Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦୁଇ ଯୁବକଙ୍କୁ ମାଡ, ବାଣୀଗୋଛା ଏସ୍ଆଇଙ୍କ ନାମରେ ଥାନାରେ ଅଭିଯୋଗ
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନାର ଜଣେ ପୁଲିସ କର୍ମଚାରୀଙ୍କ ଦବଙ୍ଗଗିରି ସୀମା ଟପିଛି । ଗତକାଲି ସନ୍ଧ୍ୟା ୭ଟାରେ ଜାମୁସାହି ନିକଟସ୍ଥ ଦୁଡିକିପାଜୁ ବସଷ୍ଟାଣ୍ଡରେ ଦୁଇଜଣ ଯୁବକ କଥା ହେଉଥିବା ସମୟରେ ବାଣୀଗୋଛା ଥାନା ଏସ୍ଆଇ ଉଦ୍ୟନାଥ ସାହୁ ଦୁଇ ଯୁବକଙ୍କୁ ନିର୍ମମ ଭାବରେ ମାଡ଼!-->…
Read More...
Read More...
ଅପ୍ରେଲ ୨୧ରୁ ଖରାଛୁଟି
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଶୁକ୍ରବାର ଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ଖବର ଅନୁଯାୟୀ, ରାଜ୍ୟରେ ଏବେ ଗ୍ରୀଷ୍ମ ବଢିଛି । ଯାହାକୁ ଦୃଷ୍ଟିରେ!-->!-->!-->…
Read More...
Read More...
ଭିଜିଲାନ୍ସ ଜାଲରେ ପୁରୀ ସବ୍-ରେଜିଷ୍ଟ୍ରାରର ମୁଖ୍ୟ କିରାଣୀ
ପୁରୀ : ପୁରୀ ଜିଲ୍ଲା ସବ୍-ରେଜିଷ୍ଟ୍ରାରର ମୁଖ୍ୟ କିରାଣୀ ରଘୁନାଥ ବିଷୋଇ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଜନୈକ ଅଭିଯୋଗକାରୀଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ଗ୍ରହଣ କରିଥିଲେ ।ଅଭିଯୋଗକାରୀଙ୍କ ପିତାଙ୍କ ଅସୁସ୍ଥତା ହେତୁ ତାଙ୍କୁ ପାୱାର ଅଫ ଆଟର୍ନି କରିବା!-->…
Read More...
Read More...
ତାତିରେ ଜଳୁଛି ହରଭଙ୍ଗା ବ୍ଲକ, ଅଚଳ ନଳକୂପ ସଜାଡିବାକୁ ଦାବି
ହରଭଙ୍ଗା : ଦିନକୁ ଦିନ ବୌଦ୍ଧ ଜିଲ୍ଲାରେ ତାପମାତ୍ରା ବଢ଼ିବାରେ ଲାଗିଛି । ଦିନ ୧୦ ଟା ରୁ ରାତ୍ରି ୧୦ଟା ପର୍ଯ୍ୟନ୍ତ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ଏପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଣ ଖରାରେ ବାହାରକୁ ନବାହାରିବା, ଅତି ଜରୁରୀ କାର୍ଯ୍ୟ ଥିଲେ ପାଖରେ ଛତା, ଜୋତା, ପାନୀୟ ଜଳ ନେବା!-->…
Read More...
Read More...
ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦ ତରଫରୁ ୧୨ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ
ନୂଆପଡ଼ା:ନୂଆପଡ଼ା ଜିଲ୍ଲା ଗତ ୧୨ ତାରିଖ ବୁଧବାର ଦିନ ସମ୍ବଲପୁର ନଗରରେ ହନୁମାନ ଜୟନ୍ତୀ ଉପଲକ୍ଷେ ବଜରଙ୍ଗ ଦଳ ତରଫରୁ ଏକ ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଘଟିଥିବା ହିଂସାତ୍ମକ ଆକ୍ରମଣ ଏବଂ ୧୪ ତାରିଖ ଦିନ ହନୁମାନ ମହୋତ୍ସବ ଶୋଭାଯାତ୍ରାରେ ଜଣେ ହିନ୍ଦୁ ଭାଇଙ୍କ!-->…
Read More...
Read More...
ବଜରଙ୍ଗ ଦଳ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡାକରା
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ସୋନପୁର ବନ୍ଦ କରାଯାଇଛି । ହନୁମାନ ଜୟନ୍ତୀରେ ସମ୍ବଲପୁରରେ ବାଇକ ରାଲି ଯାଉଥିବା ସମୟରେ ପଥରମାଡ ଓ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ପ୍ରତିବାଦରେ ଆଜି ପଶ୍ଚିମ ଓଡିଶାର ୧୪ଟି!-->…
Read More...
Read More...
ତାପମାତ୍ରା ବୃଦ୍ଧି ପାଉଛି : ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲଣ୍ଡାଗାଁ ପଞ୍ଚାୟତବାସୀ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଆଜକୁ କିଛିଦିନ ହେଲା ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଜଳସ୍ତର କମିବା ରେ ଲାଗିଛି । ପ୍ରତିଦିନର ତାପମାତ୍ରା ୪୦ରୁ ୪୧ଡିଗ୍ରୀ ରହୁଛି । ତାପମାତ୍ରା ବୃଦ୍ଧି କାରଣରୁ ନଦୀ ନାଳ ଓ କୂପରେ!-->…
Read More...
Read More...
ରଥଯାତ୍ରା ସମୟରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ
ପୁରୀ : ପୁରୀର ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ । ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ଘଟିଥାଏ ଏଥିରେ । ଏହାକୁ ସୁଚାରୁରୂପେ ପରିଚାଳନା ପାଇଁ ପ୍ରଶାସନ ଗୁରୁ ଦାୟିତ୍ୱ ବହନ କରିଥାଏ । ତେଣୁ ରଥଯାତ୍ରା ସମୟରେ କୌଣସି ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି!-->…
Read More...
Read More...
ଲଛିପୁରରେ ୧୨ଘଣ୍ଟିଆ ବନ୍ଦ ପାଳନ
ସୋନପୁର: ସମ୍ବଲପୁରରେ ହୋଇଥିବା ହିଂସା କାଣ୍ଡକୁ ବିରୋଧ କରି ସୁବର୍ଣ୍ଣପୁର ଜିଲ୍ଲା ଲଛିପୁରଠାରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବୁଧବାର ସକାଳ ୬ ଘଟିକାଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରାଯାଉଛି । ଏହି ସମୟରେ ଜରୁରୀକାଳୀନ!-->…
Read More...
Read More...
ଭିନ୍ନକ୍ଷମ ହେବେ ସୁଦକ୍ଷ;ଖୋର୍ଦ୍ଧାରେ ‘ବିଜୁ ମହାବୀର ଜୟପୁର ଫୁଟ୍ ସେଣ୍ଟର’ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧାର ଗୁରୁଜଙ୍ଗ ଠାରେ ପ୍ରସିଦ୍ଧ ଜୟପୁର ଫୁଟ୍ର ଏକ ନୂଆ କେନ୍ଦ୍ର ‘ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର’ ଉଦ୍ଘାଟନ କରିଛନ୍ତି।ଏହାଦ୍ବାରା ରାଜ୍ୟର ଭିନ୍ନକ୍ଷମ ମାନଙ୍କ ପାଇଁ ନୂଆ ଆଶା ସଞ୍ଚାର ହୋଇଛି । ଜୟପୁର ଫୁଟ୍ର କୃତ୍ରିମ!-->…
Read More...
Read More...