Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମହାପ୍ରଭୁଙ୍କ ଦର୍ଶନ ହେଲା ଶେଷ ଦର୍ଶନ
ପୁରୀ : ଶ୍ରୀ ମନ୍ଦିରରେ ଅଘଟଣ । ମହାପ୍ରଭୁଙ୍କ ଦର୍ଶନ ହେଲା ଶେଷ ଦର୍ଶନ । ଶ୍ରୀମନ୍ଦିର ଭିତରେ ମା ଲକ୍ଷ୍ମୀଙ୍କ ଦର୍ଶନ କରୁଥିବା ବେଳେ ଅଚେତ୍ ହୋଇପଡିଲେ ଭକ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା!-->…
Read More...
Read More...
ବେଦାନ୍ତ ଲଞ୍ଜୀଗଡର ଉତ୍ଥାନ ଯୋଜନା କାଲାହାଣ୍ଡି ଏବଂ ରାୟଗଡାରେ ବଢାଇବ ନିଯୁକ୍ତି ସୁଯୋଗ
ଭବାନୀପାଟଣା: ବେଦାନ୍ତ ଲିମିଟେଡ, ଧାତୁଗତ ଗ୍ରେଡ୍ ଆଲୁମିନାର ଭାରତର ପ୍ରମୁଖ ଉତ୍ପାଦକ ଦ୍ୱାରା ପରିଚାଳିତ, ଉତ୍ଥାନ ଯୋଜନା କାଲାହାଣ୍ଡି ଏବଂ ରାୟଗଡା ଯୁବକମାନଙ୍କ ପାଇଁ ଯେଉଁମାନେ ସେମାନଙ୍କର ସ୍ନାତକୋତ୍ତର ସ୍ତରର ଅଧ୍ୟୟନ ସମାପ୍ତ କରିଛନ୍ତି ସେହିମାନଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି!-->…
Read More...
Read More...
ଖପ୍ରାଖୋଲ ପୋଲିସ ଦ୍ୱାରା ଦୁଇ ଚୋରା ଗାଡ଼ି ଉଦ୍ଧାର, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ
ଖପ୍ରାଖୋଲ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସକୁ ମିଳିଛି ବଡ଼ ସଫଳତା । ରାତିରେ ପେଟ୍ରୋଲିଙ୍ଗ ବେଳେ ଏକ ଚୋରା ଗାଡ଼ି ଧରିବା ସହ ଦୁଇ ଗାଡ଼ି ଚୋରକୁ ଧରି ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ପୋଲିସର ସୂଚନା ଅନୁସାରେ ପେଟ୍ରୋଲିଙ୍ଗ କଲା ବେଳେ ଗୋଟିଏ ଟାଟା ଏସି ମାଲବାହୀ!-->…
Read More...
Read More...
ନୂତନ ସିଡିପିଓଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା
ସିନାପାଲି : ନୂଆପଡା ଜିଲ୍ଲା ସିନାପାଲି ବ୍ଲକରେ ନୂତନ ଭାବେ ଯୋଗଦାନ କରିଥିବା ସମ୍ୱନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତୃପ୍ତିମୟୀ ମହାନ୍ତିଙ୍କୁ ସିନାପାଲି ଅଙ୍ଗନୱାଡି କର୍ମୀ ତଥା ଭାରତୀୟ ମଜଦୂର ସଂଘ ତରଫରୁ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ସିନାପାଲି ଆଇସିଡିଏସ୍!-->…
Read More...
Read More...
୫୫ଗ୍ରାମ ବ୍ରାଉନ ସୁଗାର ଜବତ,ଅଭିଯୁକ୍ତ ଗିରଫ
ପୁରୀ: ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଟିମ୍ ଡେଲାଙ୍ଗ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର୍ ଗ୍ରାମରେ ଚଢ଼ାଉ କରି ଅଜୟ କୁମାର ପ୍ରଧାନଙ୍କୁ ଗିରଫ କରିଛନ୍ତି । ତାଙ୍କ ନିକଟରୁ ୭୫ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ସ୍ଥାନୀୟ ରାମମନ୍ଦିର ନିକଟରୁ!-->…
Read More...
Read More...
୪୪ କିଲୋ ଗଞ୍ଜେଇ ସହ ୪ ଗିରଫ, ୨ କାର ଜବତ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରୁ ରାଜ୍ୟ ବାହାର ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଧରିଲା ଦାରିଙ୍ଗବାଡି ପୋଲିସ । ୪୪ କିଲୋ ୭୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଟି କାର ଓ ଚୋରା ଚାଲାଣରେ ସଂପୃକ୍ତ ଥିବା ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା!-->…
Read More...
Read More...
କାଳ ବୈଶାଖୀ ପ୍ରଭାବରେ ବ୍ୟାପକ ତରଭୁଜ ଓ ଡ଼ାଳୁଅ ଧାନ ନଷ୍ଟ, ସରକାରୀ ସହାୟତା ପାଇଁ ଦାବି
ହରଭଙ୍ଗା : ଆଜି ଦିନ ତମାମ ମୁଣ୍ଡ ଫଟା ଖରା ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ହଠାତ ଅପରାହ୍ନରେ ପାଗ ପରିବର୍ତ୍ତନ ସହ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର କେତେକ ସ୍ଥାନରେ କୁଆ ପଥର ବର୍ଷାସହ ଝଡ଼ ପବନ ହୋଇଥିଲା । ଏହାର ପ୍ରଭାବରେ ବ୍ଲକର ରାମଗଡ଼ ପଞ୍ଚାୟତରେ ଭୀଷଣ କୁଆପଥର ହେବାସହ ଲୋକଙ୍କ!-->…
Read More...
Read More...
୯୫ଗ୍ରାମ ବ୍ରାଉନ ସୁଗାର୍ ଜବତ, ଜଣେ ଗିରଫ
ପୁରୀ : ପୁରୀ ଅବକାରୀ ମୋବାଇଲ ସ୍କ୍ୱାର୍ଡ ଅଠର ନଳା ନିକଟରେ ଚଢାଉ କରି ୯୫ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି । ଅବକାରୀ ଅଧିକ୍ଷକ ଜଗଦୀଶ ସାମଲଙ୍କ ନିର୍ଦ୍ଦେଶକ୍ରମେ ମୋବାଇଲ ସ୍କ୍ୱାର୍ଡ ଅଠର ନଳା ନିକଟରେ ଚଢାଉ କରି ଏହି ବ୍ରାଉନ ସୁଗାର୍ ଜବତ କରିବା ସହ ରାଜେନ୍ଦ୍ର ଖଟୋଇଙ୍କୁ ଗିରଫ!-->…
Read More...
Read More...
୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟର ପ୍ରଥମ ଦିନରେ ଆଜି ୪ଟି ଜିଲ୍ଲାର ୩୫୭ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ ଗଞ୍ଜାମ ଜିଲ୍ଲାର!-->…
Read More...
Read More...
ପୁଣି ପୁରୀରେ ଅଗ୍ନିକାଣ୍ଡ, ବାଗେଡିଆ ଧର୍ମଶାଳାରେ ଲାଗିଲା ନିଆଁ
ପୁରୀ : ପୁଣି ପୁରୀରେ ଅଗ୍ନିକାଣ୍ଡ । ବାଗେଡିଆ ଧର୍ମଶାଳାରେ ଲାଗିଲା ନିଆଁ । ଧର୍ମଶାଳାର ରୋଷେଇ ଘରେ ଥିବା ଦୁଇଟି ଗ୍ୟାସ୍ ସିଲିଣ୍ଡରରେ ଲାଗିଥିଲା ନିଆଁ । ସେଠାରେ ରହଣି ପାଇଁ ଆସିଥିବା ଭକ୍ତମାନେ ରୋଷେଇ କରୁଥିବା ସମୟରେ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗିଥିଲା । ନିଆଁ ଭୟରେ!-->…
Read More...
Read More...