Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କୃଷ୍ଣ-ବଳରାମ କାଳୀୟଦଳନ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ
ସୁବର୍ଣ୍ଣପୁର : ଆଜି ମହାପ୍ରଭୁ ଜଗନ୍ନାଥଙ୍କ ନବଦିନାତ୍ମକ ଯାତ୍ରା ଅବସରରେ ଶ୍ରୀ ଗୁଣ୍ଡିଚା ମନ୍ଦିରଠାରେ ଶ୍ରୀଜିଉଙ୍କ କୃଷ୍ଣବଳରାମ କାଳୀୟ ଦଳନ ଅବତାର ଅନୁଷ୍ଠିତ ହୋଇଛି । ଦିନସାରା ଝିପଝିପି ବର୍ଷା ସତ୍ତେ୍ୱ ମହାପ୍ରଭୁଙ୍କ ଏପରି ଦିବ୍ୟଲୀଳାକୁ ଦେଖିବାକୁ ଭକ୍ତ ଓ ଶ୍ରଦ୍ଧାଳୁ ସମୁହ!-->…
Read More...
Read More...
ବିଜେଡିରେ ଯୋଗ ଦେଲେ ବିଜେପିର ଜିଲ୍ଲା ପରିଷଦ ସଭ୍ୟା
ପାଟଣାଗଡ : ପାଟଣାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୪ ନଂ ଜୋନ ବିଜେପି ଜିଲ୍ଲା ପରିଷଦ ସଭ୍ୟା ଝରଣା ଭୋଇ ଆଜି ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦାନ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ!-->…
Read More...
Read More...
ଆରମ୍ଭ ହେଲା ବାହୁଡା ପ୍ରସ୍ତୁତି ; ଦକ୍ଷିଣମୋଡ଼ ହେଲା ରଥ, ନାକଚଣା ଦୁଆରେ ତାଳଧ୍ୱଜ ଓ ଦର୍ପଦଳନ
ପୁରୀ : ଘୋଷଯାତ୍ରାର ଷଷ୍ଠୀ ତିଥିରେ ଆରମ୍ଭ ହୋଇଛି ବାହୁଡା ପ୍ରସ୍ତୁତି । ହେରାପଞ୍ଚମୀରେ ମହାଲକ୍ଷ୍ମୀଙ୍କ ଦ୍ୱାରା ନନ୍ଦିଘୋଷ ରଥ ଭଙ୍ଗା ଯିବା ପରେ କଥା ରକ୍ଷାକରି ଶ୍ରୀମନ୍ଦିରକୁ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ମହାପ୍ରଭୁ । ଏଥିପାଇଁ ଷଷ୍ଠୀ ତିଥିରେ ରଥଗୁଡିକୁ ଦକ୍ଷିଣ ମୋଡ଼ କରାଯାଇ!-->…
Read More...
Read More...
ଜିଲ୍ଲା ପ୍ରଶାସନର ଉତ୍ତମ ପ୍ରୟାସ ; ଅନାଥ ଝିଅର ହାତ ଧରିଲା ରାଜସ୍ଥାନର ଶିକ୍ଷିତ ଯୁବକ
ଫୁଲବାଣୀ :ଦିନେ ସେ ଥିଲା ଅଲୋଡା,ଫିଙ୍ଗି ଦିଆଯାଇଥିଲା ପରିତ୍ୟକ୍ତ ସ୍ଥାନରେ । ଜନ୍ମ କଲା ମାଆ ଛାତିରେ ପଥର ରଖି ଫିଙ୍ଗି ଦେଇଥିଲା ଝିଅଟିକୁ । ଉଦ୍ଧାର ହେବା ପରେ ମେଡିକାଲ ଓ ମାତ୍ର ତିନି ମାସର ହୋଇଥିଲା ବେଳେ ପହଞ୍ଚିଲା ଫୁଲବାଣୀର ସାଧନ ଅନାଥାଶ୍ରମରେ ।ଏଠି ମାଆ ବାପା ପରିବାରର ସ୍ନେହ!-->…
Read More...
Read More...
ଜବାହାର ନବୋଦୟ ମେଧାବୃତ୍ତି ଜିଲ୍ଲା ଟପ୍ପର ହେଲେ ଶାଶ୍ୱତ୍ ପ୍ରେମ୍
ଦଶପଲ୍ଲା: ଚଳିତ ବର୍ଷର ଜବାହାର ନବୋଦୟ ମେଧାବୃତ୍ତି ଫଳାଫଳ ପ୍ରକାଶ ପାଇଛି । ଆଉ ଏହି ଫଳାଫଳ ତାଲିକାରେ ନୟାଗଡ଼ରେ ଜିଲ୍ଲାରେ ଦଶପଲ୍ଲାର ନାମ ଆଗରେ ରହିଛି । ନବୋଦୟ ମେଧାବୃତ୍ତି ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ନୟାଗଡ ଜିଲ୍ଲା ଟପ୍ପର ଭାବେ ସ୍ଥାନ ପାଇଛନ୍ତି ଷଷ୍ଠ ଶ୍ରେଣୀର ଛାତ୍ର!-->…
Read More...
Read More...
ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଲେ ହୀରାଞ୍ଚଳ ଜିଲ୍ଲାପ୍ରତିନିଧି
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ଦାୟିତ୍ୱ ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଆସୁଛି । ଗତ ଶୁକ୍ରବାର ଦିନ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଲା ପରେ ହୀରାଞ୍ଚଳ ଗଞ୍ଜାମ ଜିଲ୍ଲା ପ୍ରତିନିଧି!-->…
Read More...
Read More...
ଅବ୍ୟବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ
ବାଲିଗୁଡ଼ା: ଅବ୍ୟବସ୍ଥାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ । ସହର ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ ଆଦିବାସୀ ମହାବିଦ୍ୟାଳୟ ସମ୍ମୁଖରେ ଥିବା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଲୟ ରହିଛି । କିନ୍ତୁ ଦୀର୍ଘ ବର୍ଷ ହେବ!-->…
Read More...
Read More...
ଭାରି ସ୍ୱାଭିମାନୀ କନ୍ଧମାଳର ଋତୁଲି ମଳିକ
ବାଲିଗୁଡ଼ା: ଆଖିକୁ ଭଲ କରି ଦେଖା ଯାଉନି । ଚାଲିବାକୁ ଆଉ ଅଣ୍ଟାରେ ବଳ ନାହିଁ । ହାତର ଚମଡା ଗୁଡିକ ଶୁଖି ଗଲାଣି । ତଥାପି ରାସ୍ତା କଡ଼ରେ ପଡ଼ିଥିବା ଶାଳ ମଞ୍ଜି ଗୁଡ଼ିକ ସଂଗ୍ରହ କରିବାରେ ବ୍ୟସ୍ତ ଅଛନ୍ତି ଏହି ବୁଢ଼ୀ ମାଆ ଜଣକ । ନା ଟି ତାଙ୍କର ଋତୁଲି ମଳିକ । ଘର ତାଙ୍କର ବାଲିଗୁଡ଼ା!-->…
Read More...
Read More...
ଅସରାଏ ବର୍ଷାରେ ଦୈନିକ କୃଷକ ବଜାର ବେହାଲ
ନବରଙ୍ଗପୁର : ନବରଙ୍ଗପୁର ସଦମହକୁମାରେ ଅବସ୍ଥିତ ଦୈନିକ କୃଷକ ବଜାରର ଅଧା ଅଂଶ ଅସରାଏ ବର୍ଷାରେ ଭାସିଯାଉଛି । ବଜାରର ଭିତର ପାର୍ଶ୍ୱ ପୂର୍ବରୁ ପଶ୍ଚିମ ଦିଗକୁ ଗଡାଣିଆ ଥିବା ବେଳେ ବର୍ଷା ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନାହିଁ । ୨୦୧୭ ମସିହାରେ ଶୁଭାରମ୍ଭ ହୋଇଥିବା ଏହି ଦୈନିକ କୃଷକ!-->…
Read More...
Read More...
ଶ୍ରୀମନ୍ଦିରରେ ଅନୁଷ୍ଟିତ ହେଲା ହେରା ପଞ୍ଚମୀ ନୀତି
ପୁରୀ : ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ହେରାପଞ୍ଚମୀ ନୀତି । ବିଧି ପରମ୍ପରା ଅନୁଯାଇ ଆଡପମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ରାତ୍ରରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିମାନରେ ଆସିଥିଲେ । ଗତ ରୁକ୍ମଣୀ ହରଣ ଏକାଦଶୀ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ!-->…
Read More...
Read More...