Browsing Category

ରାଜ୍ୟ

ପଦନାଭପୁର ଗ୍ରାମର ମୁଖ୍ୟ ରାସ୍ତାରେ ବୋମାମାଡ଼

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମରେ ଗୁରୁବାର ଦିନ ରାତି ୯ ଘଣ୍ଟା ସମୟରେ ବୋମାମାଡ଼ ହେଇଛି । ପଦନାଭପୁର ମୁଖ୍ୟ ରାସ୍ତାରେ ରହୁଥିବା ଶିଶୁ ମନ୍ଦିର ପରିଚାଳକ ସୂର୍ଯ୍ୟନାରାୟଣ ବେହେରାଙ୍କ ଘରକୁ ଲକ୍ଷ୍ୟ କରି ବୋମାମାଡ଼ କରାଯାଇଛି । ଗୋଟିଏ ବୋମା
Read More...

ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ଦ୍ୱାରା କେନ୍ଦୁପତ୍ର ଫଡ଼ି ଘର ଉଦଘାଟିତ

ଜହ୍ନାପଙ୍କ,୨୬/୫:- ବୌଦ୍ଧ କେନ୍ଦୁପତ୍ର ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀପାଲିଠାରେ କେନ୍ଦୁପତ୍ର ଅନୁଦାନରୁ ୮ଲକ୍ଷ ଟଙ୍କାରେ ନିର୍ମାଣ କରାଯାଇଥିବା କେନ୍ଦୁପତ୍ରର ଫଡି ଘରକୁ ଆଜି ଉପବାଚସ୍ପତି ରଜନୀ କାନ୍ତ ସିଂଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ଅରବିନ୍ଦ
Read More...

ଶୋଭା କେୟାର ହସ୍ପିଟାଲରେ ରକ୍ତ ଦାନ ଶିବିର, ଉଦଘାଟନ କଲେ ଜ଼ିଲ୍ଲାପାଳ ଓ ଏସପି

ସୁବର୍ଣ୍ଣପୁର: ଆଜି ସୋନପୁରର ଶୋଭା କେୟାର ହସ୍ପିଟାଲ ଓ ମହାନଦୀ ଧାରା ପକ୍ଷରୁ ଏକ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଛି । ଏହି ଶିବିରକୁ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଏସପି ଅମରେଶ
Read More...

ଅଙ୍ଗନବାଡିର ଶିଶୁଙ୍କୁ ପଚା ଅଣ୍ଡା ଓ ପୋକଡା ଛତୁଆ ମିଳିବା ଘଟଣା, ଗ୍ରାମରେ ପହଞ୍ଚି ତଦନ୍ତ କଲେ ଶିଶୁ ବିକାଶ କର୍ମଚାରୀ

ଦଶପଲ୍ଲା : ଦଶପଲ୍ଲା ବ୍ଲକ ଗୋଡ଼ିବିଡା ଗ୍ରାମରେ ଅଙ୍ଗନବାଡିର କୋମଳମତି ଶିଶୁଙ୍କୁ ପଚା ଅଣ୍ଡା ଓ ପୋକଡା ଛତୁଆ ଦେବାକୁ ନେଇ ଅଭିବାବକମାନେ କ୍ଷୋଭ ପ୍ରକାଶ କରିବା ସହ ଗତ ୨୪ ତାରିଖରେ ପଚା ଅଣ୍ଡା ଧରି ସିଡିପିଓଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଥିଲେ । ଏନେଇ ହୀରାଂଚଳ ସମେତ ବିଭିନ୍ନ
Read More...

ସିଆରପିଏଫ୍‌ ୧୨୭ ବାଟାଲିୟନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପରିସରରେ ଅବସ୍ଥାପିତ ସିଆରପିଏଫ୍‌ ୧୨୭ ବାଟାଲିୟନ୍‌ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ କମାଣ୍ଡାଣ୍ଟ୍‌ ମଉଲି ମୋହନ କୁମାର ଓ ଡେପୁଟି କମାଣ୍ଡାଣ୍ଟ୍‌ ଅଜିତ୍‌ ସି ବାବୁଙ୍କ ନେତୃତ୍ୱରେ ଜବାନମାନେ ସ୍ଥାନୀୟ ବସ୍‌
Read More...

ପୋଖରୀରେ ବୁଡ଼ି ଛାତ୍ର ମୃତ

ବାଲିଗୁଡ଼ା: ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ ଗୁଞ୍ଜିଗାଁ ଅଞ୍ଚଳରେ । ଘଟଣା ପ୍ରକାରେ ସିର୍ତ୍ତିଗୁଡା ଗ୍ରାମର ବିନଦ ପ୍ରଧାନଙ୍କ ଆଠ ବର୍ଷର ପୁଅ ଶୁଭଜିତ ପ୍ରଧାନ
Read More...

ସମ୍ବଲପୁରରେ ‘ଶୀତଳ ଷଷ୍ଠୀ’ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: କେନ୍ଦ୍ର, ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ସମ୍ବଲପୁରର ବିଭିନ୍ନ ସ୍ଥାନରେ ଶୀତଳ ଷଷ୍ଠୀ ଯାତ୍ରାରେ ସାମିଲ ହୋଇ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କରିବା ସହ ମହାଆଳତି କରିଛନ୍ତି । ଶୀତଳ ଷଷ୍ଠୀ ପର୍ବର
Read More...

ସମୂହ ଛୁଟିରେ ଯିବାକୁ ଚେତାବନୀ ଦେଲେ ଅମଲା ସଂଘ

ଦଶପଲ୍ଲା : ଯୋଗ୍ୟତାଭିତ୍ତିକ ଧାରା ୯କୁ କାର୍ଯ୍ୟକାରୀ କରିବା ଦାବି ନେଇ ରାଜ୍ୟ ଅମଲା ସଂଘର ନିଷ୍ପତି କ୍ରମେ ଗତ ସୋମବାର ଠାରୁ ଦଶପଲ୍ଲା ବ୍ଲକର କାର୍ଯ୍ୟରତ ଅମଲା ମାନେ କଳାବ୍ୟାଜ୍‌ ପରିଧାନ ପୂର୍ବକ କାର୍ଯ୍ୟରେ ଯୋଗ ଦେଇଛନ୍ତି । ରାଜ୍ୟ ଅମଲା ସଂଘର ନିଷ୍ପତି କ୍ରମେ ଅମଲା ମାନେ ଆସନ୍ତା ୩୧
Read More...

ମହାପ୍ରଭୁଙ୍କ ଦର୍ଶନ କଲେ ମହାନଦୀ ଟ୍ରିବ୍ୟୁନାଲ ଅଧ୍ୟକ୍ଷ

ପୁରୀ : ଦୁଇଦିନିଆ ପୁରୀ ଗସ୍ତରେ ଆସିଛନ୍ତି ମହାନଦୀ ଟ୍ରିବ୍ୟୁନାଲର ଚେୟାରମ୍ୟାନ ତଥା ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ.ଏମ୍‌. ଖାନଉଇଲକର । ଗତକାଲି ପୁରୀରେ ପହଞ୍ଚିବା ପରେ ମେଫେୟାର ହୋଟେଲରେ ଅବସ୍ଥାନ କରିଥିଲେ ମହାନଦୀ ଟ୍ରିବ୍ୟୁନାଲ ଚେୟାରମ୍ୟାନ । ଆଜି ସକାଳେ କଡା ପୁଲିସ ସୁରକ୍ଷା
Read More...

ଖୁବଶୀଘ୍ର ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ

ଭୁବନେଶ୍ୱର: ଖୁବଶୀଘ୍ର ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ । ରେଜଲ୍ଟ ପ୍ରକାଶ ପାଇଁ ପ୍ରକ୍ରିୟା ଚାଲିଥିବା ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇବ, ପରେ କଳା ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇବ । ୨୮ ମେ’ରେ ଯୁକ୍ତ ୨ ରେଜଲ୍ଟର ତାରିଖ ଘୋଷଣା
Read More...