Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଘୁ ଉଦୟଗିରିରେ ନୂତନ ତହସିଲଦାର ଭାବେ ରଞ୍ଜନ କୁମାର ସାହୁଙ୍କ ଯୋଗଦାନ
ଘୁ ଉଦୟଗିରି: ସ୍ଥାନୀୟ ତହସିଲଦାର ଭାବରେ ରଞ୍ଜନ କୁମାର ସାହୁ ଯୋଗଦାନ କରିଛନ୍ତି । ଏଠି କାର୍ଯ୍ୟରତ ଥିବା ତହସିଲଦାର ଶୁଭ୍ରାଂଜଳି ପ୍ରଧାନଙ୍କ ରାୟଗଡା ଜିଲ୍ଲାର ଗୁଣୁପୁରକୁ ବଦଳି ହେବା ପରେ ତାଙ୍କ ସ୍ଥାନରେ ଶ୍ରୀଯୁକ୍ତ ସାହୁ ଯୋଗ ଦେଇଛନ୍ତି । । ସେ ଜଣେ ଯୁବା, ନୂତନ ଭାବରେ ପ୍ରଥମ ଥର ଘୁ!-->…
Read More...
Read More...
ସାଧାରଣ ନିର୍ବାଚନ ପୂର୍ବରୁ ବାଲିଗୁଡ଼ାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ
ବାଲିଗୁଡ଼ା: ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଏବେଠାରୁ ସମସ୍ତ ରାଜନୈତିକ ଦଳ ଭିନ୍ନ ଭିନ୍ନ ଢ଼ଙ୍ଗରେ ପ୍ରାକ୍ ନିର୍ବାଚନୀ ପ୍ରଚାର ଆରମ୍ଭ କରିଦେଲେଣି । ଏଭଳି ସ୍ଥିତିରେ କର୍ଣ୍ଣାଟକର ଫଳାଫଳ ପରେ ରାଜ୍ୟ କଂଗ୍ରେସ ବେଶ୍ ଉତ୍ସାହିତ ଥିବା ପରିଲକ୍ଷିତ ହେଉଛି । କନ୍ଧମାଳ ଜିଲ୍ଲା!-->…
Read More...
Read More...
ଶ୍ରୀମନ୍ଦିର ଗର୍ଭଗୃହ ଓ ନାଟମଣ୍ଡପର ହେବ ମରାମତି
ପୁରୀ : ଶ୍ରୀଜୀଉଙ୍କ ନବଦିନାତ୍ମକ ଯାତ୍ରା ଚାଲିଥିବା ବେଳେ ଶ୍ରୀମନ୍ଦିର ଗର୍ଭଗୃହ ଓ ନାଟମଣ୍ଡପର ହେବ ମରାମତି ଓ ଅନୁଧ୍ୟାନ । ଶ୍ରୀମନ୍ଦିର ନାଟମଣ୍ଡପ, ଗର୍ଭଗୃହ ଓ ଗରୁଡ଼ସ୍ତମ୍ଭ ଉପରିଭାଗ ପିଲାରରେ ଥିବା ଫାଟ ଅନୁଧ୍ୟାନ କରାଯିବ । ପୂର୍ବରୁ ଲାଗିଥିବା କ୍ରାକ ମିଟର ଅନୁଧ୍ୟାନ କରାଯାଇ!-->…
Read More...
Read More...
ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ
ପୁରୀ : ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ନିମାପଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ନିମାପଡ଼ା ଥାନା ଅଧୀନ ରତ୍ନାକର ବିହାର ଓମଫେଡ ଛକ ନିକଟରେ ଚଢ଼ାଉ କରି ଅନିଲ୍ କୁମାର ରାଉତ (୩୦) ବର୍ଷ ନାମକ ଜଣେ!-->…
Read More...
Read More...
ଟି-୧୦ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ; ପୁରୁଣାକଟକ ଚାମ୍ପିୟନ
ହରଭଙ୍ଗା:ହରଭଙ୍ଗା ବ୍ଲକ ତିଳେଶ୍ୱର ଖେଳପଡ଼ିଆଠାରେ ବୁଧବାର ତିଳେଶ୍ୱର କ୍ରିକେଟ ଆସୋସେସନ ଆନୁକୂଲ୍ୟରେ ଟି-୧୦ ପ୍ରିମିୟର ଲିଗ ତିଳେଶ୍ୱର ୨୦୨୩ ଉଦଯାପିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟ ୪ଦିନ ଧରି ଚାଲିଥିବା ବେଳେ ଆଜି ଉଦଯାପନୀ ମ୍ୟାଚରେ ଆସୁ-୧୧ ପୁରୁଣାକଟକ ସହିତ ଲଇଗାଁ ମଧ୍ୟରେ ଖେଳ!-->…
Read More...
Read More...
ଡାହାଣୀ ପ୍ରଥାକୁ ନା କୁହନ୍ତୁ , ଗଜପତି ଜିଲ୍ଲାରେ ହେବ ବ୍ୟାପକ ସଚେତନତା
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ଡାହାଣୀ, ଗୁଣି ଗାରେଡି ଭଳି କୁପ୍ରଥା ଏବେ ବି ଚାଲିଛି,ଏହାକୁ ନେଇ ଲୋକଙ୍କୁ ସାମାଜିକ ବାସନ୍ଦ କରାଯାଉଛି । ଏହାକୁ ବିଲୋପ କରିବା ପାଇଁ ଗଜପତି ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କରିବାକୁ ସ୍ଥିର ହୋଇଛି । ଏହି ପରିପ୍ରେକ୍ଷୀରେ ଡାହାଣୀ!-->…
Read More...
Read More...
ଦୀର୍ଘ ଦିନ ପରେ ନନ୍ଦାହାଣ୍ଡି ବ୍ଲକରେ ନୂତନ ବ୍ଲକ ଶିକ୍ଷାଧିକାରୀଙ୍କ ଯୋଗଦାନ
ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ପୁଷ୍ପାଞ୍ଜଳି ମହାନ୍ତି ନୂତନ ବ୍ଲକ ଶିକ୍ଷାଧିକାରୀ ଭାବେ ଯୋଗଦାନ କରିଛନ୍ତି । ପୂର୍ବରୁ ଦୀର୍ଘ ପ୍ରାୟ ଦେଢ଼ ବର୍ଷେ ହେବ ଏହି ପଦବୀ ଖାଲି ପଡ଼ିରହିଥିଲା । ଅନ୍ୟ ବ୍ଲକର କିମ୍ବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏହି!-->…
Read More...
Read More...
ବିଶ୍ୱ ଯୋଗ ଦିବସ ପାଳିଲେ ଜାପାନୀ ପର୍ଯ୍ୟଟକ
ପୁରୀ : ବିଶ୍ୱ ଯୋଗ ଦିବସ ଅବସରରେ ଭାରତ-ଜାପାନ ଫେଣ୍ଡସିପ୍ ସେଣ୍ଟର ପକ୍ଷରୁ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ୨୫ଜଣ ଜାପାନୀ ପର୍ଯ୍ୟଟକ ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ । ଯୋଗ କରିବା ଦ୍ୱାରା ମଣିଷର ଶରୀର ସୁସ୍ଥ ରହିବା ସହ ମାନସିକ ଚିନ୍ତା ଦୂର ହୋଇପାରୁଛି । ତତ୍ ସହିତ!-->…
Read More...
Read More...
ବାଲିଗୁଡାରେ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ବାଲିଗୁଡା: ‘କର ଯୋଗ, ରୁହ ନିରୋଗ’ । ଯୋଗ, ଶାରିରୀକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । ପ୍ରତିଦିନ ଯୋଗ ଅଭ୍ୟାସ ଦ୍ୱାରା ଆମ ମନ ଶାନ୍ତ ରହିବା ସହ ଶରୀରକୁ ସୁସ୍ଥ ଓ ଶକ୍ତି ମିଳିଥାଏ । ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଯୋଗ ଏକ ସୁନ୍ଦର ଉପଚାର । ତେଣୁ ଯୋଗ କରି ନିରୋଗୀ ହେବା ପାଇଁ!-->…
Read More...
Read More...
ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳିତ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ନୂତନ ଟାଉନ ହଲ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପରିଷଦ ଓ ମିଳିତ ସହଯୋଗରେ ଆୟୋଜିତ ଜ଼ିଲ୍ଲା ପ୍ରଶାସନର ଏହି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ମୁଖ୍ୟ ଅତିଥି!-->…
Read More...
Read More...