Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ,ବଦଳିଲେ ୫ ଜିଲ୍ଲାର ଏସପି
ଭୁବନେଶ୍ୱର : ରାଜ୍ୟରେ ଆଇପିଏସ ସ୍ତରରେ ଆଜି ହୋଇଛି ବଡ଼ଧରଣର ଅଦଳବଦଳ । ବଦଳିଛନ୍ତି ୫ ଜିଲ୍ଲାର ଏସପିଙ୍କ ସହ ୧୮ ଆଇପିଏସ । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଏ.ଏମ. ପ୍ରସାଦଙ୍କୁ ସରକାର ମାନବାଧିକାର ସୁରକ୍ଷା ସେଲ୍ର ସ୍ପେଶାଲ ଡିଜି ଭାବେ ନିଯୁକ୍ତ ଦେଇଛନ୍ତି । ସେହିପରି ରେଳବାଇ!-->…
Read More...
Read More...
ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ହସ୍ତତନ୍ତ ମଲ ନିର୍ମାଣ କାର୍ଯ୍ୟ ଅଗ୍ରଗତିର ପରିଦର୍ଶନ
ସୁବର୍ଣ୍ଣପୁର :ଆଜି ଅପରାହ୍ନରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ଜିଲ୍ଲା ଗସ୍ତରେ ଆସି ସୋନପୁର ସହର ନିକଟବର୍ତ୍ତୀ ଝିଙ୍କିଠାରେ ଡବ୍ଲୁଓଡିସି ଅର୍ଥ ଅନୁଦାନରେ ନିର୍ମାଣଧୀନ ଡବ୍ଲୁଓଡିସି ହସ୍ତତନ୍ତ ମଲର ନିର୍ମାଣ କାର୍ଯ୍ୟର ପରିଦର୍ଶନ କରି ସମୟ ଅବଧିରେ!-->…
Read More...
Read More...
୫-ଟି ସଚିବଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନର ସମୀକ୍ଷା
କୋକସରା,୧୮/୫: ୫-ଟି ସଚିବ ଭି. କେ. ପାଣ୍ଡିଆନ ୧୯ ଓ ୨୦ ଦୁଇଦିନିଆ କଳାହାଣ୍ଡି ଗସ୍ତରେ ଆସୁଛନ୍ତି । ଜିଲ୍ଲାର ୧୩ଟି ବ୍ଳକରେ ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିବାବେଳେ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନର ସ୍ଥିତି ଅନୁଧ୍ୟାନ ସହ ସମୀକ୍ଷା ଜାରି ରହିଛି । କୋକସରା ବ୍ଳକର ଆମପାଣି!-->…
Read More...
Read More...
ରନ୍ଧନ ଗ୍ୟାସ ଗୋଦାମରୁ ଚୋରି ମାମଲାରେ ୯ ଗିରଫ, ୫୪ଟି ଗ୍ୟାସ ସିଲିଣ୍ଡର ଜବତ
ସମ୍ବଲପୁର:ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡର କେସେଇବାହାଲ ସ୍ଥିତ ଇଣ୍ଡେନ କମ୍ପାନୀର ଏକ ରନ୍ଧନ ଗ୍ୟାସ ଗୋଦାମରୁ ଚୋରିର ତଦନ୍ତରେ ସ୍ଥାନୀୟ ମହୁଲପାଲି ଥାନା ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ଏହି ମାମଲାରେ ଏପର୍ଯ୍ୟନ୍ତ ସମ୍ପୃକ୍ତ ୯ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ!-->…
Read More...
Read More...
ଗ୍ରୀନ ଗୋଲ ବୌଦ୍ଧ ତରଫରୁ ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ,୧୮/୫:- ବୌଦ୍ଧ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଗ୍ରୀନ ଗୋଲ ବୌଦ୍ଧ ତରଫରୁ ଚାଷୀମାନେ କିପରି ଅଂଶୁଘାତରୁ ରକ୍ଷା ପାଇପାରିବେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ମିଶନ ଶକ୍ତିର ଦେବବ୍ରତ ମିଶ୍ର,!-->…
Read More...
Read More...
ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ : କେଶବ ଚନ୍ଦ୍ର ନୟାଗଡ଼ ଜିଲ୍ଲା ଟପ୍ପର
ନୂଆଗାଁ :ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ନୟାଗଡ଼ ଜିଲ୍ଲାରେ ପାସହାର ୯୬.୯୨ ପ୍ରତିଶତ ରହିଥିବାବେଳେ ମୋଟ ୨୩୧ ଗୋଟି ହାଇସ୍କୁଲରେ ୧୨୧୨୯ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ଦଧିବାମନଜୀଉ ଉଚ୍ଚ ବିଦ୍ୟାଳୟ ଶିଖରପୁରରେ ଅଧ୍ୟୟନରତ ଛାତ୍ର କେଶବ ଚନ୍ଦ୍ର!-->…
Read More...
Read More...
ପ୍ରଣାମ ନୃତ୍ୟାନୁଷ୍ଠାନର ତୃତୀୟ ଗ୍ରୀଷ୍ମକାଳୀନ ଓଡ଼ିଶୀ ନୃତ୍ୟ କର୍ମଶାଳା ଉଦଯାପିତ
ବୌଦ୍ଧ,୧୮/୫:- ପ୍ରଣାମ ନୃତ୍ୟାନୁଷ୍ଠାନ ତରଫରୁ ଚାଲିଥିବା ୭ଦିନିଆ ତୃତୀୟ ରାଜ୍ୟସ୍ତରୀୟ ଗ୍ରୀଷ୍ମକାଳୀନ ଓଡ଼ିଶୀ ନୃତ୍ୟ କର୍ମଶାଳା ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଉନ୍ନୟନ ପରିଷଦର ସଭାପତି ଚିତ୍ତରଂଜନ ଦାଶ ଯୋଗ ଦେଇ ଗ୍ରୀଷ୍ମ କାଳୀନ କାର୍ମଶାଳାର ଉପକାରିତା!-->…
Read More...
Read More...
ପୁରୀ ଜିଲ୍ଲା ସ୍କୁଲର ବୋର୍ଡ଼ ପରୀକ୍ଷାରେ ସଫଳତା
ପୁରୀ : ଗତ ୨୦୨୩ ବୋର୍ଡ଼ ପରୀକ୍ଷାରେ ପୁରୀ ଜିଲ୍ଲା ସ୍କୁଲ ୧୦୦% ଫଳାଫଳ ପ୍ରାପ୍ତ କରି ସମଗ୍ର ଜିଲ୍ଲାରେ ତା'ର ସମ୍ମାନ ବଜାୟ ରଖିଛି । ଏବର୍ଷ ପରୀକ୍ଷା ଦେଇଥିବା ୨୮୯ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ସମସ୍ତ ଛାତ୍ରଛାତ୍ରୀ ପାସ୍ କରି ଶତ ପ୍ରତିଶତ ଫଳାଫଳ ପ୍ରାପ୍ତ କରିଛନ୍ତି । ସେମାନଙ୍କ!-->…
Read More...
Read More...
ଭିଜିଲାନ୍ସ ଜାଲରେ ବେଗୁନିଆପଡ଼ା ବ୍ଳକ ବିଏସ୍ଏସ୍ଓ
ଗଞ୍ଜାମ: ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ କାର୍ଯ୍ୟରତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ନାୟକ । ଆଜି ସକାଳୁ ସକାଳୁ ବେଗୁନିଆପଡ଼ା ବ୍ଳକରେ ଭିଜିଲାନ୍ସ ରେଡ୍ ହୋଇଛି ।ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର!-->…
Read More...
Read More...
କନ୍ଧମାଳ ଜିଲ୍ଲାର ପୁରୁନାଗଡଠାରୁ ମିଳିଲା କେତେକ ଐତିହାସିକ ତଥ୍ୟ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଇତିହାସ କଂଗ୍ରେସ ତରଫରୁ ଦୁଇ ଐତିହାସିକ ତଥା କେଆଇଜୀଏମ କଲେଜ ଲାଇନପଡ଼ାର ଅଧ୍ୟକ୍ଷ ଡଃ ତ୍ରୈଲୋକ୍ୟନାଥ ସେନାପତି ଏବଂ ଐତିହାସିକ ତଥା ପଞ୍ଚାୟତ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଚିତ୍ତରଞ୍ଜନ ମିଶ୍ର କନ୍ଧମାଳ ଜିଲ୍ଲାର ପୁରୁନାଗଡକୁ ବଞ୍ଜୁଲୋକ୍ ସନ୍ଧାନରେ!-->…
Read More...
Read More...