Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଲିଗୁଡାରେ ବୈଷୟିକ ଶିକ୍ଷା ସଚେତନ ରଥ ପରିକ୍ରମା
ବାଲିଗୁଡା: ବର୍ତ୍ତମାନ ସମୟରେ ବୈଷୟିକ ଶିକ୍ଷାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିଶା ନଲେଜ କର୍ପୋରେସନ ଲିମିଟେଡ଼ (ଓକେସିଏଲ) ଓଡିଶାର ପ୍ରତ୍ୟେକ ଜିଲ୍ଳାରେ ବୈଷୟିକ ଶିକ୍ଷା ସଚେତନ ରଥ ଭ୍ରମଣ କରୁଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ବାଲିଗୁଡାରେ ଓକେସିଏଲ ଅଧିନସ୍ଥ ୟୁଆଇସିଟି!-->…
Read More...
Read More...
ଟିମ ହ୍ୟୁମାନିଟି କନ୍ଧମାଳ ଅନୁଷ୍ଠାନକୁ ରାଜ୍ୟସ୍ତରୀୟ ପୁରସ୍କାର
ଫୁଲବାଣୀ:ସେବା କାର୍ପଣ୍ୟ ଦାନବଳେ,କିବା ଅସାଧ୍ୟ ମହୀତଳେ । ଜଗତର ନାଥ ଜଗନ୍ନାଥଙ୍କ କରୁଣାରୁ ଆମେ ସମସ୍ତେ ଏହି ଧରାପୃଷ୍ଠରେ ମଣିଷ ଭଳି ଏକ ସର୍ବୋତମ ପ୍ରାଣୀ ଭାବେ ଜନ୍ମ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । କିନ୍ତୁ; ଏହି ଜୀବନକୁ ସାଫଲ୍ୟମଣ୍ଡିତ କରିବାକୁ ହେଲେ ଜୀବନକୁ ସେବା ରୂପକ!-->…
Read More...
Read More...
ଜିଲ୍ଲାସ୍ତରୀୟ ବାଳିକା ଫୁଟବଲ ଟୁର୍ଣ୍ଣାମେଣ୍ଟ
ନବରଙ୍ଗପୁର : ସମଗ୍ର ଜିଲ୍ଲାରେ କିଶୋରୀମାନଙ୍କୁ ସଶକ୍ତି କରାଇ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରାଇବା ନିମନ୍ତେ ଜିଲ୍ଲା ପ୍ରଶାସନ ଆଉପାଦେ ଆଗକୁ ଆଗେଇଛି । ବିଶେଷ କରି ଖେଳ ମାଧ୍ୟମରେ କିଶୋରୀମାନଙ୍କ ମନରେ ଦୃଢତା ଆଣିବା ସହିତ ଯୁବସମାଜ ମଧ୍ୟରେ ଲିଙ୍ଗଗତ ଭେଦଭାବ ଦୂରକରିବା ସହିତ!-->…
Read More...
Read More...
ଏସକେସିଜି ସ୍ୱୟଂଶାସିତ ମହା ବିଦ୍ୟାଳୟର ବାର୍ଷିକ ଉତ୍ସବ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହା ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇ ପ୍ରଥମେ କଲେଜରେ!-->…
Read More...
Read More...
ରଥଯାତ୍ରା ପୂର୍ବରୁ ଦଶପଲ୍ଲାରୁ ଗଡିବ ରେଳ
ଦଶପଲ୍ଲା : ଭୁବନେଶ୍ୱରରୁ ନୂଆଗାଁ ପର୍ଯ୍ୟନ୍ତ ଯାତ୍ରୀବାହୀ ରେଳ ଚଳାଚଳ କରୁଥିଲା ବେଳେ ରଥଯାତ୍ରା ପୂର୍ବରୁ ଏହି ବ୍ୟବସ୍ଥା ଦଶପଲ୍ଲା ପର୍ଯ୍ୟନ୍ତ ସଂପ୍ରସାରଣ ହେବ ବୋଲି ସୂଚନା ମିଳିଛି । ଗତ ମାସ ୧୮ତାରିଖରେ ଏକ ମାଲ ଗାଡ଼ିରେ ଲୁହାଟ୍ରାକ ଅଣାଯାଇ ନୂଆଗାଁ ଠାରୁ ଆଗକୁ ବିଛା ଯାଇଛି । ଆଉ ଏକ!-->…
Read More...
Read More...
ଦୀପପାଲୀ ଜଙ୍ଗଳରୁ ଦୁଇଟି ଗଳିତ ଶବ ଉଦ୍ଧାର କଲା ପୋଲିସ
ଉଲୁଣ୍ଡା: ଉଲୁଣ୍ଡା ଥାନା ଅନ୍ତର୍ଗତ ସିଂପାଲି-ଦୀପପାଲୀ ମଧ୍ୟଭାଗରେ ଥିବା ଜଙ୍ଗଳରୁ ଦୁଇଟି ଗଳିତ ଶବ ପୁଲିସ ଉଦ୍ଧାର କରିଛି । ଶବ ଦୁଇଟି ଜଣେ ପୁରୁଷ ଓ ମହିଳା ହୋଇଥିବା ବେଳେ ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ତଦନ୍ତ ଜାରିରଖିଛି । ସୂଚନା ଅନୁସାରେ ଆଜି ଅପରାହ୍ନରେ!-->…
Read More...
Read More...
ମା’ ପାଟଖଣ୍ଡା ଦୁର୍ଗା ପୂଜା ସମିତିର ନୂତନ ସମ୍ପାଦକ ଚୟନ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ମା'ପାଟ୍ଟଖଣ୍ଡା ଦୁର୍ଗା ପୂଜା ସମିତିର ନୂତନ ସମ୍ପାଦକ ଭାବେ ଭଗବତୀ ପ୍ରସାଦ ସାବତ (ଜିତୁ ) ଦାୟିତ୍ୱ ଗହଣ କରିଛନ୍ତି । ସେ ପୂର୍ବରୁ ସମିତିର ଯୁଗ୍ମ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । ସଭାପତି ଲୋକନାଥ ପାଢ଼ୀ, କୋଷାଧ୍ୟକ୍ଷ ନାଗେଶ୍ୱର!-->…
Read More...
Read More...
ଉପାନ୍ତ ଅଞ୍ଚଳ ଗସ୍ତ କରି ସମସ୍ୟା ବୁଝିଲେ ବିଧାୟକ, ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ଦେଲେ
ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲିର ଉପାନ୍ତ ତଥା ମାଓ ପ୍ରବଣ ଘାଟମାଳ ଗ୍ରାମପଞ୍ଚାୟତ ଗସ୍ତ କରି ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ବିଭିନ୍ନ ସମସ୍ୟା ଉପରେ ସ୍ଥାନୀୟ ଲୋକମାନଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି । ଆଜି ଦିନ ପୂର୍ବାହ୍ନ ୧୧ଟା ସମୟରେ ପ୍ରଥମେ ବେଲପାଟି ଗ୍ରାମରେ!-->…
Read More...
Read More...
ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଭିଯୁକ୍ତକୁ ୩ ବର୍ଷ ଜେଲ
ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାର ବିଚାର କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ସୁଧାକର ପୃଷ୍ଠିଙ୍କୁ ଦୋଷୀ ସାବ୍ୟସ୍ତ!-->…
Read More...
Read More...
ପୋଖରୀରେ ବୁଡି ବାଳକର ମୃତ୍ୟୁ
ହରଭଙ୍ଗା : ପୋଖରୀକୁ ଗାଧୋଇବାକୁ ଯାଇ ଜଣେ ବାଳକହ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ପୁରୁଣାକଟକ ଥାନା ଆଡେଣିଗଡ଼ ଫାଣ୍ଡି ଅଧିନସ୍ଥ ବଦଳାଗ୍ରାମରେ । ମିଳିଥିବା ସୂଚନା ମତେ ଗ୍ରାମର ଅଶୋକ ମାଝୀଙ୍କ ପୁଅ ଅଭିନାଶ ମାଝୀ (୧୬) ସାଙ୍ଗ ସାଥିଙ୍କ ସହିତ!-->…
Read More...
Read More...