Browsing Category

ରାଜ୍ୟ

ଭାରସାମ୍ୟ ହରାଇ ଡ୍ରେନ ଉପରେ ଚଢିଗଲା ହାଇୱା : ବହୁ ଉଠା ଦୋକାନୀଙ୍କ ଜିନିଷ ପତ୍ର ଛାରଖାର : ବ୍ୟବସାୟୀ ଗୁରୁତର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ୫୯ ନଂ. ଜାତୀୟ ରାଜପଥର ବସଷ୍ଟାଣ୍ଡ ଓ ଆଦର୍ଶ ପୁଷ୍କରିଣୀ ନିକଟରେ ଥିବା ଡ୍ରେନ ଉପରକୁ ଏକ ହାଇୱା ନଂ.ଓଡି-୦୨-ଏଟି -୨୮୭୭ ଭାରସାମ୍ୟ ହରାଇ ଡ୍ରେନ ଉପରେ ଚଢିଗଲା, ଯାହା ଫଳରେ ଡ୍ରେନ ଉପରେ ଫୁଟପାଥ ରେ ବିକ୍ରି କରୁଥିବା କେତେକ ଦୋକାନ ଉପରେ ଚଢ଼ି
Read More...

ପୁଣି କଲରାପତରିଆ ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା !

ନୂଆପଡ଼ା: ନୂଆପଡା ଜିଲ୍ଲା ସଦର ବ୍ଲକ କେନ୍ଦୁବାହାରା ଗ୍ରାମ ପଞ୍ଚାୟତ ବ୍ରାହ୍ମଣୀ ଗ୍ରାମରେ ପୁଣି କଲରାପତରିଆ ବାଘ ଆତଙ୍କ । ସକାଳୁ ବାଛୁରୀ ଅନ୍ୟ ଗାଈମାନଙ୍କ ସହ ଚରିବା ପାଇଁ ନିକସ୍ଥ ଜଙ୍ଗଲକୁ ଯାଇଥିଲ । ସେଠାରେ କଲରାପତରିଆ ବାଘ ବାଛୁରୀକୁ ମାରି ଖାଇଥିବା ଅଭିଯୋଗ ହେଉଅଛି । ବାଛୁରୀ
Read More...

ବିଶିଷ୍ଟ ଜନନେତା ତ୍ରିଲୋଚନ କାନୁନଗୋଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ…

ଭୁବନେଶ୍ୱର : ବିଶିଷ୍ଟ ଜନନେତା ପୂର୍ବତନ ସାଂସଦ,ପୂର୍ବତନ ବିଧାୟକ ତ୍ରିଲୋଚନ କାନୁନଗୋଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱର୍ଗତ କାନୁନଗୋଙ୍କୁ ଜଣେ ବିଶିଷ୍ଟ ପାର୍ଲିଆମେଣ୍ଟାରିଆନ,
Read More...

ଓଡିଶା ୟୁନିଅନ ଜର୍ଣ୍ଣାଲିଷ୍ଟର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ପୁରୀ : ଓଡିଶା ୟୁନିଅନ ଜର୍ଣ୍ଣାଲିଷ୍ଟର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ହୋଟେଲ ହଲିଡେ ରିସର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଗୃହ ମନ୍ତ୍ରୀ ଓ କ୍ରୀଡା, ଯୁବ ବ୍ୟାପାର ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରି କାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ
Read More...

ଆଗାମୀ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପୁରୀ : ଆଗାମୀ ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ଶ୍ରୀଜୀଉ ମାନଙ୍କ ଚନ୍ଦନ ଯାତ୍ରା । ନରେନ୍ଦ୍ର ପୋଖରୀରେ ଚାପ ଖେଳ । ଚଳିତ ମାସ ୨୩ ତାରିଖରୁ ମଇ ମାସ ୧୨ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ । ତେଣୁ ଏହାକୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ
Read More...

କୋରଡ଼ାଗଡ଼ ଲଙ୍କାପୋଡ଼ି ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା: ତୃତୀୟ ସନ୍ଧ୍ୟାରେ ମନ ମୋହିଲା କୋରଡ଼ା ବନ୍ଦନା

ନୂଆଗାଁ : ନୂଆଗାଁ ବ୍ଲକ ଅନ୍ତର୍ଗତ କୋରଡ଼ା ଗ୍ରାମରେ ଚାଲିଥିବା କୋରଡ଼ାଗଡ଼ ଲଙ୍କାପୋଡ଼ି ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ତୃତୀୟ ଦିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ଆରମ୍ଭ ହୋଇଥିଲା ସାହିତ୍ୟକ ମାନଙ୍କ ସାହିତ୍ୟ ଆବୃତିରୁ । ନୂଆଗାଁ ବ୍ଲକ ବିଭିନ୍ନ ପଞ୍ଚୟତରୁ
Read More...

ଗ୍ୟାସ ସିଲିଣ୍ଡରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଦମ୍ପତି

ନୂଆଗାଁ : ଆଜି ସନ୍ଧ୍ୟା ସମୟରେ ଅଛୁପଡା ଗ୍ରାମରେ ବିଜୟ କୁମାର ଗଣ୍ଡାଙ୍କ ଘରେ ରୋଷେଇ କରୁଥିବା ସମୟରେ ହଠାତ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା । ଘରେ ଥିବା ଦମ୍ପତି ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଉଭୟ ଗ୍ୟାସ ସିଲଣ୍ଡରକୁ ଘର ଅଗଣାକୁ ନେଇଯାଇଥିଲେ ଓ
Read More...

ହିରୋଇନ ଜବତ, ଜଣେ ଗିରଫ

ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାଡର ଉପ-ନିରୀକ୍ଷକ ସିଦେ୍ଧଶ୍ୱର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ପିପିଲି ଥାନା ଅନ୍ତର୍ଗତ ଲୋଟସ ମଣ୍ଡପ, ଦାଣ୍ଡମୁକୁନ୍ଦପୁର ସାମ୍ନାରେ ଚଢ଼ାଉକରି ଏକ ବ୍ୟକ୍ତି ଯାହାଙ୍କ ନାମ
Read More...

ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଜୟ ଭାରତ ସତ୍ୟାଗ୍ରହ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଗୁରୁବାର ଜୟ ଭାରତ ସତ୍ୟାଗ୍ରହ ଆୟୋଜିତ ହୋଇଛି । ଶତାଧୀକ ଦଳୀୟ ନେତା ଓ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ର ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ । କେନ୍ଦ୍ର ବିଜେପି ସରକାରଙ୍କ ନୀତି ବିରୋଧରେ
Read More...

ବାଲିଗୁଡାରେ ବୈଷୟିକ ଶିକ୍ଷା ସଚେତନ ରଥ ପରିକ୍ରମା

ବାଲିଗୁଡା: ବର୍ତ୍ତମାନ ସମୟରେ ବୈଷୟିକ ଶିକ୍ଷାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିଶା ନଲେଜ କର୍ପୋରେସନ ଲିମିଟେଡ଼ (ଓକେସିଏଲ) ଓଡିଶାର ପ୍ରତ୍ୟେକ ଜିଲ୍ଳାରେ ବୈଷୟିକ ଶିକ୍ଷା ସଚେତନ ରଥ ଭ୍ରମଣ କରୁଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ବାଲିଗୁଡାରେ ଓକେସିଏଲ ଅଧିନସ୍ଥ ୟୁଆଇସିଟି
Read More...