Browsing Category

ରାଜ୍ୟ

ସରକାରଙ୍କ ନିୟମକୁ ଫୁ’, ନିର୍ଦ୍ଧାରିତ ସମୟରେ ଖୋଲୁନି ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାଲିଗୁଡ଼ା,୨୯/୫:- ସରକାରଙ୍କ ନିୟମକୁ ଖୋଲାଖୋଲି ଉଲ୍ଲଂଘନ । ନିର୍ଦ୍ଧାରିତ ସମୟରେ ଖୋଲୁନି ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ । ନିଜ ମନ ଇଛାରେ କାର୍ଯ୍ୟାଳୟକୁ ଆସୁଛନ୍ତି ଅଧିକାରୀ ଓ କର୍ମଚାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୂର୍ତ୍ତ ବିଭାଗର ଅଧିକ୍ଷଣ
Read More...

୫୦ତମ ରକ୍ତଦାନ କରି ଚର୍ଚ୍ଚାରେ ଯୁବ ସାମ୍ବାଦିକ ଜଗନ୍ନାଥ ସାଗର

ସିନାପାଲି: କୁହାଯାଏ,ଦାନ ଓ ସେବାରେ ଯେଉଁ ଆନନ୍ଦ ଥାଏ,ତାହା ଅନ୍ୟ କେଉଁଥିରେ ନଥାଏ । ରକ୍ତ ଦାନ ସେହିଭଳି ଏକ କାର୍ଯ୍ୟ । ରକ୍ତ ଦାନ ଅର୍ଥ ଜୀବନ ଦାନ । ଏହା ଅତୀବ ପୁଣ୍ୟ କାର୍ଯ୍ୟ । ସମାଜରେ ଏଭଳି ଅନେକ ବ୍ୟକ୍ତି ଅଛନ୍ତି,ଯେଉଁମାନେ ଏଭଳି ପୁଣ୍ୟ କାର୍ଯ୍ୟ କରି ଅନ୍ୟର ଜୀବନ ବ ।ନ୍ତି । ଆଉ
Read More...

ସାମ୍ବାଦିକ ସଂଘ ପକ୍ଷରୁ ମାଟ୍ରିକ ଏ-୧ଛାତ୍ରଙ୍କୁ ସମ୍ବର୍ଦ୍ଧିତ

ହରଭଙ୍ଗା,୨୮/୫:- ଗତ ୨୦୨୨-୨୩ ମାଟ୍ରିକ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଖରସଙ୍କୁଲୋଇ ଗ୍ରାମର ଦୁଇ ଜାଆଁଳା ଭାଇ ଓଁ ପ୍ରକାଶ ଓ ସତ୍ୟ ପ୍ରକାଶ ଏ-୧ ଗ୍ରେଡ଼ ରେ ଉତୀର୍ଣ୍ଣ ହୋଇ ବ୍ଲକ ଏବଂ ଜିଲ୍ଲାରେ ଗୌରବ ଆଣିଥିଲେ । ଏନେଇ ଓଡିଶା
Read More...

ନବରଙ୍ଗପୁର ପ୍ରିମିଅର ଲିଗ ନିମନ୍ତେ ଖେଳାଳି ନିଲାମ କାର୍ଯ୍ୟକ୍ରମ

ନବରଙ୍ଗପୁର:- ସ୍ଥାନୀୟ ପ୍ରକାଶ ସମ୍ମିଳନୀ କକ୍ଷରେ ନବରଙ୍ଗପୁର ପ୍ରିମିଅର ଲିଗ ନିମନ୍ତେ ଖେଳାଳି ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ନିଲାମୀ କାର୍ଯ୍ୟକ୍ରମରେ କଳିଙ୍ଗ ୱାରିୟର୍ସ, ନବରଙ୍ଗପୁର ରାଇଜିଙ୍ଗ ଟାଇଟାନ, ଜୟପୁର ଷ୍ଟ୍ରାଇକର, ସନସାଇନ ସୁପରକିଙ୍ଗ, ଟି ତାଜ, ସନସାଇନ
Read More...

ପୋଖରୀ ପାଣି ଭିତରୁ ବିରାଟ ଅଜଗର ସାପ ଉଦ୍ଧାର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ସୁଲେଇ ଗାଁର ଏକ ପୋଖରୀରୁ ଆଜି ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ସ୍ନେକ ହେଲ୍ପଲାଇନ କର୍ମକର୍ତ୍ତା ମାନେ ନିର୍ଭିକ ଭାବରେ ପାଣି ଭିତରକୁ ବୁଡି ବହୁ କଷ୍ଟରେ ଅଜଗର ସାପକୁ ଉଦ୍ଧାର କରିଥିଲେ । ସୂଚନା ଅନୁସାରେ ସ୍ନେକ
Read More...

ବଢିଚାଲିଛି ଗ୍ରୀଷ୍ମ ପ୍ରବାହ, ଲୁଚକାଳି ଖେଳୁଛି ବିଜୁଳି; ନିଘୋଡ଼ ନିଦ୍ରାରେ ବିଦ୍ୟୁତ୍‌ ବିଭାଗ

ଦଶପଲ୍ଲା :୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୦ ଘଣ୍ଟା କଟୁଛି ବିଜୁଳି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଂଗକୁ ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଦଶପଲ୍ଲା ଅଂଚଳ ବାସୀ । ଦଶପଲ୍ଲା ଅଂଚଳରେ ସାମାନ୍ୟ ବର୍ଷା କିମ୍ବା ପବନ ହେଲେ ଘଣ୍ଟା ଘଣ୍ଟା ଧରି ବିଛିନ୍ନ ହୋଇପଡୁଛି ବିଜୁଳି ସେବା । ବିଦ୍ୟୁତ
Read More...

ଦିଲ୍ଲୀରେ ସ୍କଚ୍‌ ଆୱାର୍ଡ଼ ଗ୍ରହଣ କଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଆଜି ନୂଆଦିଲ୍ଲୀର ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ର ଠାରେ ସ୍କଚ୍‌ ଆୱାର୍ଡ଼ ଦ୍ୱାରା ସମ୍ମାନିତ ହୋଇଛି । ଯାହାଦ୍ୱାରା କି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଜିଲ୍ଲାପାଇଁ ଏହି ଆୱାର୍ଡକୁ ସ୍କଚ୍‌ ଗ୍ରୁପ୍‌ର ଅଧ୍ୟକ୍ଷଙ୍କ ଠାରୁ ଗ୍ରହଣ କରିଥିଲେ ।ପ୍ରକାଶ ଥାଉକି
Read More...

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

ନୂଆଗାଁ : ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନ ବରକୋଳା ବିଟ ବରକୋଳା ହରିଜନ ସାହିରେ । ସବୁଦିନ ଭଳି ଆଜି ସକାଳୁ ଗୋବିନ୍ଦ ନାଏକ ଆମ୍ବ ଗୋଟାଇବା ଏବଂ କାଠ ପାଇଁ ପାଖ ଜଙ୍ଗଲକୁ ଯାଇଥିଲେ । ସେଠାରେ ଏକ ହାତୀ
Read More...

ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତି ବାଜ୍ୟାପ୍ତ

ପୁରୀ: ଗତ ମେ ୩ ତାରିଖରେ କୁଖ୍ୟାତ ଗଞ୍ଜେଇ ମାଫିଆ ବିଜୟ ପାଣି ଓ ତା ପୁଅ ଶତ୍ରୁଜିତ୍‌ ପାଣି ଗିରଫ ହୋଇଥିଲେ । ତାଙ୍କଠାରୁ ୬୨୪ କେ.ଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରିଛି ବ୍ରହ୍ମଗିରି ଥାନା ପୋଲିସ ଓ ଏସ୍‌ଆଇଟି ଟିମ୍‌ ଏଥିସହ ତାଙ୍କଠାରୁ ହାତ ତିଆରି ବୋମା ଜବତ ମଧ୍ୟ କରିଥିଲା ।ସେମାନେ
Read More...

ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା; ବଜ୍ରାଘାତରେ ପୃଥକ ପୃଥକ ସ୍ଥାନରେ ଜଣେ ମୃତ, ଜଣେ ଗୁରୁତର

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ଅପରାହ୍ନ ସମୟରେ କାଳବୈଶାଖୀ ପ୍ର୍ରଭାବରେ ହୋଇଥିବା ବଜ୍ରାଘାତରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । କୋଟିନଡା ଥାନା ଅନ୍ତର୍ଗତ ଧୋବାଡି ନିକଟରେ ବ୍ରଜଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ସାନ କୋଟିନଡାର ଗ୍ରାମର
Read More...