Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ହରଭଙ୍ଗାରେ ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଭାବେ ଯୋଗଦେଲେ ଡା. ବିଭୁତି ପଣ୍ଡା
ହରଭଙ୍ଗା : ହରଭଙ୍ଗା ପ୍ରାଣୀ ଚିକିତ୍ସାଳୟରେ ଦୀର୍ଘ କୋଡିଏରୁ ଉର୍ଦ୍ଧ୍ୱ ବର୍ଷ ଧରି ଖାଲି ପଡ଼ିଥିବା ଅତିରିକ୍ତ ପ୍ରାଣୀ ଚିକିତ୍ସକ ପଦବୀ ପୂରଣ ହୋଇଛି । ନିକଟ ଅତୀତରେ ରାଜ୍ୟ ସରକାରଙ୍କ ଦ୍ୱାରା ନବ ନିଯୁକ୍ତ ଡା. ବିଭୂତି ପଣ୍ଡା ଅତିରିକ୍ତ ପ୍ରାଣୀ ଚିକିତ୍ସକ ଭାବରେ ହରଭଙ୍ଗାରେ ଯୋଗ!-->…
Read More...
Read More...
ବାଲି ପାଇଁ ଅଧପନ୍ତରିଆ ଆବାସ ଯୋଜନା
ଚମ୍ପୁଆ : କଚ୍ଚା ଘରକୁ ପକ୍କା ଘର କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବହୁ ଯୋଜନା ମାନ ପ୍ରଣୟନ କରିବା ସହିତ ସହରାଂଚଳ ଓ ଗ୍ରାମାଂଚଳର ହିତାଧିକାରୀମାନଙ୍କୁ ଚିହ୍ନଟ କରି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ୪ ମାସ ମଧ୍ୟରେ ଗୃହ ନିର୍ମାଣ ସାରିଲେ ହିତାଧିକାରୀ ମାନଙ୍କୁ!-->…
Read More...
Read More...
ଫୁଲବାଣୀ ମେଡିକାଲ କଲେଜ ପରିସରରେ ୫ଫୁଟର ଅଜଗର ସାପ ଉଦ୍ଧାର
ଫୁଲବାଣୀ :ଆଜି ମଧ୍ୟାହ୍ନ ସମୟରେ ଫୁଲବାଣୀ ମେଡିକାଲ କଲେଜ ପରିସରରେ ଏକ ୫ଫୁଟର ଅଜଗର ସାପ ପଶିଯାଇଥିବା ନେଇ କଲେଜ କାର୍ଯ୍ୟ ନିର୍ମାଣ କରୁଥିବା ସଂସ୍ଥାରୁ ଟିମ୍ ହ୍ୟୁମାନିଟି କନ୍ଧମାଳର ଆବାହକଙ୍କୁ ଯୋଗାଯୋଗ କରାଯାଇଥିଲା । ତୁରନ୍ତ ଟିମର ସ୍ନେକ ହେଲ୍ପଲାଇନ ସଦସ୍ୟ ଭି. ଜଗନ୍ନାଥ ରାଜୁ,!-->…
Read More...
Read More...
ସାପ କାମୁଡାରେ ଦଣ୍ଡ ନୃତ୍ୟ କଳାକାରଙ୍କ ମୃତ୍ୟୁ
ପାଟଣାଗଡ଼ : ପାଟଣାଗଡ଼ ଥାନା କେରବେଡା ପଞ୍ଚାୟତ ପୁଟିସ ବାହାଲ ଗ୍ରାମର ସୁନାମଧନ୍ୟ ଦଣ୍ଡ ନୃତ୍ୟ କଳାକାର ନକୁଲ ବରିହା(୫୦) ଙ୍କ କେଲତ ସାପ କାମୁଡାରେ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ନକୁଲ ଘରେ ଥିବା ସମୟରେ କେଲତ ସାପଟି କାମୁଡି ଦେଇଥିଲା । ପରିବାର!-->…
Read More...
Read More...
ଟ୍ରକ ଓ ଆଇଚର ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର
ହରଭଙ୍ଗା:ଟ୍ରକ ଓ ଆଇଚର ମଧ୍ୟରେ ମୁହାଁମୁହିଁ ଧକ୍କା, ଆଇଚର ଡ୍ରାଇଭର ଗୁରୁତର । ସୂଚନା ମତେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ଚାରିଛକ ଶିବମନ୍ଦିର ପାଖରେ ଏକ ଟ୍ରକ ଓ ଆଇଚର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଆଇଚର ଡ୍ରାଇଭରକୁ ଗୁରୁତର!-->…
Read More...
Read More...
ମିନିବସ ସହ ବାଇକ ମୁହାଁମୁହିଁ ଧକ୍କା; ବାପା ମୃତ, ପୁଅ ଗୁରୁତର
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ରାଆଣ୍ଡି ଛକ ନିକଟରେ ଗୋଟିଏ ଯାତ୍ରୀବାହୀ ମିନିବସ ସହ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବାଇକ ଆରୋହୀ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ତିରିବିରି ଗ୍ରାମର ପଟିଆ ପ୍ରଧାନ ହୋଇଥିବା ବେଳେ!-->…
Read More...
Read More...
୪୩ ଲକ୍ଷ ଟଙ୍କାର ଅନଲାଇନ ଠକେଇ ମାମଲାରେ ୩ ଜଣଙ୍କୁ ଗିରଫ କଲା ବୌଦ୍ଧ ପୋଲିସ
ବୌଦ୍ଧ,୧୬/୭ - ରାଜ୍ୟର ତିନୋଟି ଜିଲ୍ଲାରୁ ୪୩ ଲକ୍ଷ ଟଙ୍କାର ଅନଲାଇନ ଠକେଇ କରିଥିବା ୩ ଜଣଙ୍କୁ ବୌଦ୍ଧ ପୋଲିସ ଗିରଫ କରିଛି । ଏ ନେଇ ପୋଲିସ ଜିଲ୍ଲା ମୁଖ୍ୟାଳୟ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ ସୂଚନା ଦେଇଛନ୍ତି । ସୂଚନା ପ୍ରକାରେ ବୌଦ୍ଧ,!-->…
Read More...
Read More...
ଅମଲା ଦିବସ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ପୁରୀ : ଓଡିଶା ଅମଲା ସଂଘ ୧୬: ୦୭:୧୯୪୩ ମସିହାରେ ରେଜିଷ୍ଟେସନ ହୋଇଥିଲା, ଏଣୁ ଓଡିଶା ଅମଲା ସଂଘର ନିଷ୍ପତ୍ତି ଅନୁଯାଇ ଜୁଲାଇ ୧୬ ତାରିଖ ଦିନ ଅମଲା ଦିବସ ଉପଲକ୍ଷେ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ବିଭାଗର ଅମଲାମାନେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଛନ୍ତି । ପୁରୀ ଜିଲ୍ଲାର ସଭାପତି ମହେନ୍ଦ୍ର!-->…
Read More...
Read More...
ଦଳ ଟିକଟ ନଦେଲେ ସ୍ବାଧୀନ ଭାବେ ଲଢ଼ିବି
କଟକ : କଂଗ୍ରେସ କୌଣସି ପ୍ରାଇଭେଟ୍ ଲିମିଟେଡ୍ କଂପାନି ନୁହେଁ। ଶରତ ପଟ୍ଟନାୟକ ହୁଏତ ଆଗକୁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନଥିବେ। ତାଙ୍କ ବିରୋଧରେ ଜାରି ହୋଇଥିବା ନିଲମ୍ବନ ନିଷ୍ପତ୍ତି ହୁଏତ ଆଗକୁ ପ୍ରତ୍ୟାହାର ହୋଇ ଯାଇଥିବ। ତେଣୁ ସେ ଏବେ ବି କଂଗ୍ରେସରେ ଅଛନ୍ତି, ଆଗକୁ ବି ରହିବେ।!-->…
Read More...
Read More...
ଫୁଲବାଣୀ ବିଦ୍ୟୁତ୍ ବିଭାଗ ଗୋଦାମର ଛଟେଇ ସୁରକ୍ଷା ଗାର୍ଡଙ୍କ
ପୁନଃ ଥଇଥାନ ଦାବିରେ ଧାରଣା
ଫୁଲବାଣୀ: କନ୍ଧମାଳ ଜିଲ୍ଲା ମୁଖ୍ୟାଳୟରେ ଥିବା ବିଦ୍ୟୁତ୍ ବିଭାଗର ବିଦ୍ୟୁତ୍ ସରଞ୍ଜାମର ଗୋଦାମରେ ଦୀର୍ଘ ବର୍ଷ ଧରି ନିରନ୍ତର କାର୍ଯ୍ୟ କରି ଆସୁଥିବା ସୁରକ୍ଷା ଗାର୍ଡ ମାନଙ୍କୁ ଛଟେଇ କରି ଦିଆଯାଇଛି । ସେମାନଙ୍କୁ ପୁନଃ ଥଇଥାନ ଦାବିରେ ଆଜି ସମସ୍ତ ଛଟେଇ ସୁରକ୍ଷା ଗାର୍ଡ ଭୀଷଣ ବର୍ଷାରେ!-->…
Read More...
Read More...