Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସମୂହ ଛୁଟିରେ ଯିବାକୁ ଚେତାବନୀ ଦେଲେ ଅମଲା ସଂଘ
ଦଶପଲ୍ଲା : ଯୋଗ୍ୟତାଭିତ୍ତିକ ଧାରା ୯କୁ କାର୍ଯ୍ୟକାରୀ କରିବା ଦାବି ନେଇ ରାଜ୍ୟ ଅମଲା ସଂଘର ନିଷ୍ପତି କ୍ରମେ ଗତ ସୋମବାର ଠାରୁ ଦଶପଲ୍ଲା ବ୍ଲକର କାର୍ଯ୍ୟରତ ଅମଲା ମାନେ କଳାବ୍ୟାଜ୍ ପରିଧାନ ପୂର୍ବକ କାର୍ଯ୍ୟରେ ଯୋଗ ଦେଇଛନ୍ତି । ରାଜ୍ୟ ଅମଲା ସଂଘର ନିଷ୍ପତି କ୍ରମେ ଅମଲା ମାନେ ଆସନ୍ତା ୩୧!-->…
Read More...
Read More...
ମହାପ୍ରଭୁଙ୍କ ଦର୍ଶନ କଲେ ମହାନଦୀ ଟ୍ରିବ୍ୟୁନାଲ ଅଧ୍ୟକ୍ଷ
ପୁରୀ : ଦୁଇଦିନିଆ ପୁରୀ ଗସ୍ତରେ ଆସିଛନ୍ତି ମହାନଦୀ ଟ୍ରିବ୍ୟୁନାଲର ଚେୟାରମ୍ୟାନ ତଥା ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ.ଏମ୍. ଖାନଉଇଲକର । ଗତକାଲି ପୁରୀରେ ପହଞ୍ଚିବା ପରେ ମେଫେୟାର ହୋଟେଲରେ ଅବସ୍ଥାନ କରିଥିଲେ ମହାନଦୀ ଟ୍ରିବ୍ୟୁନାଲ ଚେୟାରମ୍ୟାନ । ଆଜି ସକାଳେ କଡା ପୁଲିସ ସୁରକ୍ଷା!-->…
Read More...
Read More...
ଖୁବଶୀଘ୍ର ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ
ଭୁବନେଶ୍ୱର: ଖୁବଶୀଘ୍ର ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ । ରେଜଲ୍ଟ ପ୍ରକାଶ ପାଇଁ ପ୍ରକ୍ରିୟା ଚାଲିଥିବା ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇବ, ପରେ କଳା ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇବ । ୨୮ ମେ’ରେ ଯୁକ୍ତ ୨ ରେଜଲ୍ଟର ତାରିଖ ଘୋଷଣା!-->…
Read More...
Read More...
ବ୍ଲକ ସ୍ତରୀୟ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ
ପାଟଣାଗଡ: ବଲାଙ୍ଗିର ଜିଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଅନ୍ତର୍ଗତ ବିଚ୍ଛୁବାହାଲି ଠାରେ ବ୍ଲକ ସ୍ତରୀୟ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମେଳାରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥିଭାବେ ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ!-->…
Read More...
Read More...
ବ୍ରଜଘାତରେ ଯୁବକଙ୍କ ମୃତ୍ୟୁ
ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଝାଡବନ୍ଧଗୁଡା ପଞ୍ଚାୟତ ଅନ୍ତର୍ଗତ ଲଙ୍ଗଳ ଅଟଳ ଗ୍ରାମରେ ଦ୍ୱିପ୍ରହର ୩.୩୦ ସମୟରେ ବଜ୍ରାଘାତ ଯୋଗୁଁ ଜଣେ ମୃତ୍ୟୁବରଣ କରିଛନ୍ତି । ମୃତକ ଜଣକ ହେଲେ ନନ୍ଦାହାଣ୍ଡି ବ୍ଲକ ଝାଡବନ୍ଧଗୁଡା ପଞ୍ଚାୟତ ଅନ୍ତର୍ଗତ ଲଙ୍ଗଳ ଅଟଳ ଗ୍ରାମର!-->…
Read More...
Read More...
ମେଟ୍ରିକ ଟପ୍ପରଙ୍କୁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା
ବୌଦ୍ଧ,୨୫/୫:- ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହଠାରେ ମେଟ୍ରିକ ପରୀକ୍ଷାରେ ବୌଦ୍ଧ ଜିଲ୍ଲାର ଏ-୧ ଗ୍ରେଡ ହାସଲ କରିଥିବା ୮ ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟଅତିଥି ଭାବରେ ପଞ୍ଚାୟତିରାଜ ଓ ପାନୀୟଜଳ,ଜଙ୍ଗଲ ପରିବେଶ ଓ!-->…
Read More...
Read More...
ବୌଦ୍ଧ: ରଥଯାତ୍ରା ପାଇଁ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ, ରଥଖଳାରୁ ହୋଇପାରିଲା ନାହିଁ ଜବରଦଖଲ ଉଚ୍ଛେଦ
ବୌଦ୍ଧ,୨୫/୫:- ବୌଦ୍ଧ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରଥଯାତ୍ରା ପାଇଁ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯିବାସହ ମନ୍ଦିର ଓ ରଥଖଳା ପରିସରକୁ ବିଭିନ୍ନ ସାରଞ୍ଜାମ ରଖି ଦଖଲ!-->…
Read More...
Read More...
ମାଁ ବୁଢିମାଙ୍କର ସ୍ୱମନ୍ଦିର ପ୍ରବେଶ
ସୁବର୍ଣ୍ଣପୁର : ଆଜି ଜ୍ୟେଷ୍ଠ ଶୁକ୍ଲ ଷଷ୍ଠୀ ଲଗ୍ନେ ସୋନପୁର ଢେରାପଡା ସ୍ଥିତ ମାଁ ବୁଢିମା ନୂତନ ମନ୍ଦିରକୁ ବିଜେ କରିଛନ୍ତି । ଗତ ୨୧ତାରିଖଠାରୁ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଆରମ୍ଭ ହୋଇଥିବା ଏହି ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ସହ ଆଜି ବୁଢିମାଙ୍କର ମନ୍ଦିର ବିଜେ ହୋଇଛି ।!-->…
Read More...
Read More...
ବୀରାମଚନ୍ଦ୍ରପୁର ଗ୍ରାମରେ ୫୯ ଶୀତଳ ଷଷ୍ଠୀ ଯାତ୍ରା ପାଳିତ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବୀରାମଚନ୍ଦ୍ରପୁର ଗ୍ରାମରେ ଦୀର୍ଘ ୫୯ବର୍ଷ ହେବ ବାବା ଶୁବର୍ଣ୍ଣେଶ୍ୱରଙ୍କ ମାତା ପାର୍ବତୀଙ୍କ ସହିତ ବିବାହ କାର୍ଯ୍ୟ ମହା ସମାରୋହରେ ପାଳିତ ହୋଇଯାଇଛି ।ଭଗବାନ ମହାଦେବଙ୍କ ପିତା ଜୀବର୍ଦ୍ଧନ ଗଇନ୍ଦ୍ର ହୋଇଥିବା ବେଳେ ମାତା ପାର୍ବତୀଙ୍କ ପିତା!-->…
Read More...
Read More...
ଶ୍ରୀକ୍ଷେତ୍ରରେ କାଳ ବୈଶାଖୀ ତାଣ୍ଡବ
ପୁରୀ : କାଳ ବୈଶାଖୀ ତାଣ୍ଡବରେ ଶ୍ରୀକ୍ଷେତ୍ର ବିଭିନ୍ନ ସ୍ଥାନରେ ଗଛ ଉପୁଡିବା ସହ ଶ୍ରୀ ମନ୍ଦିରରେ ମଧ୍ୟ ବିଭିନ୍ନ ବ୍ୟାରିକେଡ ଓ ଅସ୍ଥାୟୀ ସେଡ ମଧ୍ୟ ତଳେ ପଡିଯାଇଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ବେଳାଭୂମି ନିକଟରେ ଏକ ନବନିର୍ମିତ ହୋଟେଲ ମଧ୍ୟ ନଷ୍ଟ ହୋଇଥିବା ଦେଖିବାକୁ!-->…
Read More...
Read More...