Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଜି ପବିତ୍ର ଶୀତଳଷଷ୍ଠୀ,ଶ୍ରୀମନ୍ଦିରରେ ସଂଧ୍ୟାଧୂପ ପରେ ପାଳନ ହେବ ସ୍ୱତନ୍ତ୍ର ନୀତିକାନ୍ତି
ପୁରୀ: ଆଜି ପବିତ୍ର ଶୀତଳଷଷ୍ଠୀ । ଶ୍ରୀମନ୍ଦିରରେ ସଂଧ୍ୟାଧୂପ ପରେ ପାଳନ ହେବ ସ୍ୱତନ୍ତ୍ର ନୀତିକାନ୍ତି । ଗତକାଲି ଦେବଦମ୍ପତି ବିବାହ ବନ୍ଧନରେ ବାନ୍ଧି ହେବା ପରେ ଆଜି ଗୁଆଲି ଯାତ୍ରାରେ ବାହାରିଛନ୍ତି । ଆଜି ପବିତ୍ର ଶୀତଳଷଷ୍ଠୀ ଅବସରରେ ତିନିରଥର ସିଂହାସନ ନିର୍ମାଣ ଅନୁକୂଳ କାର୍ଯ୍ୟ!-->…
Read More...
Read More...
ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ଘଟଣା, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
ବାଲିଗୁଡ଼ା :କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ ନିକଟସ୍ଥ ସିନ୍ଧିପଙ୍ଖାଲ ଗାଁ ମୁରୁମାହା ଜଙ୍ଗଲରେ ଗତକାଲି ସକାଳ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ ହେବା ଫଳରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା । କିଛି ସମୟ ଗୁଳି ବିନିମୟ ପରେ ଛତ୍ରଭଙ୍ଗ ଦେଇଥିଲେ!-->…
Read More...
Read More...
ଆନ୍ଧ୍ର ବୋର୍ଡ ପରୀକ୍ଷାରେ କମାଲ ଦେଖାଇଲେ ଓଡିଆ ପୁଅ
ପାରଳାଖେମୁଣ୍ଡି : ଓଡ଼ିଆ ପୁଅ ଆନ୍ଧ୍ରରେ ଓଡିଶାର ଟେକ ରଖିଲେ । ଆନ୍ଧ୍ର ବୋର୍ଡ ପରୀକ୍ଷାରେ ଦେଖାଇଲେ କମାଲ । ଓଡିଶାର ଗଞ୍ଜାମ ଜିଲ୍ଲାର ପ୍ରକୃତ ବାସିନ୍ଦା ବର୍ତ୍ତମାନ ପ୍ରବାସୀ ଓଡ଼ିଆ ଭାବେ ଆନ୍ଧ୍ରର ବିଚ୍ଛିନ୍ନାଞ୍ଚଳରେ ରହି ଓଡିଆ ଭାଷାରେ ମାଟ୍ରିକ ପରୀକ୍ଷା ଦେଇ ଓଡିଶାର ମାନ ସମ୍ମାନ!-->…
Read More...
Read More...
ନୂଆଗାଁ ଆଞ୍ଚଳିକ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ସମ୍ମିଳନୀ,ଭବନର ଭିତ୍ତିପ୍ରସ୍ତର ସ୍ଥାପନ
ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ଆଞ୍ଚଳିକ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ କଲେଜ ପରିସରରେ ବହୁଆଡମ୍ବରରେ ପ୍ରଥମ ବାର୍ଷିକ ସମ୍ମିଳନୀ ଆଞ୍ଚଳିକ ସଂଘ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଶିବଦତ୍ତ ପାତ୍ରଙ୍କ ତତ୍ତ୍ୱାବଧାନରେ!-->…
Read More...
Read More...
ଧୁମଧାମରେ ଆୟୋଜିତ ହେଲା ଶିବ ବିବାହ, ଆଜି ଶୀତଳ ଷଷ୍ଠୀ
ଗଜପତି : ଜିଲ୍ଲାର ବିଭିନ୍ନ ଶୈବପୀଠରେ ମହା ଆଡ଼ମ୍ବରରେ ଶିବ ବିବାହ ସଂପନ୍ନ ହୋଇଛି । ଜଗତଜନନୀ ମା ପାର୍ବତୀ ମା'ଙ୍କ ସହିତ ମହାଦେବଙ୍କ ବିବାହ ପାଣିଗ୍ରହଣ ଉତ୍ସବ ଧୁମଧାମରେ ଅନୁଷ୍ଠିତ ହୋଇଥିବା ବେଳେ ଭକ୍ତମାନେ ଏହି ଅବସରରେ ଶୈବପୀଠ ଗୁଡ଼ିକରେ ଅନ୍ନଦାନ, ପଣା ଭୋଗ ବଣ୍ଟନ, ଶହସ୍ର ପ୍ରଦୀପ!-->…
Read More...
Read More...
ବିଦ୍ୟୁତ୍ କାର୍ଯ୍ୟାଳୟ ସାମ୍ନାରେ ଗର୍ଜିଲା ହେମେନ୍ଦ୍ର ସେନା
ଦଶପଲ୍ଲା : ନୟାଗଡ଼ ବିଦ୍ୟୁତ ବିଭାଗର ମନମାନିକୁ ନେଇ ଜନ ଅସନ୍ତୋଷ । ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ବିଲ ଆଦାୟ ସମୟରେ କର୍ମଚାରୀଙ୍କ ଦୁର୍ବ୍ୟବହାରକୁ ନେଇ ପ୍ରତିବାଦ କରାଯାଇଛି । ଟାଟା କମ୍ପାନୀର ମନମୁଖୀ କାର୍ଯ୍ୟକୁ ନେଇ ହେମେନ୍ଦ୍ର ସେନା ପକ୍ଷରୁ ପ୍ରତିବାଦ କରାଯାଇଥିଲା । ନୟାଗଡ଼!-->…
Read More...
Read More...
ବଗି ଉପରେ ପଡିଲା ଗଛ,ଅଟକିଲା ଡିଏମୟୁ ଟ୍ରେନ୍
ରାୟଗଡା: କାଳବୈଶାଖୀ ପ୍ରଭାବରେ ରାୟଗଡା-ସିଙ୍ଗାପୁର ରୋଡ ଷ୍ଟେସନ ମଧ୍ୟରେ ଅଟକି ଯାଇଥିଲା ଡିଏମୟୁ ଟ୍ରେନ୍ । ଟ୍ରେନ୍ ବଗି ଉପରେ ପଡିଥିଲା ଏକ ବଡ ଗଛ । ତେବେ ଏଥିରେ କିଛି କ୍ଷତି ହୋଇ ନ ଥିବା ବେଳେ ଦୀର୍ଘ ୩ ଘଂଟା ଧରି ଗାଡି ଅଟକି ରହିବାରୁ ରେଳଯାତ୍ରୀମାନେ ହଇରାଣ ହୋଇଥିଲେ । ଦୀର୍ଘ!-->…
Read More...
Read More...
ବୁଢିମା ମନ୍ଦିର ପ୍ରତିଷ୍ଠା ଉତ୍ସବ: ମହାଦେବ ଲିଙ୍ଗ ଓ ପାର୍ଶ୍ୱ ଦେବତା ମନ୍ଦିର ସ୍ଥାପନ
ସୁବର୍ଣ୍ଣପୁର : ଆଜି ଜ୍ୟେଷ୍ଠ ଶୁକ୍ଲ ପଞ୍ଚମୀ ତିଥିରେ ନୂତନ ବୁଢିମା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ମନ୍ଦିରର ଅଧ ଉର୍ଦ୍ଧ୍ୱ ଶୋଧନ ସହ ମହାଦେବ ଲିଙ୍ଗ ଓ ବିଭିନ୍ନ ପାର୍ଶ୍ୱ ଦେବତାଙ୍କୁ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ପୂର୍ବକ ମନ୍ଦିରରେ ସ୍ଥାପନ କରାଯାଇଛି । ଆଜି ସକାଳୁ ଯଜ୍ଞମଣ୍ଡପରେ!-->…
Read More...
Read More...
କଥାକାର ରଞ୍ଜନ ପ୍ରଧାନଙ୍କୁ ‘ଆର୍ତ୍ତବଲ୍ଲଭ ଗବେଷଣା ପୁରସ୍କାର-୨୦୨୩’
ଫୁଲବାଣୀ: କଥାକାର ଗବେଷକ ଡକ୍ଟର ରଞ୍ଜନ ପ୍ରଧାନଙ୍କୁ ଚଳିତବର୍ଷର ସମ୍ମାନଜନକ ‘ଆର୍ତ୍ତବଲ୍ଲଭ ଗବେଷଣା ପୁରସ୍କାର- ୨୦୨୩’ ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ପରିଷଦର ଦ୍ୱାଦଶ ବାର୍ଷିକ ଉତ୍ସବ ଅବସରରେ କେନ୍ଦ୍ରାପଡାର ସଂସ୍କୃତି ଭବନ ପରିସରରେ ଆୟୋଜିତ ସ୍ୱତନ୍ତ୍ର!-->…
Read More...
Read More...
ସରିଲା ଦେବ ଦମ୍ପତିଙ୍କ ବିବାହ ଉତ୍ସବ,ସାଂସ୍କୃତିକ ଶୋଭାଯାତ୍ରାରେ ଚଳଚଞ୍ଚଳ ଅଂଚଳ
ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ପଞ୍ଚାୟତ ବୁରୁବୁଡା ଗୁୁୁୁୁୁପ୍ତେଶ୍ୱର ଶିବ ମନ୍ଦିରରେ ଶୀତଳଷଷ୍ଠୀ ଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ଚୟନ ହୋଇଥିବା ମହାଦେବଙ୍କ ପିତାମାତା ଭାବେ ଟଭାପଦର ଗ୍ରାମର ବିକ୍ରମ ପ୍ରଧାନ ଓ ସରିତାରାଣି ପ୍ରଧାନ ହୋଇଥିବା!-->…
Read More...
Read More...