Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ହରଭଙ୍ଗାରେ ବ୍ଲକସ୍ତରୀୟ ଅକ୍ଷୟ ତୃତୀୟା ଦିବସ ପାଳିତ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ପଞ୍ଚାୟତ ଲଣ୍ଡରେଜୁର ଗ୍ରାମରେ ବ୍ଲକ ସ୍ତରୀୟ କୃଷକ ଦିବସ ତଥା ଅକ୍ଷୟ ତୃତୀୟା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଆର ପରମ୍ପରା ରୀତିନୀତିରେ ମାଟିମାକୁ ପୂଜା କରି ଜମିରେ ହଳ କରି ମୁଠି ଅନୁକୂଳ!-->…
Read More...
Read More...
ସିନାପାଲିରେ ଅଖି ମୁଠି ଅନୁକୂଳ
ସିନାପାଲି:ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଯୁଗେନପଦର ଠାରେ କୃଷୀ ବିଭାଗ ଦ୍ୱାରା ଅକ୍ଷୟ ତୃତୀୟା ଅବସରରେ ଅଖି ମୁଠି ଅନୁକୂଳ କରଯାଇଛି । କୃଷି ବିଭାଗ କାର୍ଯ୍ୟାଳୟ ପଛ ପଟେ ଥିବା ଜମିରେ ହଲ କରିବା ସହ ଅଖୀ ମୁଠି ଅନୁକୂଳ କରଯାଇଛି । ସିନାପାଲି ଅଞ୍ଚଳର ଆଦର୍ଶ ଚାଷୀ ଉଗ୍ରସେନ ମାଝି ଏହାର!-->…
Read More...
Read More...
ରଥକାଠ ଅନୁକୂଳ ସହ ଆରମ୍ଭ ହେଲା ପ୍ରସିଦ୍ଧ ଚନ୍ଦନ ଯାତ୍ରା
ପୁରୀ:ଆଜି ପବିତ୍ର ଅକ୍ଷୟ ତୃତୀୟା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଏହି ଅବସରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଇଛି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ପୂଜାପଣ୍ଡା ସେବାୟତ ମାନେ ରଥଖଳା ଠାରେ ପହଞ୍ଚିବା ପରେ!-->…
Read More...
Read More...
ମା’ ଭୈରବୀଙ୍କ ନୂତନ ମନ୍ଦିର ରତ୍ନମୁଦ ସ୍ଥାପନ
ହରଭଙ୍ଗା :ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ପୁରୁଣାକଟକ ବାସିନୀ ମା ଭୈରବୀଙ୍କ ନୂତନ ମନ୍ଦିରର ରତ୍ନମୁଦ ସ୍ଥାପନ ଆଜି ରବିବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବ ପାଇଁ ଗତକାଲିଠୁ ଅଂଚଳର ହଜାରହଜାର ଭକ୍ତଙ୍କ ସମାଗମରେ ନାମସଂକୀର୍ତ୍ତନ, ଢୋଲ, ହରିବୋଲ, ହୁଳହୁଳିରେ ମାଙ୍କ କଳସ ଯାତ୍ରା!-->…
Read More...
Read More...
ଜିଲ୍ଲା ସଂସ୍କୃତି ଭବନଠାରେ କବି ଜୟଦେବ ଜୟନ୍ତୀ ପାଳିତ
ନବରଙ୍ଗପୁର : ଗୀତ ଗୋବିନ୍ଦ କାବ୍ୟ ରଚନା କରି ପ୍ରସିଦ୍ଧ ଅର୍ଜନ କରିଥିବା କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ମୁଖ୍ୟ ବକ୍ତା ଭାବେ ଡକ୍ଟର ବିଜୟ!-->…
Read More...
Read More...
ଫୁଲବାଣୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ରଥ ଯାତ୍ରା ପାଇଁ ରଥ କାଠ ଅନୁକୂଳ
ଫୁଲବାଣୀ:ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି)!-->…
Read More...
Read More...
କୋଟଗଡ଼ ବନାଞ୍ଚଳ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ କୋଟଗଡ଼ ବନାଞ୍ଚଳ ତରଫରୁ ଜଙ୍ଗଲ ନିଆଁକୁ ରୋକିବା ପାଇଁ ଚଳିତ ବର୍ଷ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପୁଣି ଥରେ ଆଉ ଏକ ଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାସ୍କଟ ମାଧ୍ୟମରେ!-->…
Read More...
Read More...
ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ବର ଓୟୁଏଟି ପରିସରରେ ରାଜ୍ୟସ୍ତରୀୟ ଉତ୍ସବରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିର ଦିବସକୁ କୃଷକ ଦିବସ ରୂପେ ପାଳନ କରୁଛନ୍ତି ରାଜ୍ୟ ସରକାର। ଆଜି ଅଖି ମୁଠି ଅନୁକୂଳ ପାଇଁ ପାଗ ସମ୍ପୂର୍ଣ୍ଣ ଉପଯୋଗୀ!-->…
Read More...
Read More...
ଗୌଡ଼ଚଞ୍ଚରା ଗ୍ରାମରେ ବୈଦିକ ଆଶ୍ରମ ଶୁଭାରମ୍ଭ
ନୂଆଗାଁ : ନୂଆଗାଁ ବ୍ଲକର ସିକ୍ରିଡା ଗ୍ରାମ ପଞ୍ଚାୟତର ଗୌଡ଼ ଚାଞ୍ଚରାପଲ୍ଲି ଗ୍ରାମରେ ବୈଦିକ ଆଶ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଚ୍ଚିଦାନନ୍ଦ ମିଶ୍ର, ଦାସିଆ ଅଜା ସଂଗ୍ରହାଳୟ ସମ୍ପାଦକ ଦୀପକ ପଟ୍ଟନାୟକ ଓ ନୂଆଗାଁ ପଞ୍ଚାୟତ!-->…
Read More...
Read More...
ଦାସିଆ ଅଜାଙ୍କ ସଂଗ୍ରହାଳୟକୁ ଆସିଲା ୨୦୦ ବର୍ଷର ପୁରାତନ ମନ୍ଦିର କବାଟ
ନୂଆଗାଁ : ନୟାଗଡ ସହରରବାସିନ୍ଦା ଓ ବର୍ତ୍ତମାନ ଦିଲ୍ଲୀରେ ଅବସ୍ଥାନ କରୁଥିବା ଜାତୀୟ ସ୍ତରରେ ସୁପ୍ରସିଦ୍ଧ ଚିତ୍ର ଶିଳ୍ପୀ ସଂଜୀବ କୁମାର ନାୟକ ନିଜର ପ୍ରିୟ ଜେଜେମା ସାବିତ୍ରୀ ନାୟକଙ୍କର ଅମ୍ଳାନ ସ୍ମୃତିକୁ ଦଶିଆ ଅଜାଙ୍କ ବିଶ୍ୱପ୍ରସିଦ୍ଧ ସଂଗ୍ରହାଳୟରେ ଉଜ୍ଜୀବିତ କରି ରଖିବା ପାଇଁ!-->…
Read More...
Read More...