Browsing Category

ରାଜ୍ୟ

ବୋଲେରୋ ଗାଡି ଧକ୍କାରେ ଶିଶୁ ମୃତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍କ ଅନ୍ତର୍ଗତ ଶଙ୍କରାଖୋଲ ନିକଟସ୍ଥ ଶ୍ରମୁଡ଼ି ଜାତୀୟ ରାଜପଥରେ ଜଣେ ଶିଶୁ ଉପରେ ଏକ ଦ୍ରୁତଗାମୀ ବଲେରୋ ଗାଡି ମାଡି ଯିବା ଫଳରେ ଶିଶୁଟିର ମୃତ୍ୟୁ ଘଟିଛି । ମୃତକ ହେଲେ ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ପଞ୍ଚାୟତ ମୁଣିଙ୍ଗିଆ ଗ୍ରାମର ବିରାଟ
Read More...

ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର

ଫୁଲବାଣୀ: ସୋମବାର ଅପରାହ୍ନ ୨ ଟାରୁ ନିଖୋଜ ୯ ବର୍ଷର ନାବଳିକାର ମୃତଦେହ ଉଦ୍ଧାର ହୋଇଛି ।ସୂଚନା ପ୍ରକାରେ ଫୁଲବାଣୀ ସହର ରୁଗୁଡିସାହି ମୁଣ୍ଡିଆ ସାହିର ରାଘବ ବେହେରାଙ୍କ ୯ ବର୍ଷର ଝିଅ ସୋମବାର ଅପରାହ୍ନ ୨ ଟାରୁ ନିଖୋଜ ଥିଲେ । ପରିବାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନ
Read More...

ନୂଆଗାଁରୁ ଦଶପଲ୍ଲା ଅଭିମୁଖେ ଗଡିଲା ଟ୍ରାଏଲ୍‌ ଟ୍ରେନ୍‌

ଦଶପଲ୍ଲା : ଗତକାଲି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂପ୍ରସାରଣ ଆଉପାଦେ ଆଗେଇଛି । ଆଜି ନୂଆଗାଁ ଠାରୁ ଦଶପଲ୍ଲା ନିକଟସ୍ଥ କୁଆଁରିଆ ୨୦୯ ନଂ ବ୍ରିଜ୍‌ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବରେ ୬୦ ଟିରୁ ଉର୍ଦ୍ଧ୍ୱ କୋଚ୍‌ ସଂପର୍ଣ୍ଣ ଏକ ଡିଜେଲ୍‌ ଚାଳିତ ରେଳଗାଡ଼ି କେତେକ ରେଳବାଇ ସାଜ ସରଂଜାମ ସହିତ
Read More...

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ବିଜ୍ଞାନରେ ପାସ୍ ହାର ରହିଛି ୮୪.୯୩ ପ୍ରତିଶତ ଓ ବାଣିଜ୍ୟରେ ପାସ୍ ହାର ୮୧.୧୨ ପ୍ରତିଶତ ହୋଇଥିବା ଜଣାଯାଇଛି। ଚଳିତ ବର୍ଷ
Read More...

ଦେବସ୍ନାନ ପୂର୍ଣ୍ଣିମା ପାଇଁ ବୈଠକ

ପୁରୀ : ଦେବସ୍ନାନ ପୂର୍ଣ୍ଣିମା ଜୁନ ୪ ତାରିଖରେ ଅନୁଷ୍ଠିତ ହେବ । ସ୍ନାନଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ପାଇଁ ଏକ ପ୍ରସ୍ତୁତି ବୈଠକ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମର୍ଥ ବର୍ମା ପୂର୍ବରୁ ଏକାଧିକ ବୈଠକ ମାଧ୍ୟମରେ ଚଳିତ
Read More...

ବାଲିଗୁଡ଼ାରେ ବାଘ ଆତଙ୍କ ଘଟଣା,କ୍ୟାମେରାରେ କଏଦ ହେଲା ପ୍ରକୃତ ଜନ୍ତୁର ଫଟୋ

ବାଲିଗୁଡ଼ା: ଗତ ତିନିଦିନ ଧରି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବଡ଼ଗାଁ କନ୍ୟାଶ୍ରମ ପଛପଟ ଖଡ୍ଗ ନଦୀ କୂଳରେ ବାଘ ବୁଲୁଥିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଖପାଖ ଲୋକେ ଆତଙ୍କିତ ଅବସ୍ଥାରେ ଥିଲେ । ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ବନାଞ୍ଚଳ ଅଧିକାରୀ
Read More...

ଆଜି ଶ୍ରୀମନ୍ଦିରରେ ୪ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ : ଶ୍ରୀମନ୍ଦିରରେ ଆଜି ଅପରାହ୍ନରେ ୪ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ବୁଧବାରରେ ଶ୍ରୀମନ୍ଦିରରେ ୠକ୍ମିଣୀ ହରଣ ନୀତି ଅନୁଷ୍ଠିତ ହେବ ।ତେଣୁ ଆପାତତଃ ଅପରାହ୍ନ ୧ଟା ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଶ୍ରୀବିଗ୍ରହମାନଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।ଆଜି ରୁକ୍ମିଣୀ ହରଣ
Read More...

ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ମିଶ୍ରଣ ପର୍ବ ,ଶଙ୍ଖ ଧରିଲେ ବିଜେପି ଓ କଂଗ୍ରେସର ଶତାଧିକ କର୍ମୀ

ବାଲିଗୁଡ଼ା: ନିର୍ବାଚନ ପୂର୍ବରୁ ବିରୋଧି ଦଳକୁ ବଡ଼ ଝଟକା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର କ.ନୂଆଗାଁ ବ୍ଲକ ଅନ୍ତର୍ଗତ ବାଲିଗାଡ଼ା ପଞ୍ଚାୟତର ରାବତବାଡିରେ ବିଜେଡିରେ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ
Read More...

ନରସିଂହଗୁଡାରେ ଗ୍ରାମ ଦେବୀ ମା’ ତେଲେଙ୍ଗାଣୀଙ୍କ ବାର୍ଷିକ ଯାତ୍ରା

ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍‌ ଧଣ୍ଡରା ପଞ୍ଚାୟତ ଅନ୍ତର୍ଗତ ନରସିଂହଗୁଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ଗ୍ରାମଦେବୀ ମା ତେଲେଙ୍ଗାଣୀଙ୍କ ବାର୍ଷିକ ଯାତ୍ରା । ପ୍ରତ୍ୟେକ ବର୍ଷ ବୈଶାଖ ମାସରେ ଏହି ଯାତ୍ରା ପାଳନ କରାଯାଇଥାଏ । ପାରମ୍ପରିକ ରୀତିନୀତି ଅନୁସାରେ
Read More...

ଡକାୟତି ଉଦ୍ୟମ ପଣ୍ଡ, ୬ ଗିରଫ

ପୁରୀ : ଦାମୋଦର ରୋଡ଼ ଅଞ୍ଚଳରେ ମାଲବାହି ଗାଡିରୁ ଡକାୟତି ଉଦ୍ୟମ ପଣ୍ଡ । ଡକାୟତି ଉଦ୍ୟମରେ ୬ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ଅଭିଯୁକ୍ତ ମାନେ ଚକ୍ରକୋଟ ଲେନଠାରେ ଥିବା କାଜୁ ଜଙ୍ଗଲରେ ଡକାୟତି ଉଦ୍ୟମ ପାଇଁ ଯୋଜନା କରୁଥିବା ବେଳେ ଟାଉନ ଥାନା ପୋଲିସ ଟିମ ପହଞ୍ଚି ଅଭିଯୁକ୍ତ
Read More...