Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଦିବ୍ୟାଙ୍ଗଙ୍କ ମାନଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ
ନବରଙ୍ଗପୁର:ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଦିବ୍ୟାଙ୍ଗଙ୍କ ମାନଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନର ଶେଷ ଦିନରେ (ଅଷ୍ଟମ) ଚନ୍ଦହାଣ୍ଡି ବ୍ଲକ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ,!-->…
Read More...
Read More...
୫-ଟି ସଚିବଙ୍କ ଯୋରନ୍ଦା ଗସ୍ତ,ମହିମା ଧର୍ମର ଦର୍ଶନ ମୁଖ୍ୟମନ୍ତ୍ରୀଙ୍କ ସେବା ଓ ସୁଶାସନ ପାଇଁ ପ୍ରେରଣା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ସ୍ଥିତ ପ୍ରସିଦ୍ଧ ମହିମା ଗାଦି ପରିଦର୍ଶନ କରିଥିଲେ। ମହିମା ଧର୍ମର ଏହି ମହାନ ପୀଠ ଯୋରନ୍ଦା ଅଞ୍ଚଳ ତଥା ମହିମା ଗାଦିର ବିକାଶ,!-->…
Read More...
Read More...
ଚାରିଗଡ ପଣ୍ଡରା ମାଲି ସମାଜର ବାର୍ଷିକ ବୈଠକ
ସିନାପାଲି:ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗୋଡାଳ ଗ୍ରାମ ପଞ୍ଚାୟତ ସ୍ଥିତ ଡଙ୍ଗରଗାଁ ଠାରେ ଚାରିଗଡ ପଣ୍ଡରା ମାଳି ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୂଆପଡ଼ା ଜିଲ୍ଲା ସମେତ ନବରଙ୍ଗପୁର, କଳାହାଣ୍ଡି ଅଞ୍ଚଳର କର୍ମକର୍ତ୍ତା ଓ ଜନସାଧାରଣ ଯୋଗଦାନ କରିଥିଲେ । ଏହି!-->…
Read More...
Read More...
ଅବାରସିଂ ଡୁମ୍ବା ପାର୍କଠାରେ ମିଶନ ଶକ୍ତି କାଫେ ଉଦଘାଟିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ଅବାରସିଂ ଗ୍ରାମ ପଞ୍ଚାୟତର ଡୁମ୍ବା ପାର୍କଠାରେ ମିଶନ ଶକ୍ତି ଦ୍ୱାରା ପରିଚାଳିତ କାଫେକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବୀରେନ୍ଦ୍ର କୁମାର ଦାସ, ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ ଏସ କୁମାର ଓ ମିଶନ ଶକ୍ତିର ମାଁ!-->…
Read More...
Read More...
ମହାନଦୀରେ ୩୫ ଜଣ ନୂଆ ଅତିଥି:
ମହାନଦୀ ବନ୍ୟପ୍ରାଣୀ ସୁନା ଖଣିଆ ଅଞ୍ଚଳରେ ନୂତନ ଜନ୍ମଜ କୁମ୍ଭୀର ଶାବକ
ହରଭଙ୍ଗା,୨୯/୫:- କୁମ୍ଭୀରଙ୍କ ସୁରକ୍ଷା ବାସସ୍ଥଳୀ କୁହାଯାଉଥିବା ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ କୁଶଙ୍ଗ ରେଞ୍ଜ ଅନ୍ତର୍ଗତ ସୁନାଖଣିଆ ବିଟ୍ ଅଞ୍ଚଳରେ ମହାନଦୀ ଭିତରେ ଗତ ୫ ଦିନ ହେଲା ଘଡିଆଳ ପ୍ରଜାତିର କୁମ୍ଭୀର ଅଣ୍ଡା ଦେବାସହ ୩୫ ଟି ଘଡିଆଳ ଶାବକ ଜନ୍ମ ଦେଇଥିବା ନେଇ ବିଭାଗ ପକ୍ଷରୁ!-->…
Read More...
Read More...
ତାଳଦଣ୍ଡା କେନାଲକୁ ଖସିପଡିଲା କାର୍; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
କଟକ, ୨୯/୦୫ : କଟକରେ ଅଘଟଣ । ତାଳଦଣ୍ଡା କେନାଲକୁ କାର ଖସି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କନ୍ଦରପୁର ଅଞ୍ଚଳର ଜ୍ଞାନେନ୍ଦ୍ର ଜେନା । ଏହି ଦୁର୍ଘଟଣାରେ ତାଙ୍କ ପତ୍ନୀ ଅଞ୍ଜନା ଜେନା ଗୁରୁତର ଆହତ ହୋଇଛନ୍ତି । ଆହତ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି!-->…
Read More...
Read More...
ଉପାସରେ ନୀଳମାଧବ, ପୋଲିସ ଓ ପୂଜକ ବିବାଦ ଯୋଗୁଁ ନୀତି ବନ୍ଦ
ଦଶପଲ୍ଲା,୨୯/୫:- ପ୍ରଭୂ ଜଗନ୍ନାଥଙ୍କର ଆଦିପୀଠ କଣ୍ଟିଲୋ ନୀଳମାଧବଙ୍କ ପୀଠରେ ଭାଙ୍ଗିଲା ଶହେ ବର୍ଷର ପରମ୍ପରା । ଉପାସେ ରହିଲେ ପ୍ରଭୁ ନୀଳମାଧବ । ଏଭଳି ଘଟଣା ଘଟିଛି କଣ୍ଟିଲୋ ନୀଳମାଧବ ମନ୍ଦିରରେ । ପୂଜକମାନଙ୍କ ଆନ୍ଦୋଳନ ଯୋଗୁଁ ନୀଳମାଧବ ମନ୍ଦିରରେ ପୂଜନୀତି ବନ୍ଦ ହୋଇଛି । ପୋଲିସ ଓ!-->…
Read More...
Read More...
ସରକାରଙ୍କ ନିୟମକୁ ଫୁ’, ନିର୍ଦ୍ଧାରିତ ସମୟରେ ଖୋଲୁନି ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ
ବାଲିଗୁଡ଼ା,୨୯/୫:- ସରକାରଙ୍କ ନିୟମକୁ ଖୋଲାଖୋଲି ଉଲ୍ଲଂଘନ । ନିର୍ଦ୍ଧାରିତ ସମୟରେ ଖୋଲୁନି ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ । ନିଜ ମନ ଇଛାରେ କାର୍ଯ୍ୟାଳୟକୁ ଆସୁଛନ୍ତି ଅଧିକାରୀ ଓ କର୍ମଚାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୂର୍ତ୍ତ ବିଭାଗର ଅଧିକ୍ଷଣ!-->…
Read More...
Read More...
୫୦ତମ ରକ୍ତଦାନ କରି ଚର୍ଚ୍ଚାରେ ଯୁବ ସାମ୍ବାଦିକ ଜଗନ୍ନାଥ ସାଗର
ସିନାପାଲି: କୁହାଯାଏ,ଦାନ ଓ ସେବାରେ ଯେଉଁ ଆନନ୍ଦ ଥାଏ,ତାହା ଅନ୍ୟ କେଉଁଥିରେ ନଥାଏ । ରକ୍ତ ଦାନ ସେହିଭଳି ଏକ କାର୍ଯ୍ୟ । ରକ୍ତ ଦାନ ଅର୍ଥ ଜୀବନ ଦାନ । ଏହା ଅତୀବ ପୁଣ୍ୟ କାର୍ଯ୍ୟ । ସମାଜରେ ଏଭଳି ଅନେକ ବ୍ୟକ୍ତି ଅଛନ୍ତି,ଯେଉଁମାନେ ଏଭଳି ପୁଣ୍ୟ କାର୍ଯ୍ୟ କରି ଅନ୍ୟର ଜୀବନ ବ ।ନ୍ତି । ଆଉ!-->…
Read More...
Read More...
ସାମ୍ବାଦିକ ସଂଘ ପକ୍ଷରୁ ମାଟ୍ରିକ ଏ-୧ଛାତ୍ରଙ୍କୁ ସମ୍ବର୍ଦ୍ଧିତ
ହରଭଙ୍ଗା,୨୮/୫:- ଗତ ୨୦୨୨-୨୩ ମାଟ୍ରିକ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଖରସଙ୍କୁଲୋଇ ଗ୍ରାମର ଦୁଇ ଜାଆଁଳା ଭାଇ ଓଁ ପ୍ରକାଶ ଓ ସତ୍ୟ ପ୍ରକାଶ ଏ-୧ ଗ୍ରେଡ଼ ରେ ଉତୀର୍ଣ୍ଣ ହୋଇ ବ୍ଲକ ଏବଂ ଜିଲ୍ଲାରେ ଗୌରବ ଆଣିଥିଲେ । ଏନେଇ ଓଡିଶା!-->…
Read More...
Read More...