Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୧୮ତମ କଣ୍ଟାମାଳ ଲୋକକଳା ଉତ୍ସବ ଉଦଯାପିତ, ରାମନାଟକ ଦୀକ୍ଷାନ୍ତ କାର୍ଯ୍ୟକ୍ରମକୁ ବହୁଳ ସଫଳତା
କଣ୍ଟାମାଳ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ହରିଶଙ୍କର କଳାମଣ୍ଡପ ଠାରେ ହୋଇଥିବା ୧୮ତମ ଲୋକକଳା ଉତ୍ସବ ରବିବାର ବିଳମ୍ବିତ ରାତିରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ କମିଟି ଅଧ୍ୟକ୍ଷ ଦିବ୍ୟଶଙ୍କର ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ସାଂସ୍କୃତିକ ସଭାରେ ମୁଖ୍ୟଅତିଥି ଭାବେ!-->…
Read More...
Read More...
ପରିବେଶର ସୁରକ୍ଷା ଓ ପଲିଥିନ ବ୍ୟବହାର ଉପରେ ରୋକ ଲଗାଇବା ଉପରେ ଜ଼ିଲ୍ଲାପାଳଙ୍କ ଆହ୍ୱାନ
ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ବନ ବିଭାଗ ଅଫିସ ସଭା ଗୃହଠାରେ ବିଶ୍ୱ ପରିବେଶ ଦିବସ ଓ ପଲିଥିନ ମୁକ୍ତ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟ ଯୋଗ ଦେଇ ଦୀର୍ଘ ୫୦ ବର୍ଷ ଯାଏ ପରିବେଶ ପାଇଁ କାର୍ଯ୍ୟକରି!-->…
Read More...
Read More...
ବିଶ୍ୱ ପରିବେଶ ଦିବସ ପାଳନ
ଦଶପଲ୍ଲା : ଦଶପଲ୍ଲା ବନ ବିଭାଗ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ହାଇସ୍କୁଲର ସ୍କାଉଟ ଛାତ୍ର ଏବଂ ବନ କର୍ମଚାରୀଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ ହୋଇଥିଲା । ସ୍ଥାନୀୟ ମହାବୀର ମନ୍ଦିରଠାରୁ ଏକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି ବନ ବିଭାଗ!-->…
Read More...
Read More...
ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା ଆମ ସଂକଳ୍ପ ରଥ ଉଦଘାଟିତ
ନୂଆପଡ଼ା :ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଶିଶୁ ଶ୍ରମିକ ମୁକ୍ତ ଓଡିଶା ଆମ ସଂକଳ୍ପ ସଚେତନ ରଥକୁ ଜିଲ୍ଲାପାଳ ହେମକାନ୍ତ ସାଏ ଦ୍ୱାରା ଉଦଘାଟନ କରିଛନ୍ତି । ଜିଲ୍ଲାପ୍ରଶାସନ ଏବଂ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଆୟୋଜିତ କର୍ଯ୍ୟକ୍ରମରେ ଜିଲ୍ଲାପାଳ!-->…
Read More...
Read More...
କାର ଯୋଗେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ, ମାଡ଼ିବସିଲା ପୋଲିସ
ଦଶପଲ୍ଲା : ଗତକାଲି ରାତିରେ ଦଶପଲ୍ଲା ପୋଲିସ ଗଣିଆ ଦଶପଲ୍ଲା ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଗଞ୍ଜେଇ ଭର୍ତ୍ତି ଏକ କାରକୁ ଧରିବାରେ ସଫଳ ହୋଇଛି । ପୋଲିସ ସୂଚନା ଅନୁଯାୟୀ, ଦଶପଲ୍ଲା ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ ବେଳେ ଯୋଗିବନ୍ଧ ନିକଟରେ ଏକ କାରକୁ ଦେଖି ପୋଲିସ ଯାଞ୍ଚ କରିଥିଲା ।!-->…
Read More...
Read More...
ନୂଆପଡ଼ା ଓ ଛତିଶଗଡ ବନ ବିଭାଗର ଚଢଉ;ବାଘ ଛାଲ ଜବତ, ୬ଜଣ ଅଟକ
ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ବନ ଖଣ୍ଡ ଅଧୀନ ସୁନାବେଡ଼ା ଅଭୟାରଣ୍ୟ ପାଟଧରା ଅଞ୍ଚଳରେ ଛତିଶଗଡ ବନ ବିଭାଗ ଚଢ଼ାଉ କରିଛି । ଚଢାଉ ବେଳେ ବାଘ ଛାଲ, ନଖ, ଦାନ୍ତ,ବଜ୍ର କାଶ୍ମୀର କାତି, ଦେଶୀ ବନ୍ଧୁକ, ଫାଶ ଜବତ କରିଛି । ବାଘ ଶିକାର ସନ୍ଦେହରେ ଛଅ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି!-->…
Read More...
Read More...
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ନୂତନ ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କୁ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ସୋନପୁର ବ୍ଲକ ତରଫରୁ ସ୍ୱାଗତ କରାଯାଇଥିଲା ।!-->…
Read More...
Read More...
ବେଆଇନ୍ ଗଞ୍ଜେଇ ବୋଝେଇ କାର୍ ଜବତ,ଚାଲାଣକାରୀ ଗିରଫ
ବାଲିଗୁଡ଼ା: ବେଆଇନ୍ ଗଞ୍ଜେଇ ବୋଝେଇ କାର୍ ଜବତ କରିବାସହ ଜଣେ ଚାଲାଣକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି କନ୍ଧମାଳ ଜିଲ୍ଲା କ.ନୁଆଗାଁ ପୋଲିସ୍ । ସୂଚନା ପ୍ରକାରେ ଆଜି ସକାଳେ ପ୍ରାୟ ୮ଟା ୪୦ ମିନିଟ୍ ସମୟରେ କ.ନୁଆଗାଁ ପୋଲିସ୍ ପକ୍ଷରୁ ଏସ୍ଆଇ ପି.କେ. ବେହେରାଙ୍କ ନେତୃତ୍ବରେ ଏକ ଟିମ୍!-->…
Read More...
Read More...
ବସ୍ ଓ ବାଇକ ମଧ୍ୟରେ ଦୁର୍ଘଟଣା, ୩ ମୃତ
ପୁରୀ :ବସ୍ ଓ ବାଇକ୍ ମଧ୍ୟରେ ଦୁର୍ଘଟଣା । ଓଁକାରେସ୍ୱର ମନ୍ଦିର ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୩ବାଇକ୍ ଆରହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।ସେମାନଙ୍କ ମଧ୍ୟରେ ଜଣେ ୧୯ବର୍ଷର ଯୁବକ ଓ ଏକ ଦମ୍ପତି ଅନ୍ତର୍ଭୁକ୍ତ । ମୃତକ ମାନେ ହେଲେ ଗଞ୍ଜାମ ଛତ୍ରପୁରର!-->…
Read More...
Read More...
ଦୋକାନରୁ ଚୋରି ନେଇ ଥାନାରେ ଅଭିଯୋଗ
ରାୟଗଡା : ରାୟଗଡାରେ ଦିନକୁ ଦିନ ଚୋରି, ରହାଜାନୀ, ଡକାୟତି, ମନ୍ଦିରରେ ଚୋରି, ତାଲା ବନ୍ଦ ଥିବା ଘରେ ଚୋରି, ବଡ ବଡ ଦୋକାନରେ ଚୋରି ଭଳି ଅପରାଧିକ ମାମଲା ବୃଦ୍ଧି ପାଉଛି । ସେହିପରି ରାୟଗଡା ମୁଖ୍ୟ ବଜାରରେ ଥିବା ମାର୍କେଟ କମ୍ପେ୍ଲକ୍ସର ଏକ ଦୋକାନର ସଟରକୁ ତାଡି ଦୁର୍ବୁତମାନେ ଦୋକାନରେ!-->…
Read More...
Read More...