Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୨ କୁଇଣ୍ଟାଲ ୫୬ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ
ଫୁଲବାଣୀ,୨୯/୫ :- ଗୋଛାପଡା ପୋଲିସକୁ ମିଳିଛି ବଡ଼ ସଫଳତା । କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଗୋଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନିଙ୍କ ନେତୃତ୍ୱରେ ପୋଲିସ ଟିମ ୨୪ ଘଣ୍ଟା ମଧ୍ୟରେ ଦୁଇଟି ସ୍ଥାନରେ ଚଢ଼ାଉ କରି ଅଢେଇ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଗଂଜେଇ ଜବତ!-->…
Read More...
Read More...
ପରିତ୍ୟକ୍ତ ସୁଲଭ ଶୌଚାଳୟର ପୁନରୁଦ୍ଧାର ପାଇଁ ବିଡ଼ିଓଙ୍କ ପରିଦର୍ଶନ
ହରଭଙ୍ଗା,୨୯/୫:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସଦର ମହାକୁମା ଚାରିଛକ ଠାରେ ଦିନକୁ ଦିନ ଜନଗହଳି ବଢିଚାଲିଥିବାବେଳେ ଏଠାରେ ବ୍ଲକ କାର୍ଯ୍ୟାଳୟଠୁ ଆରମ୍ଭକରି ତହସିଲ କାର୍ଯ୍ୟାଳୟ, ଜେଏମଏଫସି କୋର୍ଟ ଭଳି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିଛି । ପ୍ରତିଦିନ ବ୍ଲକର କୋଣ ଅନୁକୋଣରୁ ଲୋକମାନେ!-->…
Read More...
Read More...
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ସୁବର୍ଣ୍ଣପୁର:ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ତରଭା ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଳାପାଳ ସୂର୍ଯ୍ୟନାରାୟଣ ଦାଶ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ!-->…
Read More...
Read More...
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଦିବ୍ୟାଙ୍ଗଙ୍କ ମାନଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ
ନବରଙ୍ଗପୁର:ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଦିବ୍ୟାଙ୍ଗଙ୍କ ମାନଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନର ଶେଷ ଦିନରେ (ଅଷ୍ଟମ) ଚନ୍ଦହାଣ୍ଡି ବ୍ଲକ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ,!-->…
Read More...
Read More...
୫-ଟି ସଚିବଙ୍କ ଯୋରନ୍ଦା ଗସ୍ତ,ମହିମା ଧର୍ମର ଦର୍ଶନ ମୁଖ୍ୟମନ୍ତ୍ରୀଙ୍କ ସେବା ଓ ସୁଶାସନ ପାଇଁ ପ୍ରେରଣା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ସ୍ଥିତ ପ୍ରସିଦ୍ଧ ମହିମା ଗାଦି ପରିଦର୍ଶନ କରିଥିଲେ। ମହିମା ଧର୍ମର ଏହି ମହାନ ପୀଠ ଯୋରନ୍ଦା ଅଞ୍ଚଳ ତଥା ମହିମା ଗାଦିର ବିକାଶ,!-->…
Read More...
Read More...
ଚାରିଗଡ ପଣ୍ଡରା ମାଲି ସମାଜର ବାର୍ଷିକ ବୈଠକ
ସିନାପାଲି:ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗୋଡାଳ ଗ୍ରାମ ପଞ୍ଚାୟତ ସ୍ଥିତ ଡଙ୍ଗରଗାଁ ଠାରେ ଚାରିଗଡ ପଣ୍ଡରା ମାଳି ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୂଆପଡ଼ା ଜିଲ୍ଲା ସମେତ ନବରଙ୍ଗପୁର, କଳାହାଣ୍ଡି ଅଞ୍ଚଳର କର୍ମକର୍ତ୍ତା ଓ ଜନସାଧାରଣ ଯୋଗଦାନ କରିଥିଲେ । ଏହି!-->…
Read More...
Read More...
ଅବାରସିଂ ଡୁମ୍ବା ପାର୍କଠାରେ ମିଶନ ଶକ୍ତି କାଫେ ଉଦଘାଟିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ଅବାରସିଂ ଗ୍ରାମ ପଞ୍ଚାୟତର ଡୁମ୍ବା ପାର୍କଠାରେ ମିଶନ ଶକ୍ତି ଦ୍ୱାରା ପରିଚାଳିତ କାଫେକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବୀରେନ୍ଦ୍ର କୁମାର ଦାସ, ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ୱାତୀ ଏସ କୁମାର ଓ ମିଶନ ଶକ୍ତିର ମାଁ!-->…
Read More...
Read More...
ମହାନଦୀରେ ୩୫ ଜଣ ନୂଆ ଅତିଥି:
ମହାନଦୀ ବନ୍ୟପ୍ରାଣୀ ସୁନା ଖଣିଆ ଅଞ୍ଚଳରେ ନୂତନ ଜନ୍ମଜ କୁମ୍ଭୀର ଶାବକ
ହରଭଙ୍ଗା,୨୯/୫:- କୁମ୍ଭୀରଙ୍କ ସୁରକ୍ଷା ବାସସ୍ଥଳୀ କୁହାଯାଉଥିବା ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ କୁଶଙ୍ଗ ରେଞ୍ଜ ଅନ୍ତର୍ଗତ ସୁନାଖଣିଆ ବିଟ୍ ଅଞ୍ଚଳରେ ମହାନଦୀ ଭିତରେ ଗତ ୫ ଦିନ ହେଲା ଘଡିଆଳ ପ୍ରଜାତିର କୁମ୍ଭୀର ଅଣ୍ଡା ଦେବାସହ ୩୫ ଟି ଘଡିଆଳ ଶାବକ ଜନ୍ମ ଦେଇଥିବା ନେଇ ବିଭାଗ ପକ୍ଷରୁ!-->…
Read More...
Read More...
ତାଳଦଣ୍ଡା କେନାଲକୁ ଖସିପଡିଲା କାର୍; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
କଟକ, ୨୯/୦୫ : କଟକରେ ଅଘଟଣ । ତାଳଦଣ୍ଡା କେନାଲକୁ କାର ଖସି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କନ୍ଦରପୁର ଅଞ୍ଚଳର ଜ୍ଞାନେନ୍ଦ୍ର ଜେନା । ଏହି ଦୁର୍ଘଟଣାରେ ତାଙ୍କ ପତ୍ନୀ ଅଞ୍ଜନା ଜେନା ଗୁରୁତର ଆହତ ହୋଇଛନ୍ତି । ଆହତ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି!-->…
Read More...
Read More...
ଉପାସରେ ନୀଳମାଧବ, ପୋଲିସ ଓ ପୂଜକ ବିବାଦ ଯୋଗୁଁ ନୀତି ବନ୍ଦ
ଦଶପଲ୍ଲା,୨୯/୫:- ପ୍ରଭୂ ଜଗନ୍ନାଥଙ୍କର ଆଦିପୀଠ କଣ୍ଟିଲୋ ନୀଳମାଧବଙ୍କ ପୀଠରେ ଭାଙ୍ଗିଲା ଶହେ ବର୍ଷର ପରମ୍ପରା । ଉପାସେ ରହିଲେ ପ୍ରଭୁ ନୀଳମାଧବ । ଏଭଳି ଘଟଣା ଘଟିଛି କଣ୍ଟିଲୋ ନୀଳମାଧବ ମନ୍ଦିରରେ । ପୂଜକମାନଙ୍କ ଆନ୍ଦୋଳନ ଯୋଗୁଁ ନୀଳମାଧବ ମନ୍ଦିରରେ ପୂଜନୀତି ବନ୍ଦ ହୋଇଛି । ପୋଲିସ ଓ!-->…
Read More...
Read More...