Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭୈରବୀ ଡିଗ୍ରୀ କଲେଜରେ ବନ ମହୋତ୍ସବ
ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ କାର୍ଯ୍ୟକ୍ରମ ଅଧିକାରୀ ରଞ୍ଜିତ କୁମାର ସାମଲଙ୍କ ତତ୍ତ୍ୱାବଧାନରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ଡ଼କ୍ଟର ରମେଶ ଚନ୍ଦ୍ର!-->…
Read More...
Read More...
ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ
ନବରଙ୍ଗପୁର: ଜିଲ୍ଲା ମିଶନ ଶକ୍ତି ସଭା ଗୃହ,ନବରଙ୍ଗପୁର ଠାରେ ଜାତୀୟ ମତ୍ସ୍ୟଚାଷୀ ଦିବସ ୨୦୨୩ ପାଳିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୦୦ରୁ ଉର୍ଦ୍ଧ୍ୱ ମାଛଚାଷୀ ମତ୍ସ୍ୟଜୀବୀ , ମାଛଚାଷ କରୁଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ମତ୍ସ୍ୟ ଉଦ୍ୟୋଗୀ ମାନେ ଯୋଗ ଦେଇଥିଲେ!-->…
Read More...
Read More...
ଆଖି ଧରିଥିଲେ ଏହି ଦିଗ ପ୍ରତି ସଚେତନ ହୁଅନ୍ତୁ, କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର: ଏ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ତଥ୍ୟ ନ ଥିଲେ ବି ଆଖିଧରା ରୋଗୀ ସଂଖ୍ୟରେ ବୃଦ୍ଧି ଘଟିଛି। ଆଖି ଧରିଥିଲେ ପିଲାଙ୍କୁ ସ୍କୁଲ ନ ପଠାଇବା ପାଇଁ ଅଭିଭାବକଙ୍କୁ ନିବେଦନ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।ସେ କହିଛନ୍ତି, ଆଖିଧରା ହେଉଛି ଭୂତାଣୁଜନିତ ରୋଗ।!-->…
Read More...
Read More...
ବଜ୍ରାଘାତରେ ମା ଓ ପୁଅ ମୃତ
ଜୟପୁର: ବଜ୍ରାଘାତରେ ମା ଓ ପୁଅ ମୃତ। ଏଭଳି ଘଟଣା ଘଟିଛି ବୋରିଗୁମ୍ମାବ୍ଲକର ଅଂଚଳା ଗାଁରେ। ଘଟଣାରୁ ପ୍ରକାଶ ଯେ ଆଜି ଅଂଚଳା ଗାଁର ଲିଙ୍ଗରାଜ ହାଲବା ନିଜ ସ୍ତ୍ରୀ ଦୁରୁବତୀ ହାଲବା ଏବଂ ପୁଅ ଦୀପକ ହାଲବା ମିଶି ନିଜ ଚାଷ ଜମିରେ ଚାଷ କାର୍ଯ୍ୟ କରୁଥିଲେ। ହଠାତ ଘଡଘଡି ସହ ପ୍ରବଳ ବର୍ଷା!-->…
Read More...
Read More...
ନାମାଙ୍କନପତ୍ର ଦାଖଲ କଲେ ଜୟଶଙ୍କର
ଅହମ୍ମଦାବାଦ: ବହିର୍ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ସୋମବାର ଗାନ୍ଧିନଗରରେ ରାଜ୍ୟ ସଭା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଗୁଜରାଟରେ ତିନୋଟି ରାଜ୍ୟ ସଭା ଆସନ ପାଇଁ ଚଳିତ ମାସ ଶେଷ ସୁଦ୍ଧା ନିର୍ବାଚନ ଅନୁଷ୍ଠିତ ହେବ। ବାକି ଦୁଇଟି ଆସନ ପାଇଁ ପ୍ରାର୍ଥୀଙ୍କ ଉପରେ ଭାଜପା ସଂସଦୀୟ!-->…
Read More...
Read More...
କାର ସହ ୫୮ କିଲୋ ଗଞ୍ଜେଇ ଜବତ : ଜଣେ ଗିରଫ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସଦର ଅବକାରୀ ବିଭାଗ ରାଣୀପଥର ଚେକ ଗେଟ ଠାରେ ଚଢ଼ାଉ କରି ଏକ କାରରୁ ୫୮ କିଲୋ ଗଞ୍ଜେଇ ଜବତ କରିଛି । ଏ ସଂକ୍ରାନ୍ତରେ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।କୌଣସି ସୂତ୍ରରୁ ଖବର ପାଇ ସଦର!-->…
Read More...
Read More...
ଜିଲ୍ଲା ଶିଶୁ ଓ ମାତୃ ଚିକିତ୍ସାଳୟ ପରିସରରେ ଆରମ୍ଭ ହେଲା ମାଗଣା ରନ୍ଧା ଖାଦ୍ୟ ବ୍ୟବସ୍ଥା
ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲା ପ୍ରସୂତିକାଳୀନ ମାତୃ ଓ ଶିଶୁ ଚିକିତ୍ସାଳୟ ପରିସରରେ ଚନ୍ଦ୍ରିକା ସେବା ଟ୍ରଷ୍ଟ ପକ୍ଷରୁ ରୋଗୀ ସମ୍ପର୍କୀୟମାନଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଯୁବ ନେତା ଅମିୟ ରଞ୍ଜନ ଦାସ ଓ ପୂଜା ପଲ୍ଲବିଙ୍କ ଦ୍ୱିତୀୟ!-->…
Read More...
Read More...
ମର୍ମନ୍ତୁଦ ସଡକ ଦୁର୍ଘଟଣା,ଜଣେ ମୃତ
ଦଶପଲ୍ଲା : ଆଜି ସକାଳ ୭ ଘଟିକା ସମୟରେ ଦଶପଲ୍ଲା ନିକଟବର୍ତ୍ତି ଖୋର୍ଦ୍ଧା - ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ରଂଗମାଟିଆ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ଏକ ମାଲ୍ ବୋଝେଇ ଟ୍ରକ୍ ଓ ଏକ ଆଇଚର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ!-->…
Read More...
Read More...
ଶ୍ରାବଣର ପ୍ରଥମ ସୋମବାର ପାଇଁ ଶ୍ରୀଲୋକନାଥ ପୀଠରେ ବ୍ୟାପକ ବ୍ୟବସ୍ଥା
ପୁରୀ : ଆସନ୍ତାକାଲି ଯୋଡ଼ା ଶ୍ରାବଣର ପ୍ରଥମ ସୋମବାର । ଏଥିପାଇଁ ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥ ଦେବଙ୍କ ପୀଠରେ ବୋଲବମ୍ ଭକ୍ତଙ୍କ ଭିଡ଼ ଜମିବ । ସେନେଇ ସ୍ୱତନ୍ତ୍ର ପ୍ରସ୍ତୁତି ପ୍ରଶାସନ ପକ୍ଷରୁ କରାଯାଇଛି । ଆଜି ପାଳିଆ ସେବକ ରାତି ୯ଟା ସୁଦ୍ଧା ସମସ୍ତ ନୀତିକାନ୍ତି ସାରି ପହୁଡ଼ କରିବେ!-->…
Read More...
Read More...
ଆସନ୍ତାକାଲି ଶ୍ରାବଣର ପ୍ରଥମ ସୋମବାର, ଉତ୍ସାହିତ କାଉଡ଼ିଆ
ଭୁବନେଶ୍ୱର: ଆସନ୍ତାକାଲି ଶ୍ରାବଣର ପ୍ରଥମ ସୋମବାର। ଦେବଦେବ ମହାଦେବଙ୍କୁ ଜଳଲାଗି କରିବେ ଶିବଭକ୍ତ । ଏଥର କୌଣସି କୋଭିଡ଼ କଟକଣା ନଥିବାରୁ ଉତ୍ସାହିତ ଅଛନ୍ତି କାଉଡ଼ିଆ। ଏଥର ଦୁଇ ମାସିଆ ଶ୍ରାବଣରେ ଜଳାଭିଷେକର ସୁଯୋଗ ମିଳିଥିବାରୁ କାଉଡ଼ିଆମାନେ ବେଶ ଆନନ୍ଦ ଅନୁଭବ କରିଛନ୍ତି। ତେବେ ଆଜିଠୁ!-->…
Read More...
Read More...