Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗ୍ରାମାଞ୍ଚଳ ଓ ଶିକ୍ଷାୟତନ ଅଞ୍ଚଳ ହେବ ତମାଖୁ ମୁକ୍ତ
ପୁରୀ : କେବଳ ଶିକ୍ଷାୟତନ ଅଞ୍ଚଳ ନୁହେଁ, ପୁରୀ ଜିଲ୍ଲାର ଗ୍ରାମାଞ୍ଚଳକୁ ତମାଖୁ ମୁକ୍ତ କରିବା ପାଇଁ ସମସ୍ତ ପ୍ରୟାସ କରାଯିବା ସହ ରଥଯାତ୍ରା ରେ ପବିତ୍ର ବଡ଼ଦାଣ୍ଡକୁ ତମାଖୁ ନିଷିଦ୍ଧାଞ୍ଚଳ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଘୋଷଣା ହୋଇଛି । ଜିଲ୍ଲା!-->…
Read More...
Read More...
ଆନ୍ତର୍ଜାତୀୟ ସେବିକା ଦିବସ ଉପଲକ୍ଷେ ବାଲୁକା କଳା
ପୁରୀ : ମଇ ୧୨ ଆନ୍ତର୍ଜାତୀୟ ସେବିକା ଦିବସ । ଏହି ଅବସରରେ ସେବିକା ମାନଙ୍କୁ ସମ୍ମାନ ଜଣାଇ ୭ ସ୍ପେକସ ଭର୍ଡିଓର ଫାଉଣ୍ଡେସନ ପକ୍ଷରୁ ଦେବିକା ମାନଙ୍କୁ ସମ୍ମାନ ଜଣାଇ ବାଲୁକା କଳା ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଚାର କରାଯାଇଛି । ଚିତ୍ତରଞ୍ଜନ ମହାନ୍ତିଙ୍କ ଦ୍ୱାରା ପ୍ରସ୍ତୁତ ଏହି!-->…
Read More...
Read More...
ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଲଷ୍ମୀ ମୁଣ୍ଡା
ହରଭଙ୍ଗା : ସରକାର ଗରିବ ଅସହାୟ, ବାର୍ଦ୍ଧକ୍ୟ, ବିଧବାମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି । କିନ୍ତୁ ବେଳେବେଳେ ଏହି ଯୋଜନାଟି ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଁଚି ପାରୁ ନାହିଁ । ଏଥିପାଇଁ ସରକାର ବିଭାଗର ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରିଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ ବା!-->…
Read More...
Read More...
ନୂଆ ରୂପର ରାଜ-ସୁନାଖଳା ଫାଣ୍ଡି
ଦଶପଲ୍ଲା : ନୟାଗଡ ଜିଲ୍ଲା ରଣପୁର ଥାନା ଅଧିନସ୍ଥ ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳ ରାଜସୁନାଖଳା ଫାଣ୍ଡିର ରୂପାନ୍ତରିତ ଗୃହ ବୁଧବାର ମଧ୍ୟାହ୍ନରେ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ପୂର୍ବରୁ ଏହି ଫାଣ୍ଡି ଗୃହଟି ଅତ୍ୟନ୍ତ ଜରାଜୀର୍ଣ୍ଣ ଓ ପୁରାତନ ଘରେ ଚାଲିଥିଲା । ତେବେ!-->…
Read More...
Read More...
ବିଦ୍ୟାଳୟ ଓ ଅଙ୍ଗନବାଡ଼ିରେ ପାନୀୟ ଜଳ ବ୍ୟବସ୍ଥା ପାଇଁ ମହିଳା ଜୀବିକା ସୁରକ୍ଷା ମଞ୍ଚର ଦାବିପତ୍ର
ଦଶପଲ୍ଲା : ଆଜି ମହିଳା ଜୀବିକା ସୁରକ୍ଷା ମଞ୍ଚର ଆବାହକ, ବିଶିଷ୍ଠ ସ୍ୱେଚ୍ଛାସେବୀ ତଥା ସାମ୍ବାଦିକ କୁନାକାନ୍ତ ବେହେରାଙ୍କ ନେତୃତ୍ୱରେ ବ୍ଲକ୍ କାର୍ଯ୍ୟାଳୟରେ ଏବିଡିଓ ସତ୍ୟନାରାୟଣ ସେଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଯେଉଁଥିରେ ସଂଗଠନ ପକ୍ଷରୁ ଦଶପଲ୍ଲା ଅଞ୍ଚଳରେ ରହିଥିବା!-->…
Read More...
Read More...
ପୁଣି ସକ୍ରିୟ ହେଲେ ଲାଲ ବାହିନୀ : ଘରୁ ଡାକି ନେଇ ଗୁଳି କରି ହତ୍ୟା
ଫୁଲବାଣୀ :କିଛି ଦିନ ବ୍ୟବଧାନ ପରେ ପୁଣି ସକ୍ରିୟ ହେଲେ ଲାଲ ବାହିନୀ । ଗତ କାଲି ରାତି ୯ ଟା ସମୟରେ ଜଣେ ପୂର୍ବତନ ସରପଞ୍ଚଙ୍କୁ ଘରୁ ଡ଼ାକିନେଇ ଗୁଳି କରି ହତ୍ୟା କରିଛନ୍ତି ମାଓ ବାଦୀ । ସୂଚନା ମୁତାବକ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସମର ବନ୍ଦ ପଞ୍ଚାୟତ ସାଉଲ୍ ପଡ଼ା!-->…
Read More...
Read More...
ବ୍ଲଡ଼ବ୍ୟାଙ୍କରେ ରକ୍ତର ଅଭାବ, ହୀରାକୁଦ ଥାନାରେ ରକ୍ତଦାନ ଶିବିର ଆୟୋଜିତ
ସମ୍ବଲପୁର:ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ସ୍ଥାନୀୟ ବ୍ଲଡ଼ବ୍ୟାଙ୍କରେ ରକ୍ତର ଅଭାବ ଦେଖାଯାଇଛି । ଏ ପରିପ୍ରେକ୍ଷୀରେ ସ୍ଥାନୀୟ ହୀରାକୁଦ ଥାନାରେ ମୋ ସରକାର ୫ଟି ସେଲ ସମ୍ବଲପୁର ଦ୍ୱାରା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରକୁ!-->…
Read More...
Read More...
୫-ଟି ସଚିବଙ୍କ ଗଜପତି ଗସ୍ତର ଦ୍ବିତୀୟ ଦିନ;ମୁଖ୍ୟମନ୍ତ୍ରୀଙ୍କ ଉତୁଙ୍ଗ ଉଦ୍ୟମ- ପାହାଡରେ ସୁଡ଼ଙ୍ଗ କରି ଦିଆଯିବ ପାଣି
ଗଜପତି:ଜନସାଧାରଣଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ଉଦ୍ୟମ ରତ। ଓଡିଶାର ରୂପାନ୍ତର ପାଇଁ ଅନେକ ପଦକ୍ଷେପ ନେଇ ରାଜ୍ୟର ବିକାଶ ମାନଚିତ୍ରରେ ଆଣିଛନ୍ତି କାୟାକଳ୍ପ । ଗତକାଲି ବିଜୁ ଏକ୍ସପ୍ରେସ ୱେ-୨ ର ନିର୍ମାଣ ପାଇଁ ପାହାଡ କାଟି ଟନେଲ ଜରିଆରେ ରାସ୍ତା!-->…
Read More...
Read More...
ଆରଟିଓ ଅଫିସ ନିକଟ ବେଆଇନ ଜନସେବା କେନ୍ଦ୍ରରୁ ୨ ଦଲାଲ ଗିରଫ
ବୌଦ୍ଧ,୧୦/୫:- ବୌଦ୍ଧ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଦୁଇଜଣ ଦଲାଲଙ୍କୁ ଆର.ଟି.ଓ. କାର୍ଯ୍ୟାଳୟ ନିକଟରୁ ପୋଲିସ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ତପନ ମଣ୍ଡଲ ଏବଂ ସଂଜିତ ପଣ୍ଡା । ସେମାନେ ବେଆଇନ ଭାବରେ ଜନସେବା କେନ୍ଦ୍ରକରି ଆର. ଟି. ଓ. ଅଫିସର!-->…
Read More...
Read More...
ପ୍ରାଣୀଧନ ନିରୀକ୍ଷକଙ୍କ ୫ଦଫା ଦାବିପତ୍ର ପ୍ରଦାନ
କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ଅଧିନରେ ଥିବା ପ୍ରାଣୀଧନ ନିରୀକ୍ଷକମାନେ ବୁଧବାର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଉଦ୍ଦେଶ୍ୟରେ ୫ଦଫା ଏକ ଦାବିପତ୍ର କୋକସରା ଭ୍ରାମ୍ୟମାଣ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ସ୍ମୃତି ରଞ୍ଜନ ଦାସଙ୍କ ଜରିଆରେ!-->…
Read More...
Read More...