ୍କ ଅସଦାଚରଣ ଅଭିଯୋଗ
ଦଶପଲ୍ଲା : କିଛିଦିନର ବିରତି ପରେ ଗଣିଆରେ ପୁଣି ହେଲା ଘଟଣାର ପୁନରାବୃତ୍ତି । ପୁଣି ପବିତ୍ର ଗୁରୁ ଶିଷ୍ୟ ପରମ୍ପରାରେ ଲାଗିଲା କଳଙ୍କ । ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହେଲେ ଘରୋଇ ଶିକ୍ଷାନୁଷ୍ଠାନର ଶିକ୍ଷକ ତଥା ମାଲିକ । ଏଭଳି ଘଟଣା ଘଟିଛି ଗଣିଆ ଥାନା ଅଞ୍ଚଳରେ । ଅଭିଯୋଗ!-->…
Read More...
Read More...
ବୌଦ୍ଧରେ ଶ୍ରୀଜିଉମାନଙ୍କ ଦେବସ୍ନାନ ଓ ଗଜାନନ ବେଶ
ବୌଦ୍ଧ,୪/୬:- ସ୍ଥାନୀୟ ଶ୍ରୀଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ସ୍ନାନମଣ୍ଡପରେ ଆଜି ଶ୍ରୀଜିଉମାନଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଠାକୁରଙ୍କ ସମସ୍ତ ନୀତିକାନ୍ତି ଓ ଭୋଗଲାଗି ହେବାପରେ ବ୍ରାହ୍ମଣ ସମାଜ ତରଫରୁ ବ୍ରାହ୍ମଣମାନେ ଠାକୁରମାନଙ୍କୁ ମନ୍ଦିର ଗମ୍ଭୀରାରୁ ପହଣ୍ଡିରେ ଆଣି ସ୍ନାନ!-->…
Read More...
Read More...