Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନବନିର୍ମିତ ବୁଢିମା ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ
୨୧ତାରିଖ ରୁ ୨୫ତାରିଖ ଯାଏଁ ହେବ ପ୍ରତିଷ୍ଠା…
ସୁବର୍ଣ୍ଣପୁର,୧୫/୫:- ସହରର ଢେରାପଡା ଠାରେ ସଂପୂର୍ଣ୍ଣ ଦକ୍ଷିଣ ଭାରତୀୟ ଢାଞ୍ଚାରେ ନୂତନଭାବେ ନିର୍ମିତ ମାଁ ବୁଢିମାଙ୍କର ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୧ତାରିଖ ଠାରୁ ୨୫ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାଧ୍ୟମରେ ମହାସମାରୋହରେ ପାଳନ କରାଯିବ । ଏଥିପାଇଁ!-->…
Read More...
Read More...
ହିତାଧିକାରୀଙ୍କ ଶହ ଶହ କ୍ୱିଣ୍ଟାଲର ଚାଉଳ ହଡପ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବୀ
ବୋଡେ଼ନ,୧୫/୫:- ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗରିବ ନିରୀହ ଲୋକଙ୍କୁ ଚାଉଳ ଯୋଗାଉଛନ୍ତି ହେଲେ ବିଭାଗୀୟ ଅଧିକାରୀଙ୍କ ହଡପ ନୀତି ଯୋଗୁଁ ତାହା ଅନେକ ସମୟରେ ବାଟବଣା ହେଉଛି । ନୂଆପଡ଼ା ଜିଲ୍ଲାର ଅନେକ ପଞ୍ଚାୟତ ମାନଙ୍କରେ ଚାଉଳକୁ ହଡପ କରିଥିବା ଅଭିଯୋଗ ଅନେକ ସମୟରେ ଆସୁଛି ହେଲେ!-->…
Read More...
Read More...
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ବିଭିନ୍ନ ୫୯ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ
ସୁବର୍ଣ୍ଣପୁର,୧୫/୫:- ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ!-->…
Read More...
Read More...
ମଦ ଦୋକାନ ବନ୍ଦ ଦାବିରେ ତାତିଲେ ମହିଳା, ପଦଯାତ୍ରାରେ ଶହ ଶହ ମହିଳା
ଫୁଲବାଣୀ,୧୫/୫:- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ବୈରିକୁମ୍ପା ଠାରେ ଥିବା ସରକାରୀ ସ୍ୱୀକୃତିପ୍ରାପ୍ତ ମଦ ଦୋକାନ ବନ୍ଦ ପ୍ରତିବାଦରେ ଅଞ୍ଚଳର ମହିଳାମାନେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଶତାଧିକ ମହିଳା ଓ ଅଞ୍ଚଳର ଜନସାଧାରଣ କେଳାପଡା ପଞ୍ଚାୟତ କାର୍ଯ୍ୟାଳୟରୁ ଏକ!-->…
Read More...
Read More...
ତିଲେଶ୍ୱର ପଞ୍ଚାୟତରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ
୧୪୪ଟି ଅଭିଯୋଗ ତୁରନ୍ତ ସମାଧାନ, ୪୪ଜଣଙ୍କୁ ୨,୭୦,୦୦୦ଟଙ୍କା…
ହରଭଙ୍ଗା,୧୫/୫:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ତିଲେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଓ ସମାଧାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ , ଅତିରିକ୍ତ ଆରକ୍ଷୀ!-->…
Read More...
Read More...
ନୂଆପଡା ପୋଲିସ ପକ୍ଷରୁ ଜନସମ୍ପର୍କ ଶିବିର
ସିନାପାଲି,୧୪/୫:- ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଉପାନ୍ତ ଅଂଚଳ ନଙ୍ଗଲବୋଡ଼ ଘଟମାଲ ଗ୍ରାମପଞ୍ଚାୟତ ଭଟାପଡା ଠାରେ ନୂଆପଡା ପୋଲିସ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ନୂଆପଡା ଏସ ପି ରାଘବେନ୍ଦ୍ର ରେଡି ଯୋଗ ଦେଇ ନାଗରିକଙ୍କୁ ସଚେତନ କରିବାସହ!-->…
Read More...
Read More...
ମାଁ ଭୈରବୀ ମହୋତ୍ସବ ପ୍ରସ୍ତୁତି ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ
ହରଭଙ୍ଗା,୧୪/୫:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ମାଁ ଭୈରବୀ ମହୋତ୍ସବ ୨୦୨୩ର ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବାସହ କମିଟିର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । କମିଟିର ସଭାପତି ଅଶୋକ କୁମାର ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପ୍ରଥମେ!-->…
Read More...
Read More...
ବିଜୁଳି କର୍ମଚାରୀ ସଙ୍ଘର ବାର୍ଷିକ ଅଧିବେଶନ ଅନୁଷ୍ଠିତ
ବୌଦ୍ଧ,୧୪/୫:- ଏଆଇଟିୟୁସି ସହବନ୍ଧିତ ବିଜୁଳି କର୍ମଚାରୀ ସଂଘ ବୌଦ୍ଧ ଡ଼ିଭିଜନର ବାର୍ଷିକ ଅଧିବେଶନ ଆଜି ବୌଦ୍ଧସି୍ଥତ କର୍ମଚାରୀ ଭବନ ଠାରେ ସଂଗଠନର ରାଜ୍ୟ ଉପସଭାପତି ଭ୍ରମରବର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦକ୍ଷିଣାଞ୍ଚଳ ଜୋନ ସମ୍ପାଦକ ସାଥି ଦୁର୍ଗାପ୍ରସାଦ ନନ୍ଦ,!-->…
Read More...
Read More...
ଗଜପତି ଜିଲ୍ଲା କଂଗ୍ରେସର ବିଜୟ ଉତ୍ସବ ପାଳିତ
ପାରଳାଖେମୁଣ୍ଡି,୧୪/୫:- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଗତକାଲି ସନ୍ଧ୍ୟାରେ ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଦଳର ନେତା କର୍ମୀମାନେ ଉପସ୍ଥିତ ହୋଇଥିଲେ । ଏହି ପରିପ୍ରେକ୍ଷୀରେ!-->…
Read More...
Read More...
ଶ୍ରୀ ରଘୁନାଥଜୀଉଙ୍କ ପୀଠରେ ଭଉଁରୀ ଯାତ୍ରା ଅନୁଷ୍ଠିତ
ଓଡ଼ଗାଁ,୧୪/୫ :- ଓଡ଼ଗାଁରେ ବିଜେ ଶ୍ରୀ ରଘୁନାଥଜୀଉଙ୍କ ପୀଠରେ ଚନ୍ଦନଯାତ୍ରା ସହିତ ଭଉଁରୀ ଖେଳ ସମାପ୍ତ ହୋଇଥିବାବେଳେ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ଶନିବାର ଅପରାହ୍ନ ସମୟରେ ପ୍ରଭୁ ଶ୍ରୀ ରାମ, ଅନୁଜ ଲକ୍ଷ୍ମଣ, ପତ୍ନୀ ସୀତା, ଭକ୍ତ ହନୁମାନ ଓ ରାମେଶ୍ୱର ମହାଦେବ ରାଧାକାନ୍ତ ମଠରେ!-->…
Read More...
Read More...