Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସିଆରପିଏଫ୍ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ଅବସ୍ଥାପିତ ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ କମାଣ୍ଡାଣ୍ଟ୍ ମଉଲି ମୋହନ କୁମାରଙ୍କ ନେତୃତ୍ୱରେ ଜବାନମାନେ ସ୍ଥାନୀୟ ବସ୍ଷ୍ଟାଣ୍ଡ୍ ନିକଟସ୍ଥ ପୋଖରୀ ନିକଟରେ ପହଁଚି!-->…
Read More...
Read More...
କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ବିକ୍ରମ, ସୁଦାମ ଓ ଶାରଦା
ଭୁବନେଶ୍ବର : ଆଜି ରାଜ୍ୟର ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ଶାରଦା ନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି | ଆଜି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ!-->…
Read More...
Read More...
ବିକ୍ରମ,ସୁଦାମ ଓ ସାରଦା ହେବେ ମନ୍ତ୍ରୀ
ଭୁବନେଶ୍ୱର: ସସ୍ପେନ୍ସ ଉପରୁ ହଟିଲା ପରଦା । ଶେଷରେ ଘୋଷଣା ହୋଇଛି ତିନି ମନ୍ତ୍ରୀଙ୍କ ନାଁ । ବିକ୍ରମ କେଶରୀ ଆରୁଖ,ସୁଦାମ ମାର୍ଣ୍ଡି ଓ ସାରଦା ନାୟକ ହେବେ ମନ୍ତ୍ରୀ । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି ଲୋକସେବା ଭବନରେ ୩ ମନ୍ତ୍ରୀଙ୍କୁ!-->…
Read More...
Read More...
ପୋଲିସ୍ ହାତରେ ଧରା ପଡିଲେ ଟ୍ରକ ଚୋରି ଗ୍ୟାଙ୍ଗ
ଚମ୍ପୁଆ:ଚୋର ଘର ସବୁଦିନ ଅନ୍ଧାର ନଥାଏ, ଦିନେ ଆଲୁଅ ହୁଏ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଚମ୍ପୁଆ ପୋଲିସ୍ । ଓଡିଶାରେ ଚୋରି ହୋଇଥିବା ଟ୍ରକକୁ ଶେଷରେ ଝାଡଖଣ୍ଡ ରାଜ୍ୟରେ ଉଦ୍ଧାର କରିବା ସହିତ ଚୋରିରେ ବ୍ୟବହୃତ ଧଳା ସ୍କ୍ରପିଓ ଗାଡିକୁ ଜବତ କରି ୫ଜଣ ଚୋରଙ୍କୁ ଧରିବାରେ ସଫଳ ହୋଇଛନ୍ତି ।!-->…
Read More...
Read More...
ଘର ଭାଙ୍ଗି ବୃଦ୍ଧଙ୍କ ସମେତ ମା ଓ ଝିଅ ଆହତ
ନନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରୁଗୁଡା ଗ୍ରାମର ସାଇବାଣୀ ମାଳୀ ବୟସ ପ୍ରାୟ ୩୦ବର୍ଷ । ପିଲା ଛୁଆ ୩ ସାଙ୍ଗରେ ୬୦ ବର୍ଷ ବୟସର ଶ୍ୱଶୁର । ବୟସର ପ୍ରାରମ୍ଭରେ ଦଇବର ଦାଉ ଯୋଗୁଁ ଗତ ଜାନୁଆରୀ ମାସରେ ସ୍ୱାମୀ ହଠାତ୍ ଉଚ୍ଚ!-->…
Read More...
Read More...
ହୃଦଘାତରେ ଯୁବକଙ୍କ ମୃତ୍ୟୁ, ୩୦ରେ ଥିଲା ବାହାଘର
ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମହଦା ପଞ୍ଚାୟତ ଅନ୍ତର୍ଗତ କୁମାରକେଲି ଗାଁର ଜଣେ ଯୁବକ ଅଚାନକ ହୃଦଘାତରେ ଶିକର ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ରାମ ପଧାନଙ୍କ ପୁତ୍ର ପିଣ୍ଟୁ ପଧାନ (୨୫) ବୋଲି ଜଣାଯାଇଛି । ତାଙ୍କୁ ବୀରମହାରାଜପୁର ଉପଖଣ୍ଡ!-->…
Read More...
Read More...
ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ ବୌଦ୍ଧ ଶାଖା ତରଫରୁ ସମ୍ବର୍ଦ୍ଧନା ସଭା
ହରଭଙ୍ଗା : ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ(ଆରଏସ୍ଏପି) ବୌଦ୍ଧ ଓଡିଶା ଆନୁକୂଲ୍ୟରେ ହାଭେଷ୍ଟ ବ୍ଲେସିଙ୍ଗ ହୋମ ହରଭଙ୍ଗା ବ୍ଲକ ସାନବାଗବର ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ!-->…
Read More...
Read More...
ପଶ୍ଚିମ ଓଡ଼ିଶା କୈବର୍ତ୍ତ ସମାଜର ମହାମିଳନ ଉତ୍ସବ ପାଇଁ ଶୁଭ ଖମ୍ବ ସ୍ଥାପନ
ଜହ୍ନାପଙ୍କ: ବୌଦ୍ଧ ବ୍ଲକ୍ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଜଗତି ନିକଟସ୍ଥ ହନୁମାନ ମନ୍ଦିର ପରିସରରେ ଥିବା ମା' ବାସେଳି ଦେବୀ ନିକଟରେ ଆସନ୍ତା ଜୁନ ୧୧ ଓ ୧୨ ତାରିଖରେ ବୌଦ୍ଧ ଜିଲ୍ଲା ୨୦ ଘର କୈବର୍ତ୍ତ (କେଉଟ)ସମାଜ ଆନୁକୁଲ୍ୟରେ ହେବାକୁ ଥିବା ପଶ୍ଚିମଓଡ଼ିଶା କୈବର୍ତ୍ତ ସମାଜର!-->…
Read More...
Read More...
ଭତ୍ତା ପାଇଁ ବ୍ୟାଙ୍କ ଆସି ବେହୋସ ହେଲେ ୮୦ବର୍ଷୀୟ ବୃଦ୍ଧ
ପାଟଣାଗଡ଼ : ବଲାଙ୍ଗିର ଜିଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ କୁଦେଭଟର ଗାଁର ବୃଦ୍ଧ ବୟସ ୮୦ ପାର । ଜରାଜୀର୍ଣ୍ଣ ଶରୀର । ହାଡ ଉପରେ କେବଳ ଚର୍ମର ଆସ୍ତରଣ । ଉଦୁଉଦିଆ ଦ୍ୱିପହରରେ ବେହୋସ୍ ହୋଇ ତଳେ ପଡିଛନ୍ତି ଏଇ ବୃଦ୍ଧ ଜଣଙ୍କ । ପାଖରେ ବୃଦ୍ଧା ପତ୍ନୀ ତାଙ୍କୁ ସାଷ୍ଟାଙ୍ଗ କରିବା ପାଇଁ!-->…
Read More...
Read More...
ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଗସ୍ତରେ ପହଞ୍ଚିଛନ୍ତି ୫- ଟି ସଚିବ ଭିକେ ପାଣ୍ଡିଆନ୍ । ସକାଳୁ ପ୍ରଥମେ ସିନାପାଲି ବ୍ଲକ ନିଲଜି ଗଡ଼ରାମାଲ ଗାଁରେ ପହଞ୍ଚିଛନ୍ତି । ସେଠି ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ପରେ ସ୍ଥାନୀୟ ଜନସାଧାରଣଙ୍କୁ ସାକ୍ଷାତ କରି ବିଭିନ୍ନ!-->…
Read More...
Read More...