Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଉତ୍କଳ ବିଦ୍ୱତ ପରିଷଦ ପୁରୀ ପକ୍ଷରୁ ସମୂହ ବ୍ରତୋପନୟନ
ପୁରୀ: ପୁରୀ ଶ୍ରୀ ଗୁଣ୍ଡିଚା ଭକ୍ତ ନିବାସ ଠାରେ ଉତ୍କଳ ବିଦ୍ୱତ ପରିଷଦ ପୁରୀ ପକ୍ଷରୁ ଶ୍ରୀ ଜଗନ୍ନାଥ ଧାମରେ ବ୍ରାହ୍ମଣ ବାଳକଙ୍କୁ ସମୂହ ବ୍ରତୋପନୟନ କରାଯାଇଛି । ରାଜ୍ୟ ଏବଂ ରାଜ୍ୟ ବାହାରୁ ଗରିବ ଏବଂ ଅନାଥ ବ୍ରାହ୍ମଣ ବାଳକମାନେ ଯୋଗ ଦେଇଥିଲେ । ପଶ୍ଚିମ ବଙ୍ଗ, ଓଡିଶା ସମେତ ବିଭିନ୍ନ!-->…
Read More...
Read More...
ବନ ବିଭାଗ ପକ୍ଷରୁ ଉଲୁକ ଉଦ୍ଧାର
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବନ ବିଭାଗ ପକ୍ଷରୁ ଫୁଲବାଣୀ ସାହି ଅଂଚଳରୁ ଏକ ଉଲୁକ ଉଦ୍ଧାର କରାଯାଇଛି । ସୂଚନା ଯୋଗ୍ୟଯେ, ଫୁଲବାଣୀ ସାହି ଅଂଚଳର ପ୍ରକାଶ ସାହୁ ଓ ସୁରୁ ସାହୁ ନାମକ ଦୁଇ ଜଣ ଯୁବକ ଏକ ଛୁଆ ଉଲୁକକୁ ରାସ୍ତାରେ କୁକୁର ଗୋଡାଉ ଥିବା ଦେଖି ଉଦ୍ଧାର କରି ତାକୁ ଘରେ!-->…
Read More...
Read More...
ପୁରୁଣା ଢାଞ୍ଚାକୁ ଫେରିବ ଦଶମ ଶ୍ରେଣୀ ପରୀକ୍ଷା
କଟକ: କୋଭିଡ୍ ମହାମାରୀ ସମୟରେ ପୂର୍ବପ୍ରଚଳିତ ମାଟ୍ରିକ୍ ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଥିଲା । ଯାହାଫଳରେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ବର୍ଷକରେ ଦୁଇ ଥର ବୋର୍ଡ ପରୀକ୍ଷା ଦେବାକୁ ପଡିଲା । ଗତ ଦୁଇ ବର୍ଷ ହେଲା ଏହା ଚାଲିଛି । ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ!-->…
Read More...
Read More...
ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ
କଟକ : ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାନୁ ବାଗଙ୍କୁ ଗତକାଲି କଟକରୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମଙ୍ଗଳବାର ବାଣ ବିସ୍ଫୋରଣ ବେଳେ ସେ ବି ଘଟଣାସ୍ଥଳରେ!-->…
Read More...
Read More...
ସମ୍ବଲପୁରର ନୂଆ ଏସପି ଭାବେ ମୁକେଶ ଭାମୁଙ୍କ ନିଯୁକ୍ତି
ସମ୍ବଲପୁର: ସମଗ୍ର ରାଜ୍ୟରେ ଉଚ୍ଚ ପୁଲିସ ଅଧିକାରୀ (ଆଇପିଏସ) ସ୍ତରରେ କିଛି ଅଦଳ ବଦଳ କରାଯାଇଛି । ଏହି କ୍ରମରେ ସମ୍ବଲପୁର ଏସପି ବାଟୁଲା ଗଙ୍ଗାଧରଙ୍କ ବଦଳି ମୟୁରଭଞ୍ଜ ଜିଲ୍ଲାରେ ଏସପି ରୂପେ କରାଯାଇଛି ଓ ତାଙ୍କ ସ୍ଥାନରେ ରାଉରକେଲାରେ ଏସପି ପଦସ୍ଥ ଥିବା ୨୦୧୩ ର୍ୟାଙ୍କର ଆଇପିଏସ!-->…
Read More...
Read More...
ନୂଆଗାଁ ବ୍ଲକ ମାଟ୍ରିକ ପରୀକ୍ଷା ଫଳାଫଳ, ଏ-୧ରେ ୫ ଜଣ କୃତକାର୍ଯ୍ୟ
ନୂଆଗାଁ : ଗତକାଲି ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏହି ନୂଆଗାଁ ବ୍ଲକ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ବାଳକ ତୁଳନାରେ ଏ ବର୍ଷ ବାଳିକା ମାନେ ବାଜିମାତ କରିଛନ୍ତି । ମିଳିଥିବା ସୂଚନା ମୁତବକ ନୂଆଗାଁ ବ୍ଲକରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ୧ ର!-->…
Read More...
Read More...
ପୁରୀରେ ପହଞ୍ଚିଲା ସପ୍ତମ ପର୍ଯ୍ୟାୟ ରଥକାଠ
ପୁରୀ: ଗୁରୁବାର ସଂଧ୍ୟାରେ ରଥ ଖଳାରେ ପହଞ୍ଚିଛି ସପ୍ତମ ପର୍ଯ୍ୟାୟ ରଥ କାଠ । ସମୁଦାୟ ୬ଟି ୨୦ଫୁଟିଆ ଧଉରା ଓ ଗୋଟିଏ ୨୦ଫୁଟିଆ ସିମିଳି କାଠ ଗଣ୍ଡି ଟ୍ରକ ଯୋଗେ ପୁରୀରେ ପହଞ୍ଚିଛି । ଗଞ୍ଜାମର ତାର୍ଶିଂ ବନଖଣ୍ଡ ରୁ ୫ତି ଧଉରା, ବୌଦ୍ଧର ମାନମୁଣ୍ଡାରୁ ଗୋଟିଏ ଧଉରା ଏବଂ ନୟାଗଡ଼ର ଶରଣକୁଳ!-->…
Read More...
Read More...
ମ୍ୟାଟ୍ରିକ ପରୀକ୍ଷା ଫଳ: ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦମଦାର ସଫଳତା
ଫୁଲବାଣୀ:ପ୍ରକାଶ ପାଇଲା ମ୍ୟାଟ୍ରିକ ପରୀକ୍ଷା ଫଳ । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀଠାରେ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଭିଭାବକମାନଙ୍କ ଖୁସି କହିଲେ ନ ସରେ । ସରକାରଙ୍କ ମ୍ୟାଟ୍ରିକ ଫଳାଫଳ ଘୋଷଣାନାମା ଅନୁସାରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶତ!-->…
Read More...
Read More...
ଡାକ୍ତରଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ, ଅଭିଯୋଗକୁ ଖଣ୍ଡନ କଲେ ଡାକ୍ତର
ହରଭଙ୍ଗା : ବିନା ମୂଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଉଥିବା ସରକାରଙ୍କ ଯୋଜନା ଆଜି ସରକାରୀ ଡାକ୍ତରଖାନାରେ ଫେଲ ମାରିଛି! ବୌଦ୍ଧ ଜିଲ୍ଲା ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନୈକା ମହିଳାଙ୍କ ଗର୍ଭଯନ୍ତ୍ରଣାର ଚିକିତ୍ସା ପାଇଁ ଖୋଦ ଡାକ୍ତର ମେଡିକାଲ ଲେବରରୁମ କର୍ମଚାରୀଙ୍କ ଜରିଆରେ!-->…
Read More...
Read More...
୨୯୯ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ୨୪ଟି ନୂତନ ମୌଳିକ ଜୀବନ ରକ୍ଷାକାରୀ(Basic Life Support) ଆମ୍ବୁଲାନ୍ସ ଏବଂ ୨୯୯ଟି ରୂପାନ୍ତରିତ ଅତ୍ୟାଧୁନିକ ଜୀବନ ରକ୍ଷାକାରୀ (ଏଏଲଏସ) ଆମ୍ବୁଲାନ୍ସ ରାଜ୍ୟବାସୀଙ୍କ ପାଇଁ ଲୋକାର୍ପିତ କରିଛନ୍ତି । ଏହା!-->…
Read More...
Read More...