Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଖଡ଼ିଆଳ ମିଶନ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ
ଖଡ଼ିଆଳ: ନୂଆପଡା ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଆସିଛନ୍ତି । ଏହି ଅବସରରେ ଖଡ଼ିଆଳ ମିଶନ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ ସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ବୁଝିବା ସହ ସ୍ୱାସ୍ଥ୍ୟ କାର୍ଡ ନେଇ ଆସୁଥିବା ହିତାଧିକାରୀଙ୍କୁ ଅନ୍ତେବାସୀ!-->…
Read More...
Read More...
ମହାପ୍ରଭୁଙ୍କୁ ଦର୍ଶନ କଲେ ୫-ଟି ସଚିବ
ପୁରୀ : ପୁରୀରେ ୫-ଟି ସଚିବ ଭି. କେ. ପାଣ୍ଡିଆନ୍ । ଆଜି ୫-ଟି ସଚିବ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି । ଏହାପରେ ମା ଲକ୍ଷ୍ମୀ, ବିମଳାଙ୍କ ଦର୍ଶନ ସହ ବେଢ଼ା ପରିକ୍ରମା ମଧ୍ୟ କରିଛନ୍ତି । ତେବେ ମହାପ୍ରଭୁଙ୍କ ବିଶ୍ୱ!-->…
Read More...
Read More...
ଓଲଟିଲା ଆଜବେଷ୍ଟ ବୋଝଇ ଟ୍ରକ
ହରଭଙ୍ଗା : ଖୋର୍ଦ୍ଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣା କଟକ ଥାନା ଆଡେଣିଗଡ ଫାଣ୍ଡି ଅଧିନସ୍ତ ମାଧପୁର ଢ଼ାବା ନିକଟରେ ଏକ ଆଜବେଷ୍ଟ ବୋଝଇ ଟ୍ରକ ଭାରସାମ୍ୟ ହରାଇବାରୁ ଏକ କାର ଉପରେ ମାଡି ବସିଥିବା ଦେଖିବାକୁ ମିଳିଥିବା ବେଳେ ଅଳ୍ପକେ ବଡ଼ ଦୁର୍ଘଟଣାରୁ ସମସ୍ତ ଯାତ୍ରୀ ଓ ଟ୍ରକ!-->…
Read More...
Read More...
ମିତାଲିଙ୍କ ସଫଳତାରେ ଖମ୍ବାରୀଗାଁ ପଞ୍ଚାୟତ ଗର୍ବିତ
ବ୍ରହ୍ମପୁର/ଦିଗପହଣ୍ଡି: ଦିଗପହଣ୍ଡି ବ୍ଲକ ଖମ୍ବାରୀଗାଁ ପଂଚାୟତ ଅନ୍ତର୍ଗତ ଟୀକରପଡ଼ା ଗ୍ରାମରେ ମିତାଲିଙ୍କ ଜନ୍ମ । ପ୍ରଦୀପ କୁମାର କର ଓ ସୁନୀତା କରଙ୍କ ଜ୍ୟେଷ୍ଠ କନ୍ୟା । ପିଲାଟି ଦିନରୁ ସେ ଜଣେ ମେଧାବୀ ଛାତ୍ରୀ । ପାଠ ପଢାରେ ରହିଥିଲା ରୁଚି । ତେଣୁ ପ୍ରାରମ୍ଭ ଠାରୁ ପ୍ରତି ଶ୍ରେଣୀ ରେ!-->…
Read More...
Read More...
୩ ନୂଆ କ୍ୟାବିନେଟ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ
ଭୁବନେଶ୍ବର: ୩ ନୂଆ କ୍ୟାବିନେଟ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ଦାୟିତ୍ବ ଦିଆଯାଇଛି । ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଓ ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କୁ ଶ୍ରମ ବିଭାଗ ଦାୟିତ୍ବ ଦିଆଯାଇଛି ।!-->…
Read More...
Read More...
ବିଲ୍ ପ୍ରଦାନକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ଘଟଣା, ୩ ଦିନ ପରେ ଖୋଲିଲା
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ କଣ୍ଟ୍ରାଗଡ ପଞ୍ଚାୟତରେ ବିଲ୍ ପ୍ରଦାନକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା । ଏ ନେଇ କଣ୍ଟ୍ରାଗଡ ସମିତି ସଭ୍ୟ ଟିକେଶ୍ୱର ଶବରଙ୍କ ସମେତ ଗ୍ରାମବାସୀ ୩ଦିନ ଧରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ । ଯାହାକୁ ନେଇ ୩ ଦିନ ଧରି ସମାଧାନ!-->…
Read More...
Read More...
ସିଆରପିଏଫ୍ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ଅବସ୍ଥାପିତ ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ କମାଣ୍ଡାଣ୍ଟ୍ ମଉଲି ମୋହନ କୁମାରଙ୍କ ନେତୃତ୍ୱରେ ଜବାନମାନେ ସ୍ଥାନୀୟ ବସ୍ଷ୍ଟାଣ୍ଡ୍ ନିକଟସ୍ଥ ପୋଖରୀ ନିକଟରେ ପହଁଚି!-->…
Read More...
Read More...
କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ବିକ୍ରମ, ସୁଦାମ ଓ ଶାରଦା
ଭୁବନେଶ୍ବର : ଆଜି ରାଜ୍ୟର ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ଶାରଦା ନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି | ଆଜି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ!-->…
Read More...
Read More...
ବିକ୍ରମ,ସୁଦାମ ଓ ସାରଦା ହେବେ ମନ୍ତ୍ରୀ
ଭୁବନେଶ୍ୱର: ସସ୍ପେନ୍ସ ଉପରୁ ହଟିଲା ପରଦା । ଶେଷରେ ଘୋଷଣା ହୋଇଛି ତିନି ମନ୍ତ୍ରୀଙ୍କ ନାଁ । ବିକ୍ରମ କେଶରୀ ଆରୁଖ,ସୁଦାମ ମାର୍ଣ୍ଡି ଓ ସାରଦା ନାୟକ ହେବେ ମନ୍ତ୍ରୀ । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି ଲୋକସେବା ଭବନରେ ୩ ମନ୍ତ୍ରୀଙ୍କୁ!-->…
Read More...
Read More...
ପୋଲିସ୍ ହାତରେ ଧରା ପଡିଲେ ଟ୍ରକ ଚୋରି ଗ୍ୟାଙ୍ଗ
ଚମ୍ପୁଆ:ଚୋର ଘର ସବୁଦିନ ଅନ୍ଧାର ନଥାଏ, ଦିନେ ଆଲୁଅ ହୁଏ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଚମ୍ପୁଆ ପୋଲିସ୍ । ଓଡିଶାରେ ଚୋରି ହୋଇଥିବା ଟ୍ରକକୁ ଶେଷରେ ଝାଡଖଣ୍ଡ ରାଜ୍ୟରେ ଉଦ୍ଧାର କରିବା ସହିତ ଚୋରିରେ ବ୍ୟବହୃତ ଧଳା ସ୍କ୍ରପିଓ ଗାଡିକୁ ଜବତ କରି ୫ଜଣ ଚୋରଙ୍କୁ ଧରିବାରେ ସଫଳ ହୋଇଛନ୍ତି ।!-->…
Read More...
Read More...