Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ
ଦଶପଲ୍ଲା : ମଙ୍ଗଳବାର ବିଳମ୍ବିତ ରାତିରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥ ଟାକରା ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ମୃତକ ଜଣଙ୍କ ଟାକରା ଅଞ୍ଚଳର ଉମା ଚରଣ ବେହେରା ବୟସ ୬୦ ରୁ ୭୦ ବର୍ଷ ହେବ ବୋଲି ଜଣାପଡିଛି ।!-->…
Read More...
Read More...
କାଳବୈଶାଖୀ ଓ ବଜ୍ରାଘାତରେ ଚାଲିଗଲା ୩ ଜଣଙ୍କ ଜୀବନ
ଦଶପଲ୍ଲା :ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଞ୍ଚଳର ୩ ଟି ଗାଁରେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଶରଣକୁଳ ଥାନା ଜାକେଡା ଗାଁର ୫୦ ବର୍ଷୀୟ ପଦ୍ମା ପ୍ରଧାନ, ମହୁଲିଆ ଗ୍ରାମର ୧୮ ବର୍ଷୀୟ ଜିତେନ୍ଦ୍ର ଦୋରା ଏବଂ ଭାଲିଆଡ଼ିହି ଗାଁର ୬୦ ବର୍ଷୀୟ ଧନେଶ୍ୱର ପରିଡ଼ା ।!-->…
Read More...
Read More...
ନବରଙ୍ଗପୁର ମହାବିଦ୍ୟାଳୟରେ ଏନସିସି ଉଚ୍ଚସ୍ତରୀୟ ତାଲିମ ଟ୍ରାକ ଉଦଘାଟିତ
ନବରଙ୍ଗପୁର: ଏନ୍ସିସିର ୧୩ ବାଟାଲିୟନ-ଓଡ଼ିଶା ଶାଖା ତରଫରୁ ନବରଙ୍ଗପୁର ମହାବିଦ୍ୟାଳୟରେ ନବ ନିର୍ମିତ ତାଲିମ୍ ଟ୍ରାକକୁ ଆନୁଷ୍ଠାନିକ ଭାବେ ନବରଙ୍ଗପୁରର ମାନ୍ୟବର ବିଧାୟକ ତଥା ପୂର୍ବତନ ଛାତ୍ର ସଦାଶିବ ପ୍ରଧାନୀଙ୍କ କର କମଳରେ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ ମହାବିଦ୍ୟାଳୟ ଅଧ୍ୟକ୍ଷ!-->…
Read More...
Read More...
ହରଭଙ୍ଗା ବ୍ଲକର ଦୁଇଟି ସ୍ଥାନରେ ସୁଲଭ ଶୌଚାଳୟ ପାଇଁ ଦାବି
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକ ଓ ବ୍ଲକର ବାଣିଜ୍ୟ ପେଣ୍ଠସ୍ଥଳୀ କୁହାଯାଉଥିବା ପୁରୁଣା କଟକ ବଜାରରେ ଏକ ପରିସ୍ରାଗାର କିମ୍ବା ସୁଲଭ ଶୌଚାଳୟ ନଥିବା ଫଳରେ ଜନସାଧାରଣରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି । ବ୍ଲକର ଚାରିଛକ ସ୍ଥିତ ସମସ୍ତ ସରକାରୀ!-->…
Read More...
Read More...
ବାଲ୍ୟ ବିବାହ ନିରାକରଣ ଓ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ ସମ୍ପର୍କିତ କର୍ମଶାଳା
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ସଭାଗୃହ ଠାରେ ଆଜି ସ୍ୱେଚ୍ଛାସବୀ ଅନୁଷ୍ଠାନ ରେଆର୍ ଦ୍ୱାରା କିଣ୍ଡରପୋଷ୍ଟଜେଲ ସହାୟତାରେ ଏକ ଦିବସୀୟ ବାଲ୍ୟ ବିବାହ ନିରାକରଣ ଓ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ (ପକ୍ସୋ)ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ!-->…
Read More...
Read More...
ନାତିକୁ ବଞ୍ଚାଇବାକୁ ନେହୁରା ହେଲେ ଜେଜେ ମା’, କେହି ଶୁଣିଲେନି
ସୁବର୍ଣ୍ଣପୁର,୯/୫(ହୀ.ପ୍ର): ମୋ ନାତି ଆଉ କାନ୍ଦୁନି । ତାର କଣ ହୋଇଛି ଟିକିଏ କହିଦିଅ । ତୁମେ ଟିକିଏ ଚେଷ୍ଟାକର ଡାକ୍ତର ବାବୁ ମୋ ନାତିଟା ବଂଚିଯିବ । ଏଭଳି କିଛି ଗୁହାରି କରି କୋଳରେ ଏକମାସର ନାତିକୁ ଧରି ଏତେବଡ ଖରାରେ ଗୋଟିଏ ଡାକ୍ତରଖାନାରୁ ଆଉ ଗୋଟିଏ ଡାକ୍ତରଖାନାକୁ ଧାଉଁଥିଲା ବୁଢି!-->…
Read More...
Read More...
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ବାଘ
ନୂଆପଡା: ନୂଆପଡାରେ ଚିକିତ୍ସାଧୀନ ଅବସ୍ଥାରେ ବାଘର ମୃତ୍ୟୁ ଘଟିଛି । ରାତି ୧୨ଟା ୧୫ ମିନିଟ ସମୟରେ ଉକ୍ତ ବାଘର ପ୍ରାଣହାନି ଘଟିଛି । ଏନେଇ ସୂଚନା ଦେଇଛନ୍ତି ଏସିଏଫ୍ ମହମ୍ମଦ ମୁସ୍ତାଫ ସାଲିହା । ବନ ବିଭାଗର ଅବହେଳା ଓ ଖାମଖିଆଲି ମନୋଭାବ ଯୋଗୁ ବାଘଟି ପ୍ରାଣ ହରାଇଥିବା କୁହାଯାଉଛି!-->…
Read More...
Read More...
ହୀରାଞ୍ଚଳର ମହା ପ୍ରଭାବ, ଗ୍ରାମାଞ୍ଚଳରେ ଖୋଲିଲା ଜଳଛତ୍ର
ଦଶପଲ୍ଲା : ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଥିବା ବେଳେ ଜନସାଧାରଣଙ୍କ ସୁରକ୍ଷା ପାଇଁ ବିଭିନ୍ନ ଛକ- ବଜାର ବା ରାସ୍ତାପାର୍ଶ୍ୱରେ ଜଳଛତ୍ର ଖୋଲିବା ପାଇଁ ସରକାରୀ ନିର୍ଦ୍ଦେଶନାମା ରହିଥିବା ବେଳେ ବ୍ଲକ୍ର ପଶ୍ଚିମାଞ୍ଚଳରେ ପଞ୍ଚାୟତର ଅଦ୍ୟାବଧି କୌଣସି ଜଳଛତ୍ର ଖୋଲି ନଥିବା!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୀତିଶ କୁମାର, ବିହାର ଭବନ ପାଇଁ ପୁରୀରେ ଜମି ଦେବେ ଓଡିଶା ସରକାର
ଭୁବନେଶ୍ୱର: ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାର ଆଜି ମଧ୍ୟାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ।ପରେ ସାମ୍ବାଦିକମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ପୁରୀରେ ବିହାର ଭବନ ପାଇଁ ଓଡିଶା ସରକାର ବିହାର ସରକାରଙ୍କୁ!-->…
Read More...
Read More...
ପ୍ରେକଡସାହି ସରୁକୁଇ ନାଳ ଉପରେ ପୋଲ ନିର୍ମାଣ କରିବାକୁ ଦାବି
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ମଞ୍ଜୁର କରିବା ସହିତ ଜିଲ୍ଲାର ଆଦିବାସୀଙ୍କ ଉନ୍ନତି ପାଇଁ ଟିଡିଏ, କେକେଡିଏ, ଏସ୍ଡିସି ପରି ବିଭିନ୍ନ ବିଭାଗ ନିୟୋଜନ କରିଅଛନ୍ତି କିନ୍ତୁ ଆଦିବାସୀ ଓ ଆଦିବାସୀ ଗାଁ ଗୁଡିକର ବିକାଶ ତ ଦୂରର କଥା ସେମାନଙ୍କ ଗାଁକୁ!-->…
Read More...
Read More...