Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମାଟ୍ରିକ ପରୀକ୍ଷା ଫଳରେ ବିଜରାଗୁଡ଼ା କନ୍ୟାଶ୍ରମର ରାଜ୍ୟ ସ୍ତରୀୟ ସଫଳତା
ନବରଙ୍ଗପୁର:- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ବିଜରାଗୁଡା ଉଚ୍ଚ ବାଳିକା ବିଦ୍ୟାଳୟର ସର୍ବମୋଟ ୧୧୧ ଜଣ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ଭଲ ନମ୍ବର ରଖି ପାସ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଏ-୨ରେ ୨୩ ଜଣ, ବି-୧ରେ ୭୦ଜଣ ଏବଂ ବି-୨ରେ ୧୮ ଜଣ ପାସ ହୋଇଥିବା!-->…
Read More...
Read More...
ଏଏମସିଏସ ମହାବିଦ୍ୟାଳୟରେ ଖୋଲିଲା ପିଜି
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟରେ ୨୦୨୩-୨୦୨୪ ଶିକ୍ଷାବର୍ଷ ପାଇଁ ସ୍ନାତକୋତ୍ତରରେ ଓଡ଼ିଆ, ଇତିହାସ, ରାଜନୀତି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ଏହି ପାଞ୍ଚୋଟି ବିଭାଗରେ ପିଜି ପଢିବା ପାଇଁ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଅନୁମତି!-->…
Read More...
Read More...
ପୁରୀ ଆରଟିଓଙ୍କ ଦ୍ୱାରା ଓଭର ଲୋଡିଙ୍ଗ ଅଟୋକୁ ୨୯,୫୦୦ ଟଙ୍କା ଫାଇନ
ପୁରୀ : ଆଜି ପୁରୀ ଜ଼ିଲ୍ଲା ପୁରୀ-କୋଣାର୍କ ରୋଡ଼ ରେ ୧୪ ଜଣ ପାସେଞ୍ଜରଙ୍କୁ ନେଇ ବିପଦଜନକ ଭାବେ ଦ୍ରୁତ ଗତିରେ ଯାତ୍ରା କରୁଥିବା ଏକ ଅଟୋ ଯାନକୁ ପିଛା କରି ପୁରୀ ଆରଟିଓ ରବୀନ ପଟ୍ଟନାୟକ ଫାଇନ କରି ସିଜ କରିଛନ୍ତି । ଶ୍ରୀ ପଟ୍ଟନାୟକ ଏ ଅଞ୍ଚଳକୁ ଅଚାନକ ପରିଦର୍ଶନରେ ଯାଉଥିବା ବେଳେ ବେନିୟମ!-->…
Read More...
Read More...
୫-ଟି ସଚିବଙ୍କ ଦୁଇଦିନିଆ କଳାହାଣ୍ଡି ଗସ୍ତ,ସ୍ମାର୍ଟ ହେବ କଳାହାଣ୍ଡି ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ତିନିଦିନିଆ କଳାହାଣ୍ଡି ଓ ନୂଆପଡା ଗସ୍ତରେ ଯାଇ ପ୍ରଥମ ଦିନରେ ଉତ୍କେଲା, ମଦନପୁର ଓ ଭବାନୀପାଟଣା ଯାଇ ବିଭିନ୍ନ ବିକାଶ କାମ ବୁଲିଦେଖିବା ସହ ଛାତ୍ରଛାତ୍ରୀ, ମହିଳା,!-->…
Read More...
Read More...
ଡାକ୍ତର ହୋଇ ରୋଗୀ ସେବା କରିବି: ଆଶୀର୍ବାଦ
ସୁବର୍ଣ୍ଣପୁର:-ସୁବର୍ଣ୍ଣପୁର ଜ଼ିଲ୍ଲା ସଦର ମହକୁମା ବଡ଼ବଜାର ନିବାସୀ ସାହାରା ଟ୍ରଷ୍ଟ ହାଇସ୍କୁଲର ଛାତ୍ର ଆଶୀର୍ବାଦ ତ୍ରିପାଠୀ ୫୭୩ ତଥା ୯୫.୫୦% ମାର୍କ ରଖି ସମଗ୍ର ଜ଼ିଲ୍ଲାର ସେକେଣ୍ଡ ଟପ୍ପର ହୋଇ ସ୍କୁଲ ତଥା ଜ଼ିଲ୍ଲାର ଗୌରବ ବଢାଇଛନ୍ତି । ଶ୍ରୀମାନ ତ୍ରିପାଠୀ କ୍ଲାସ ୩ରୁ ସବୁ ମେଧା!-->…
Read More...
Read More...
ଚଳିତ ବର୍ଷ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ଯୋଗାଇ ଦିଆଯାଉଛି ରିହାତି ଦରରେ ଧାନ ବିହନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଅଞ୍ଚଳରେ ଅବସ୍ଥିତ । ଜିଲ୍ଲାରେ ମୁଖ୍ୟତଃ ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ । ଜିଲ୍ଲାର ୭ ଟି ବ୍ଳକ ମଧ୍ୟରୁ ମୁଖ୍ୟତଃ କାଶୀନଗର, ଗୁମ୍ମା, ଗୋଶାଣୀରେ ଅଧିକା ଧାନ ଚାଷ ହୋଇଥାଏ । ଜଳ ସେଚନ ସୁବ୍ୟବସ୍ଥା!-->…
Read More...
Read More...
ଉତ୍କଳ ବିଦ୍ୱତ ପରିଷଦ ପୁରୀ ପକ୍ଷରୁ ସମୂହ ବ୍ରତୋପନୟନ
ପୁରୀ: ପୁରୀ ଶ୍ରୀ ଗୁଣ୍ଡିଚା ଭକ୍ତ ନିବାସ ଠାରେ ଉତ୍କଳ ବିଦ୍ୱତ ପରିଷଦ ପୁରୀ ପକ୍ଷରୁ ଶ୍ରୀ ଜଗନ୍ନାଥ ଧାମରେ ବ୍ରାହ୍ମଣ ବାଳକଙ୍କୁ ସମୂହ ବ୍ରତୋପନୟନ କରାଯାଇଛି । ରାଜ୍ୟ ଏବଂ ରାଜ୍ୟ ବାହାରୁ ଗରିବ ଏବଂ ଅନାଥ ବ୍ରାହ୍ମଣ ବାଳକମାନେ ଯୋଗ ଦେଇଥିଲେ । ପଶ୍ଚିମ ବଙ୍ଗ, ଓଡିଶା ସମେତ ବିଭିନ୍ନ!-->…
Read More...
Read More...
ବନ ବିଭାଗ ପକ୍ଷରୁ ଉଲୁକ ଉଦ୍ଧାର
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବନ ବିଭାଗ ପକ୍ଷରୁ ଫୁଲବାଣୀ ସାହି ଅଂଚଳରୁ ଏକ ଉଲୁକ ଉଦ୍ଧାର କରାଯାଇଛି । ସୂଚନା ଯୋଗ୍ୟଯେ, ଫୁଲବାଣୀ ସାହି ଅଂଚଳର ପ୍ରକାଶ ସାହୁ ଓ ସୁରୁ ସାହୁ ନାମକ ଦୁଇ ଜଣ ଯୁବକ ଏକ ଛୁଆ ଉଲୁକକୁ ରାସ୍ତାରେ କୁକୁର ଗୋଡାଉ ଥିବା ଦେଖି ଉଦ୍ଧାର କରି ତାକୁ ଘରେ!-->…
Read More...
Read More...
ପୁରୁଣା ଢାଞ୍ଚାକୁ ଫେରିବ ଦଶମ ଶ୍ରେଣୀ ପରୀକ୍ଷା
କଟକ: କୋଭିଡ୍ ମହାମାରୀ ସମୟରେ ପୂର୍ବପ୍ରଚଳିତ ମାଟ୍ରିକ୍ ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଥିଲା । ଯାହାଫଳରେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ବର୍ଷକରେ ଦୁଇ ଥର ବୋର୍ଡ ପରୀକ୍ଷା ଦେବାକୁ ପଡିଲା । ଗତ ଦୁଇ ବର୍ଷ ହେଲା ଏହା ଚାଲିଛି । ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ!-->…
Read More...
Read More...
ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ
କଟକ : ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାନୁ ବାଗଙ୍କୁ ଗତକାଲି କଟକରୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମଙ୍ଗଳବାର ବାଣ ବିସ୍ଫୋରଣ ବେଳେ ସେ ବି ଘଟଣାସ୍ଥଳରେ!-->…
Read More...
Read More...