Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଫୁଲବାଣୀ ଜିଲ୍ଲା ଓକିଲ ସଂଘ ପକ୍ଷରୁ ନୂତନ ରେଜିଷ୍ଟାର ନୀତିଶା ଚାନ୍ଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ଫୁଲବାଣୀ: ଫୁଲବାଣୀ ଜିଲ୍ଲା ଓକିଲ ସଂଘ ତରଫରୁ ନୂତନ ରେଜିଷ୍ଟାର ନୀତିଶା ଚାନ୍ଦଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ଭିଜିଲାନ୍ସ ଜଜ ସମର ବିଳାସ ବେହେରା, ବରିଷ୍ଠ ଦେୱାନୀ ଏବଂ ସହକାରୀ ଦୌରା ଜଜ ବିଶ୍ୱ କଲ୍ୟାଣୀ ମିଶ୍ର, ଅତିରିକ୍ତ!-->…
Read More...
Read More...
ନୟାଗଡ଼-ବାଣିଗୋଛା ଜାତୀୟ ରାଜପଥରେ ବେଆଇନ ହମ୍ପସ୍, ବଢୁଛି ଅସନ୍ତୋଷ
ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଣିଗୋଛା-ନୟାଗଡ଼ ରାସ୍ତାରେ ଶତାଧିକ ହମ୍ପସ୍ ରହିଥିବା ଦେଖିବାକୁ ମିଳୁଛି । ଉକ୍ତ ହମ୍ପସ୍ ଗୁଡିକ ଯୋଗୁଁ ଛୋଟ ପିଲା, ରୋଗୀ, ଗର୍ଭବତୀ ମହିଳା ଏପରିକି ବରିଷ୍ଠ ନାଗରିକ ବିଭିନ୍ନ ସମୟରେ ବିପଦକୁ ସାମ୍ନା କରୁଛନ୍ତି । ଜାତୀୟ!-->…
Read More...
Read More...
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ମୁଖ୍ୟ ଶାସନ ସଚିବ ତଥା ଶ୍ରୀ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ସ୍ନାନ ଯାତ୍ରା, ରଥଯାତ୍ରର!-->…
Read More...
Read More...
ଧର୍ମପରାୟଣ ମହିଳାଙ୍କ ପରଲୋକ
ପୁରୀ : ବରିଷ୍ଠ ଦଇତାପତି କୃଷ୍ଣଚନ୍ଦ୍ର ଦାସ ମହାପାତ୍ରଙ୍କ ଧର୍ମପତ୍ନୀ ତଥା ଧର୍ମପରାୟଣ ମହିଳା ବିଷ୍ଣୁପ୍ରିୟା ଦାସ ମହାପାତ୍ରଙ୍କର ୭୮ ବର୍ଷ ବୟସରେ ପରଲୋକ ଘଟିଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ରହି ଚିକିତ୍ସାଧୀନ ଥିଲେ । ସୋମବାର ଅପରାହ୍ନ ୨ଟା ସମୟରେ ମାଟିମଣ୍ଡପ ସାହି ବାସଭବନରେ ତାଙ୍କର!-->…
Read More...
Read More...
ଲାଞ୍ଚୁଆ ଷ୍ଟେନୋକୁ ୩ବର୍ଷ ଜେଲଦଣ୍ଡ ସହ ପାଞ୍ଚ ହଜାର ଟଙ୍କା ଜୋରିମାନା
ଫୁଲବାଣୀ: ବିଜୁଳି ବିଲ୍ ସଂଶୋଧନ କରିବା ପାଇଁ ୨୦୧୯ ମସିହାରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ ଷ୍ଟେନୋ ମନ୍ମଥ କୁମାର ଗଡ଼ନାୟକ । ଆଜି ସେହି ମାମଲାର ବିଚାରକରି ମାନ୍ୟବର ଭିଜିଲାନ୍ସ ଅଦାଲତର ଜଜ ସମର ବିଳାସ ବେହେରା ୧୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ ପରେ ଗଡ଼ନାୟକଙ୍କୁ ତିନି ବର୍ଷ!-->…
Read More...
Read More...
ବାଲିଗୁଡ଼ାରେ ବାଘ ଆତଙ୍କ ଗୁଜବ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବାଲିଗୁଡ଼ା ବନାଞ୍ଚଳରେ ବାଘ ଆତଙ୍କ ଗୁଜବ ସୃଷ୍ଟି ହୋଇଥିଲା । ବାଲିଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ବଡ଼ ଗାଁ କନ୍ୟାଶ୍ରମ ପଛ ପଟେ ଏକ ଅଜଣା ଜନ୍ତୁର ପାଦ ଚିହ୍ନ ଦେଖି ଅଞ୍ଚଳବାସୀଙ୍କ ମନରେ ଛନକା ପଶିଥିଲା । ଏହା କୌଣସି ବାଘର ପାଦ ଚିହ୍ନ!-->…
Read More...
Read More...
୨ କୁଇଣ୍ଟାଲ ୫୬ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ
ଫୁଲବାଣୀ,୨୯/୫ :- ଗୋଛାପଡା ପୋଲିସକୁ ମିଳିଛି ବଡ଼ ସଫଳତା । କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଗୋଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନିଙ୍କ ନେତୃତ୍ୱରେ ପୋଲିସ ଟିମ ୨୪ ଘଣ୍ଟା ମଧ୍ୟରେ ଦୁଇଟି ସ୍ଥାନରେ ଚଢ଼ାଉ କରି ଅଢେଇ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଗଂଜେଇ ଜବତ!-->…
Read More...
Read More...
ପରିତ୍ୟକ୍ତ ସୁଲଭ ଶୌଚାଳୟର ପୁନରୁଦ୍ଧାର ପାଇଁ ବିଡ଼ିଓଙ୍କ ପରିଦର୍ଶନ
ହରଭଙ୍ଗା,୨୯/୫:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସଦର ମହାକୁମା ଚାରିଛକ ଠାରେ ଦିନକୁ ଦିନ ଜନଗହଳି ବଢିଚାଲିଥିବାବେଳେ ଏଠାରେ ବ୍ଲକ କାର୍ଯ୍ୟାଳୟଠୁ ଆରମ୍ଭକରି ତହସିଲ କାର୍ଯ୍ୟାଳୟ, ଜେଏମଏଫସି କୋର୍ଟ ଭଳି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିଛି । ପ୍ରତିଦିନ ବ୍ଲକର କୋଣ ଅନୁକୋଣରୁ ଲୋକମାନେ!-->…
Read More...
Read More...
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ସୁବର୍ଣ୍ଣପୁର:ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ତରଭା ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଳାପାଳ ସୂର୍ଯ୍ୟନାରାୟଣ ଦାଶ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ!-->…
Read More...
Read More...
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଦିବ୍ୟାଙ୍ଗଙ୍କ ମାନଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ
ନବରଙ୍ଗପୁର:ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଦିବ୍ୟାଙ୍ଗଙ୍କ ମାନଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନର ଶେଷ ଦିନରେ (ଅଷ୍ଟମ) ଚନ୍ଦହାଣ୍ଡି ବ୍ଲକ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ,!-->…
Read More...
Read More...