Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶିକାରୀ,ବ୍ୟବସାୟୀଙ୍କୁ ଧରିଲା ବନବିଭାଗ; ବାଘପଞ୍ଝା, ବଜ୍ରକାପ୍ତା କାତି, ହରିଣ ଛାଲ, ବନ୍ଧୁକ ଜବତ
ଦଶପଲ୍ଲା: ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବିଭାଗର ବାଣୀଗୋଛା (ପୂର୍ବ) ବନାଞ୍ଚଳକୁ ଏକ ସଫଳତା ମିଳିଛି । ବୌଦ୍ଧ ଜିଲ୍ଲା ତଳଗାଁରୁ ବାଲେଶ୍ୱର ଜିଲ୍ଲାକୁ ଚାଲାଣ ହେଉଥିବା ହରିଣ ଛାଲ, ବାଘ ପଞ୍ଝା ଏବଂ ବଜ୍ରକାପ୍ତାକୁ ଜବତ କରିଥିବା ବେଳେ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।!-->…
Read More...
Read More...
ସ୍ଥାୟୀ ହେବେ ୬ଶହ ଠିକା ଡାଟା ଏଣ୍ଟ୍ରି ଅପରେଟର
କଟକ : ସ୍ଥାୟୀ ହେବେ ୬ଶହ ଠିକା ଡାଟା ଏଣ୍ଟ୍ରି ଅପରେଟର । ଏନେଇ ବୁଧବାର ଦିନ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ୩ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ସମସ୍ତ ୬ଶହ ଠିକା ଡାଟା!-->…
Read More...
Read More...
ଅସୁସ୍ଥ ବେଳେ ବନ୍ଧୁଙ୍କୁ ସାହାଯ୍ୟ କଲେ ବନ୍ଧୁ
ପୁରୀ : ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ଜଣେ ବନ୍ଧୁୁ ଅସୁସ୍ଥ । ତାଙ୍କୁ ପରିବାର ଅଣଦେଖା କରିଦେଇଛନ୍ତି । ଏହି ସମୟରେ ଆଉ ଜଣେ ବନ୍ଧୁ କିପରି ଶାନ୍ତିର ବସିପାରିବେ । ଧାଇଁ ଆସିଛନ୍ତି ବନ୍ଧୁ ପାଖକୁ । ଆଉ ନିଜ ପ୍ରିୟ ବନ୍ଧୁକୁ ଅସୁସ୍ଥ ଅବସ୍ଥାରେ ହସ୍ପିଟାଲ ନେଇଯାଉଛନ୍ତି ।!-->…
Read More...
Read More...
ବଥାର୍ଲା ଛକ ଡକାୟତି ଘଟଣା,୩ ଜଣଙ୍କୁ ୭ବର୍ଷ ଜେଲ
ପାଟଣାଗଡ : ପାଟଣାଗଡ଼ ଥାନା ବଥର୍ଲା ଗାଁର ନିକଟରେ ହୋଇଥିବା ଡକାୟତ ଘଟଣାର ଅଭିଯୁକ୍ତ ମାନଙ୍କୁ ୭ବର୍ଷ ପାଇଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ପାଟଣାଗଡ଼ ଆସିଷ୍ଟାଣ୍ଟ ସେକ୍ସନ ଜଜ୍ । ଦଣ୍ଡିତ ହୋଇଥିବା ଅଭିଯୁକ୍ତମାନେ ହେଲେ ଆୱାଜ ମେହେର, ରଞ୍ଜନ ବଗର୍ତ୍ତୀ ଓ ପ୍ରଶାନ୍ତ ଦାମୋଦର ଗତ!-->…
Read More...
Read More...
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଟାଙ୍ଗିଆରେ ଆକ୍ରମଣ, ଜଣେ ଗୁରୁତର
ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ତୁର୍ଲା ଭୁର୍ଷିବାଞ୍ଜି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସୋମବାର ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ସେ ହେଲେ ତୁର୍ଲା-ଭୁର୍ଷିବାଞ୍ଜି ଗ୍ରାମର ରାମେଶ୍ୱର ବରିହା (୫୦) ।!-->…
Read More...
Read More...
ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ତରଫରୁ ଛେନାପୋଡ ଦିବସ ପାଳିତ
ବୌଦ୍ଧ,୧୧/୪:- ବୌଦ୍ଧ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ କାର୍ଯ୍ୟାଳୟ ଠାରେ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ତରଫରୁ ଆଜି ଛେନାପୋଡ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ସାଧାରଣ ସମ୍ପାଦକ ଯୁଗଳ କିଶୋର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ!-->…
Read More...
Read More...
୧୨ରୁ ୧୬ ଯାଏଁ ରାଜ୍ୟର ସବୁ ସ୍କୁଲ, ଅଙ୍ଗନବାଡ଼ି ଛୁଟି
ଭୁବନେଶ୍ବର: ଏପ୍ରିଲ ୧୨ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍କୁଲ ଛୁଟି ରହିବ। ସ୍କୁଲଗୁଡ଼ିକ ସହିତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ମଧ୍ୟ ଏହି ସମୟରେ ବନ୍ଦ ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଏହି ଛୁଟି ଘୋଷଣା କରିଛନ୍ତି। ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ନେଇ!-->…
Read More...
Read More...
ପୋଷଣ ପକ୍ଷ ଉଦଯାପନୀ ସମାରୋହ
ସୁବର୍ଣ୍ଣପୁର: ମାର୍ଚ୍ଚ ୨୦ଠାରୁ ଏପ୍ରିଲ ୩ତାରିଖ ପର୍ଯ୍ୟନ୍ତ ପୋଷଣପକ୍ଷ ପାଳନ କରାଯାଇ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ବହୁବିଧ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଛି । ଏହି ପରିପେକ୍ଷୀରେ ଆଜି ଜ଼ିଲ୍ଲାରେ ପୋଷଣ ପକ୍ଷ ପାଳନର ଉଦଯାପନୀ ସମାରୋହ ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ ସମ୍ମିଳନୀ!-->…
Read More...
Read More...
ସମସ୍ତ ଜନ ପ୍ରତିନିଧି, ସରକାରୀ ପଦାଧିକାରୀ ମାନଙ୍କର ମିଳିତ ସହଯୋଗରେ ଜିଲ୍ଲାର ଉନ୍ନତି ହେବ : ସଂସାଦ ଡ. ଅଚ୍ୟୁତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସମସ୍ତ ଜନ ପ୍ରତିନିଧି, ସରକାରୀ ପଦାଧିକାରୀମାନଙ୍କର ମିଳିତ ସହଯୋଗରେ ଜିଲ୍ଲାର ଉନ୍ନତି ହୋଇପାରିବ ବୋଲି କନ୍ଧମାଳ ସାଂସଦ ଡ. ଅଚ୍ୟୁତାନନ୍ଦ ସାମନ୍ତ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ମନିଟରିଂ କମିଟି (ତୃତୀୟ ଦିଶା) ବୈଠକରେ କହିଥିଲେ ।ସାଂସଦ ଡ.ସାମନ୍ତଙ୍କ!-->…
Read More...
Read More...
ପୂର୍ବତନ ଶିକ୍ଷକ ତଥା ଜଗନ୍ନାଥ ମନ୍ଦିର ପୂଜକଙ୍କ ପରଲୋକ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ଗ୍ରାମର ପୁରାତନ ଶିକ୍ଷକ ତଥା ରାମଗଡ ଜଗନ୍ନାଥ ମନ୍ଦିରର ପୂଜକ ଦିନେଶ ଯୋଶୀ (୮୫)ଙ୍କ ଆଜି ପରଲୋକ ଘଟିଛି । ଆଜକୁ ପ୍ରାୟ ୨୫ବର୍ଷ ପୂର୍ବରୁ ରାମଗଡ଼ ଅଂଚଳରେ ସେ ରୋଗୀ ସେବା କରି ଏକ ସ୍ୱତନ୍ତ୍ର ପରିଚୟରେ ପରିଚିତ ହୋଇଥିଲେ । ଏହି ରୋଗୀ ସେବା!-->…
Read More...
Read More...