Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଓ ଜନ୍ତା ଗାଡ ଅନୁକୂଳ
ପୁରୀ: ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ । ମହାପ୍ରଭୁଙ୍କ ରଥଖଳାରେ ଏହି ନିତିକୁ ବିଧିପରମ୍ପରା ଅନୁସାରେ ପାଳନ କରାଯାଇଥାଏ । ନୃସିଂହ ଚତୁର୍ଦ୍ଦଶୀ ତିଥିରେ ରଥର କୋଣଗୁଜ ଅନୁକୂଳ କରାଯିବାର ରହିଛି ବିଧିପରମ୍ପରା । ସେଥିପାଇଁ ଦ୍ରୁତଗତିରେ ଆଗେଇ ଚାଲିଛି ରଥନିର୍ମାଣ କାର୍ଯ୍ୟ । ରଥ ସଂହିତା!-->…
Read More...
Read More...
ହଳଦୀ ଚାଷୀଙ୍କ ହକ୍ ପାଇଁ ଦାରିଙ୍ଗବାଡ଼ିରେ ହଳଦୀ ଚାଷୀଙ୍କ ବୈଠକ
ଦାରିଙ୍ଗବାଡ଼ି :କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସ୍ଥିତ ସାରିଙ୍ଗିଇର୍ପି ସଭାଗୃହ ଠାରେ କନ୍ଧମାଳ ହଳଦୀ ଚାଷୀ ସଂଗଠନ ଓ ଦାରିଙ୍ଗବାଡି କୃଷକ ମହାସଂଗଠନ ପକ୍ଷରୁ ହଳଦୀ ଚାଷ ଓ ଚାଷୀଙ୍କ ସୁରକ୍ଷା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଲିଆସ ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି କନ୍ଧମାଳ!-->…
Read More...
Read More...
ଗ୍ୟାସରେ ନିଆଁ ଲାଗି ଲକ୍ଷାଧିକ ରାସନ ସାମଗ୍ରୀ ପୋଡି ପାଉଁଶ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଧଳପୁର ପଂଚାୟତରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନାମତେ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ଗ୍ୟାସ ଟାଙ୍କି ପାଇପ କୌଣସି କାରଣରୁ ଲିକେଜ ହୋଇଥିଲା ଏଭଳି ଦୁର୍ଘଟଣା ଘଟିଥିଲା । ଧଳପୁର ଗ୍ରାମର ରବି ନାୟକ (୪୫)ନିଜ ଘରେ ଏକ ରାସନ!-->…
Read More...
Read More...
ନନ୍ଦାହାଣ୍ଡି ବିଡ଼ିଓଙ୍କ ଉଦ୍ୟମରେ ଥାଇଥାନ ହେଲେ ପୋଲୁଗୁଡାର ୨ ଶିଶୁ
ନନ୍ଦାହାଣ୍ଡି : ଗତ ୮ ଦିନ ତଳେ ନନ୍ଦାହାଣ୍ଡି ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ ବ୍ଲକର ଜଗନ୍ନାଥପୁର ଗ୍ରାମ ପଂଚାୟତର ପୋଲୁଗୁଡାକୁ ପରିଦର୍ଶନ କରିଥିଲେ ।ଏହି ପରିଦର୍ଶନ ସମୟରେ ପୋଲୁଗୁଡା ଗ୍ରାମର ଦିନ ମଜୁରିଆ ତ୍ରିନାଥ ଜାନିଙ୍କ ସମସ୍ୟା ଉପରେ ଜାଣିବାକୁ ପାଇଥିଲେ । ସ୍ତ୍ରୀ ବିମଳା ଜାନିଙ୍କ!-->…
Read More...
Read More...
ହରିଶଙ୍କର ମହୋତ୍ସବରେ ପୋଲିସ ଉପରେ ଆକ୍ରମଣ, ଦୁଇ ଜଣ ଗିରଫ
ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ପ୍ରସିଦ୍ଧ ଶୈବପୀଠ ହରିଶଙ୍କରଠାରେ ଗତ ଏକ ତାରିଖରୁ ଚାଲୁଥିବା ବୈଶାଖୀ ମହୋତ୍ସବରେ ମଙ୍ଗଳବାର ରାତିରେ ଦୁଇ ଜଣ ଯୁବକ ପୋଲିସ ଉପରେ ଆକ୍ରମଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ମଙ୍ଗଳବାର ରାତିରେ ହରିଶଙ୍କର ଠାରେ ଚାଲୁଥିବା ବୈଶାଖୀ ମହୋତ୍ସବରେ ଦୁଇ ଜଣ!-->…
Read More...
Read More...
ଘୋଷଣା ହେଲା ପୋଖରୀଗୋଛା ପଞ୍ଚାୟତ ଉପନିର୍ବାଚନର ଫଳାଫଳ
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ପୋଖରୀଗୋଛା ପଞ୍ଚାୟତର ସରପଞ୍ଚ ପାଇଁ ହୋଇଥିବା ମତଦାନର ଫଳାଫଳ ଆଜି ଘୋଷଣା ହୋଇଛି । ଆଜି ବାର ରାଉଣ୍ଡ ଶେଷରେ ସୀମନ୍ତ ନାୟକ ୧୦୯ ଖଣ୍ଡ ଭୋଟରେ ନିକଟତମ ପ୍ରତିଦ୍ୱନ୍ଦୀ ବଳଭଦ୍ର କହଁରଙ୍କୁ ପରାସ୍ତ କରିଛନ୍ତି । ଗତ ୨ ତାରିଖରେ ପୋଖରୀଗୋଛା ଗ୍ରାମ!-->…
Read More...
Read More...
ଜନ୍ମମାଟିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଇରଙ୍ଗପୁର: ନିଜ ଜନ୍ମମାଟିରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୧୦ଟା ୧୬ ମିନିଟରେ ରାଇରଙ୍ଗପୁର ଅସ୍ଥାୟୀ ହେଲିପ୍ୟାଡ୍ରେ ଓହ୍ଲାଇଛନ୍ତି। ରାଷ୍ଟ୍ରପତି ହେବା ପରେ ଏହା!-->…
Read More...
Read More...
ବୌଦ୍ଧ ଜିଲ୍ଲା ପାଇଁ ଗୌରବ ଆଣିଲେ ସାମ୍ବାଦିକ ବିଭୁଦତ୍ତ ବୋଷ, “ସଂଘ ସେବାଶ୍ରୀ ସମ୍ମାନ’ରେ ହେଲେ…
ହରଭଙ୍ଗା : ସଂଘ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ନେଇ ରାଜ୍ୟ ସ୍ତରରେ ସାମ୍ବାଦିକ ବିଭୁଦତ୍ତ ବୋଷଙ୍କୁ "ସଂଘ ସେବାଶ୍ରୀ ସମ୍ମାନ'ରେ ଆଜି ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିୟନ(ଓଜେୟୁ) ଦ୍ୱାରା ଅୟୋଜିତ ହୋଇଥିବା!-->…
Read More...
Read More...
୬୩୯ ବୋତଲ କଫ ସିରପ ଜବତ, ୫ ଗିରଫ
ପାଟଣାଗଡ଼: ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାର କିଛି କୋରେକ୍ସ ବ୍ୟବସାୟୀ ଚାଲିଥିବା ହରିଶଙ୍କର ମହୋତ୍ସବରେ କୋରେକ୍ସ ବିକ୍ରି କରିବା ପାଇ଼ଁ ଆସିଥିଲେ । ଖପ୍ରାଖୋଲ ପୁଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ପାଟଣାଗଡ଼ ଏସଡିପିଓଙ୍କ କାର୍ଯ୍ୟାଳୟରେ ସନ୍ଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ!-->…
Read More...
Read More...
ଓଡିଶା ସାମ୍ବାଦିକ ସଙ୍ଘ ପକ୍ଷରୁ ରାଜ୍ୟସ୍ତରୀୟ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ
ଭୁବନେଶ୍ୱର: ସମ୍ପ୍ରତି ବିଶ୍ୱରେ ସାମ୍ବାଦିକ ମାନଙ୍କର ସ୍ୱାଧିନତା ଓ ସୁରକ୍ଷା କ୍ଷୁର୍ଣ୍ଣ ହେଉଛି । ଏପରି ହେଲେ ଗଣତନ୍ତ୍ର ତିଷ୍ଠିବା ଅସମ୍ଭବ ବୋଲି ଆଜି ଭୁବନେଶ୍ୱର ଜୟଦେବ ଭବନ ଠାରେ ଓଡିଶା ସାମ୍ବାଦିକ ସଂଘ (ଓ.ଜେ.ୟୁ.) ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ!-->…
Read More...
Read More...